Browsing Category
ରାଜ୍ୟ
Hotel and travel industry badly damaged by Corona
Bhubaneswar, March 16 (IANS) The state's hotel and travel industry have been hit hardest by the effects of the corona. The hotel industry is once again in a state of shock…
ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍
ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏନେଇ ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟର…
କରୋନା ନେଇ ଗୁଜବ ପ୍ରତିହିତ କରିବାକୁ ଅନୁରୋଧ
ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ନେଇ ବିଏମସି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । ସେହି ସମ୍ମିଳନୀରେ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ପରସ୍ପରଠାରୁ ଦୂରତା ଅବଲମ୍ବନ…
ବାହାରୁ ଆସୁଥିବା ଲୋକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ
ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ବିଦେଶରୁ କିମ୍ବା ବାହାରୁ ଆସୁଥିବା ଲୋକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି । ଏହା ଆସନ୍ତାକାଲି ସକାଳୁ କଡ଼ାକଡ଼ି…
ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୨୯ଜଣ
ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ସଂସ୍ପର୍ଶରେ ୧୨୯ଜଣ ଆସିିଥିବା IEC ମୁଖପାତ୍ର ସୁବ୍ରତ ବାଗଚୀ ଏକ…
କରୋନା ଭାଇରସ୍, କ୍ୱାରେନଟାଇନ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କ୍ୱାରେନଟାଇନ ସେଣ୍ଟର ଖୋଲିବ । ଭୁବନେଶ୍ୱରରେ ୨୫ଟି ସ୍ଥାନରେ କ୍ୱାରେନଟାଇନ ସେଣ୍ଟର ବିଏମସି ଖୋଲିବ । ଗୃହ ଓ ନଗର ଉନ୍ନୟନ ବିଭାଗର ଚିଠି…
ଏସସିବିରେ ଆଉ ଦୁଇ କରୋନା ସନ୍ଦିଗ୍ଧ
କଟକ, ୧୬ା୩(ଓଡ଼ିଶା ଭାସ୍କର): କଟକ ଏସସିବିରେ ଆଉ ୨କରୋନା ସନ୍ଦିିଗ୍ଧ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତାଙ୍କର କରୋନା ପରୀକ୍ଷା ପାଇଁ ଆରଏମଆରସିକୁ ରକ୍ତ ଓ ସ୍ୱାବ ପଠାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କର…
କରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ପରବର୍ତ୍ତି ସମୟରେ ଏହି ନିର୍ବାଚନ…
କରୋନା ଭାଇରସ୍: ସ୍କୁଲ ବନ୍ଦ୍ ଓ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ସବୁ ସରକାରୀ ଓ ବେସରକାରୀ ସ୍କୁଲ ପରୀକ୍ଷା ସ୍ଥଗିତ କରାଯାଇଛି । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଓ ଏକାଦଶ ପରୀକ୍ଷା ସ୍ଥଗିତ କରାଯାଇଥିବା ସୂଚନା ମିଳିଛି । ଦ୍ୱାଦଶ…
କରୋନା ଭାଇରସ୍, ବସରେ ଓଭରଲୋଡ଼ିଂ ମନା
ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): ବସରେ ଯେତିକି ସିଟ୍ ରହିଛି ତାଠାରୁ ଅଧିକ ଯାତ୍ରୀ ନନେବାକୁ ମନା କରାଯାଇଛି । ଏନେଇ ପରିବହନ ବନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ନିୟନ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ…