Browsing Category
ରାଜ୍ୟ
ଲକଡାଉନ ପରେ ତୁରନ୍ତ ମାଟ୍ରିକ ଖାତା ଦେଖା ଆରମ୍ଭ
କଟକ, ୨୭ା୪(ଓଡ଼ିଶା ଭାସ୍କର ): କରୋନା ପାଇଁ ଦେଶ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ମାଟ୍ରିକ ଖାତା ଦେଖାରେ ବିଳମ୍ବ ହୋଇଛି । କିନ୍ତୁ ଏନେଇ ପରିକ୍ଷାର୍ଥୀ ଓ ଅଭିଭାବକ ଚିନ୍ତିତ ନହେବାକୁ ପରାମର୍ଶ ଦିଆଯାଇଛି । ଲକଡାଉନ…
କାଶ୍ମୀରରେ ୩ ଆତଙ୍କବାଦି ସଫା
ଜାମ୍ମୁକାଶ୍ମୀର, ୨୭ା୪: ଜାମ୍ମୁକାଶ୍ମୀରର କୁଲଗାମରେ ଯବାନ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଯବାନଙ୍କ ଗୁଳିରେ ୩ଆତଙ୍କବାଦୀ ନିପାତ ହୋଇଛନ୍ତି । କୁଲଗାମରେ ୧୨ଘଣ୍ଟା ଭିତରେ ଏନକାଉଣ୍ଟରରେ ୪ଜଣ ନିପାତ…
ଆସିଲା ୫ ନୂଆ ଆକ୍ରାନ୍ତଙ୍କ ତଥ୍ୟ
ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର):ଆଜି ବାଲେଶ୍ୱରରୁ ଚିହ୍ନଟ ୫ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ରଖିଛନ୍ତି ସରକାର । ଏହି ୫ ଜଣଯାକ ବାଲେଶ୍ୱରର କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଂଚଳର । ଏମାନଙ୍କ ମଧ୍ୟରେ ଜଣେ ଯୁବକ…
ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ମହମ୍ମହ ରଫିକ
ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ମହମ୍ମହ ରଫିକ । ରାଜ୍ୟପାଳ ଗଣେଶୀଲାଲ୍ ଆଜି ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଜଷ୍ଟିସ ରଫିକ ପୂର୍ବରୁ…
ସାପ ସାଲୁବାଲୁ, ଗୋଟେ ନୁହେଁ କି ଦୁଇଟି ନୁହେଁ
ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର):ଯୋଉଠିବି ହେଉ ସାମ୍ନାରେ ସାପ ଦେଖିଲେ ଆଗକୁ ବଢୁଥିବା ପାଦ ଅଟକି ଯାଏ। ମନରେ ଉଙ୍କିମାରେ ଭୟ। ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯୋଉଠି ଉଦ୍ଧାର ହୋଇଛି ୬୦ରୁ ଉର୍ଦ୍ଧ୍ବ…
ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି
ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି।ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର। ଆକ୍ରାନ୍ତ ରାଉରକେଲା ନାଲା ରୋଡ୍ ର ୬୦ ବର୍ଷୀୟ ବୟସ୍କ । ମାର୍ଚ୍ଚ ୨୨ ରୁ…
ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ: ୫ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର
ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ: ୫ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ସୂଚନା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ହୋଇଥିବା ବେଳେ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା…
ଆଉ ଦୁଇଦିନ କାଳବୈଶାଖୀ, ଆଜିଠୁ ପ୍ରବଳ ବର୍ଷିବ
ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ରାଜ୍ୟରେ ଆଉ ଦୁଇଦିନ କାଳବୈଶାଖୀ, ଆଜିଠୁ ପ୍ରବଳ ବର୍ଷିବ ।ପୂର୍ବାନୁମାନ ଅନୁଯାୟୀ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଜୋର୍ରେ ପବନ ମଧ୍ୟ ବହିବ ବୋଲି ଆଞ୍ଚଳିକ…
କଟକରେ ଦିନ ୧୧ରୁ ୫ ଯାଏ ଦୋକାନ ଖୋଲା
ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): କଟକରେ ଦେକାନ ଖୋଲିବାକୁ ଅନୁମତି ଦେଇଛି ମହାନଗର ନିଗମ । ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ଉଭୟ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ସିଏମ୍ସି କମିଶନରଙ୍କ ପକ୍ଷରୁ…
ଲକ ଡାଉନରେ ହରିଣ ଭୋଜି !
ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଲକ ଡାଉନରେ ହରିଣ ଭୋଜି ! ଭୋଜି ପୁଣି ଆଉ କେଉଁଠି ନୁହେଁ ଫରେଷ୍ଟ ରେଂଜ ଅଫିସରେ । ଏଭଳି ଅଭିଯୋଗ ଆସିଛି ପୂରୀ ଜିଲ୍ଲା ବ୍ରହ୍ମଗିରିରୁ । ସ୍ଥାନୀୟ ଅଭୟାରଣ୍ୟରୁ ଗାଁ ଭିତରକୁ…