Browsing Category
ରାଜ୍ୟ
ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
କଟକ, ୨୧ା୫(ଓଡ଼ିଶା ଭାସ୍କର): ରଥଯାତ୍ରା ବନ୍ଦ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବାକୁ ଆବେଦନ ହୋଇଛି । କେନ୍ଦ୍ର ଓ ରାଜ୍ୟ ଆଇନ ସଚିବଙ୍କ ସହ…
ବାତ୍ୟା ଅମ୍ଫନରେ ୮୯ବ୍ଲକର ୪୪ଲକ୍ଷ ୮୦ହଜାର ପ୍ରଭାବିତ
ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ବାତ୍ୟା କ୍ଷୟକ୍ଷତି ନେଇ ଆଜି ସମୀକ୍ଷା ବୈଠକ ହୋଇଛି । ସମୀକ୍ଷା ବୈଠକ ପରେ ବାତ୍ୟା ଅମ୍ଫନର ତାଣ୍ଡବରେ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର ।…
ଟଚ୍ ଫ୍ରି ହେବ ଭୁବନେଶ୍ୱର ଏୟାରପୋର୍ଟ
ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ଆସନ୍ତା ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବ । ରାଜଧାନୀ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ପ୍ରସ୍ତୁତ ଥିବା କହିଛନ୍ତି ନିର୍ଦ୍ଦେଶକ ଭି.ଭି ରାଓ । ବିିମାନ ସେବା ଆରମ୍ଭ ହେବା…
ବସ୍ ଦୁର୍ଘଟଣା, ୪୦ରୁ ଅଧିକ ଆହତ
ବାଲେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବସରେ ଥିବା ୪୦ରୁ ଅଧିକ ଯାତ୍ରୀ…
ରାଜ୍ୟରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ଓ ଜଣେ ମୃତ
ଭୁବନେଶ୍ୱର, ୨୧/୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାରେ ଆଉ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ଓ ମୃତ୍ୟୁ ସଂଖ୍ୟା…
ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ, ସୁନ୍ଦରବନ ଅତିକ୍ରମ କଲା ଅମ୍ଫନ୍
ଭୁବନେଶ୍ୱର, ୨୦/୫(ଓଡିଶା ଭାସ୍କର): ଶେଷରେ ସୁନ୍ଦରବନ ଅତିକ୍ରମ କରିଛି ବାତ୍ୟା ଅମ୍ଫାନ। ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ଅମ୍ଫାନ୍। ବର୍ତମାନ ଅମ୍ଫନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ସୁନ୍ଦରବନ ଅତିକ୍ରମ…
ଦଶମ, ଦ୍ୱାଦଶ ବୋର୍ଡ଼ ପରୀକ୍ଷାକୁ କେନ୍ଦ୍ରର ଅନୁମତି
ନୂଆଦିଲ୍ଲୀ, ୨୦ା୫: କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ୧୭ମେ ରେ ଲକଡାଉନ ଅବଧି ଶେଷ ହେଉଥିଲା କିନ୍ତୁ ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସରାକାର ଏହି ଲକଡାଉନ ଅବଧିକୁ ବୃଦ୍ଧି କରି ମେ ୩୧ଯାଏଁ…
ମେ ୨୫ ରୁ ଦେଶରେ ଉଡ଼ିବ ଘରୋଇ ବିମାନ
ନୂଆଦିଲ୍ଲୀ, ୨୦ା୫: କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ୧୭ମେ ରେ ଲକଡାଉନ ଅବଧି ଶେଷ ହେଉଥିଲା କିନ୍ତୁ ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସରାକାର ଏହି ଲକଡାଉନ ଅବଧିକୁ ବୃଦ୍ଧି କରି ମେ ୩୧ଯାଏଁ…
ସୁନ୍ଦରବନ ଅତିକ୍ରମ କରୁଛି ଅମ୍ଫନର ସମ୍ମୁଖ ଭାଗ
ନୂଆଦିଲ୍ଳୀ, ୨୦ା୫: ବାତ୍ୟା ଅମ୍ଫନ ନେଇ ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ଓ ଏନଡ଼ିଆରଏଫ ଡିଜି ଏସ ଏନ ପ୍ରଧାନ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆଇଏମନି ଡିଜି କହିଛନ୍ତି ଯେ ସୁନ୍ଦରବନ ଅତିକ୍ରମ…
କଳାହାଣ୍ଡିରେ ଆଉ ୧୧କରୋନା ଆକ୍ରାନ୍ତ ଚିହ୍ନଟ
କଳାହାଣ୍ଡି, ୨୦ା୫(ଓଡ଼ିଶା ଭାସ୍କର): କଳାହାଣ୍ଡିରେ ଆଉ ୧୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୧ଜଣଙ୍କ ମଧ୍ୟରେ ୧୦ଜଣ ସଙ୍ଗରୋଧରେ…