Browsing Category

ଖେଳ

(Video) ସେଦିନ ନବୀନ, ଏବେ ଗମ୍ଭୀର… ‘ଦୋସ୍ତି’ର ନୂଆ କାହାଣୀ ଲେଖୁଛନ୍ତି ବିରାଟ: ଯୋଡ଼ି ସୁପରହିଟ

Virat Kohli ଆଇପିଏଲ ୨୦୨୪ରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । କେଉଁଠି ବନ୍ଧୁତାରେ ଫାଟ ସୃଷ୍ଟି ହେଉଛି ତ ଆଉ କେଉଁଠି ଦୀର୍ଘ ଦିନର ମତଭେଦରେ ପଡ଼ୁଛି ପୂର୍ଣ୍ଣଚ୍ଛେଦ । ବର୍ତ୍ତମାନ ଆଇପିଏଲ ଆରମ୍ଭ ହୋଇ…

ଦେଶ ଛାଡ଼ି USA ପାଇଁ ଖେଳିବେ ଏହି ଷ୍ଟାର କ୍ରିକେଟର: ଟି-୨୦ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ: କ୍ରିକେଟକୁ ନେଇ ଲୋକଙ୍କ କ୍ରେଜ ଏବେ ଦିନକୁ ଦିନ ବଢିବାରେ ଲାଗିଛି । ୟା ଭିତରେ ଆଇପିଏଲ ଏବଂ ଅନ୍ୟାନ୍ୟ ଲିଗ୍ ଯୁବ ପ୍ରତିଭାଙ୍କ ସହ ଅନେକ ପୂର୍ବତନ ଖେଳାଳିଙ୍କ ପାଇଁ ସୁନ୍ଦର ପ୍ଲାଟଫର୍ମ ପାଲଟିଛି ।…

Mumbai Indians ଉପରେ ବିପଦ! କେବେ ଦଳକୁ ଫେରିବେ ସଂକଟମୋଚକ? ସୂର୍ଯ୍ୟକୁମାରଙ୍କୁ ଖୋଜୁଛନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଘୋର ସଂକଟରେ ପଡ଼ିଯାଇଛି । ଲଗାତାର ଦୁଇଟି ମ୍ୟାଚରେ ପରାଜୟର ସାମନା କରିଛି ମୁମ୍ବାଇ । ହାର୍ଦ୍ଦିକଙ୍କ ନେତୃତ୍ୱକୁ ନେଇ ଫ୍ୟାନ୍ସମାନେ ଯେଉଁ ଆଶା ରଖିଥିଲେ, ତାହା…

ଆଇପିଏଲ୍ ୨୦୨୪: ଟସ୍ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ ପାଇଁ ରାଜସ୍ଥାନକୁ ଦେଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…

IPL ଇତିହାସର ସର୍ବବୃହତ ସ୍କୋର କଲା ହାଇଦ୍ରାବାଦ: ମୁମ୍ବାଇ ଆଗରେ ୨୭୮ ରନର ବଡ଼ ଟାର୍ଗେଟ୍

ନୂଆଦିଲ୍ଲୀ: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ମହାରେକର୍ଡ ସ୍ଥାପନ ହୋଇଛି । ଆଇପିଏଲ ଇତିହାସର ସର୍ବବୃହତ ରେକର୍ଡ କରିଛି ହ୍ରାଇଦ୍ରାବାଦ । ପ୍ରଥମେ…

Captain ଶୁଭମନ ଗିଲଙ୍କୁ ଡବଲ୍ ଝଟକା: ପରାଜୟ ପରେ ଏହି ଭୁଲ ପାଇଁ ମିଳିଲା ସଜା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ସପ୍ତମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଗୁଜୁରାଟ ଟାଇଟନ୍ସକୁ ୬୩ ରନରେ ମାତ୍ ଦେଇ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ୟେଲୋ ଆର୍ମି । ସେପଟେ ଏହି ପରାଜୟକୁ…

(Video) ଟିମ ଇଣ୍ଡିଆକୁ ମିଳିଲେ ‘Second Dhoni’! ମା’ଙ୍କୁ ଦେଇଥିବା କଥା ରଖିଲେ ସମୀର, ବର୍ଷିଲା ଛକା

ନୂଆଦିଲ୍ଲୀ: ଆଇପିଏଲର ସପ୍ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ୬୩ ରନରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ । ବ୍ୟାଟିଂ-ବୋଲିଂ ଉଭୟ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରି ଗୁଜୁରାଟକୁ ପରାସ୍ତ କରିଛି ଚେନ୍ନାଇ । ଶିବମ…

ମହିଳା ଏସିଆ କପ ୨୦୨୪ ଶିଡ୍ୟୁଲ ଘୋଷଣା: ଜୁଲାଇ ୨୧ରେ ଭାରତ-ପାକିସ୍ତାନ କ୍ରିକେଟ ମୁକାବିଲା

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପରିଷଦ (ଏସସି) ପକ୍ଷରୁ ମହିଳା ଏସିଆ କପ୍ ୨୦୨୪ର ଶିଡ୍ୟୁଲ ଜାରି କରାଯାଇଛି । ଜୁଲାଇ ୧୯ରେ ଭାରତ ତା’ର ପ୍ରଥମ ମ୍ୟାଚ ୟୁଏଇ ବିପକ୍ଷରେ ଖେଳିବ । ଏହାପରେ ୨୧ ତାରିଖରେ ଭାରତ-ପାକିସ୍ତାନ…

ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସରେ ଭାରତ ପରାସ୍ତ: ୨-୧ରେ ଜିତିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲିରେ କ୍ରୀଡ଼ା ଜଗତରୁ ଆସିଛି ଏକ ନିରାଶାଜନକ ଖବର । ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସରେ ଭାରତ ପରାସ୍ତ ହୋଇଛି । ଆସାମର ଗ୍ୱାହାଟୀର ଇନ୍ଦିରା ଗାନ୍ଧି ଆଥଲେଟିକ୍ସ ଷ୍ଟାଡିୟମରେ…

ଆଇପିଏଲ୍ ବେଟିଂରେ ସ୍ୱାମୀ ୧ କୋଟି ଟଙ୍କା ହାରିବାରୁ ଜୀବନ ହାରିଲା ସ୍ତ୍ରୀ

ନୂଆଦିଲ୍ଲୀ: ଆଇପିଏଲ ବେଟିଂରେ ସ୍ୱାମୀ ୧ କୋଟି ଟଙ୍କା ହାରିବାରୁ ଜୀବନ ହାରିଦେଲା ସ୍ତ୍ରୀ । ଆର୍ଥିକ କ୍ଷତିକୁ ନେଇ ଉଜୁଡ଼ି ଯାଇଛି ଜଣଙ୍କ ସୁନାର ସଂସାର। ସ୍ୱାମୀଙ୍କ ଋଣଦାତା ବାରମ୍ବାର ହଇରାଣ କରୁଥିବା ୨୩ ବର୍ଷୀୟ…