Browsing Category

ଖେଳ

(Video) ପ୍ରାଣ ପ୍ରତିଷ୍ଠାରେ ଭବ୍ୟ ଉପହାର ଦେଲେ ‘ଭରତ’: ଶ୍ରୀରାମଙ୍କ ନାଁରେ ଶତକ ହାସଲ

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ଆଗମନରେ ସାରା ଦୁନିଆ ରାମ ରସରେ ମଜ୍ଜି ଯାଇଛି । ଦେଶର କେଶ-ଅନୁକୋଣରେ ରାମଧ୍ୱନି ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ପବିତ୍ର ତିଥି ବୋଲି ବିବେଚନା କରାଯାଉଛି । ରାମ ମନ୍ଦିରର ପ୍ରାଣ…

କ୍ରିକେଟରେ ଆସିବ ଏହି ନୂଆ ନିୟମ, ୧୦୦ମିଟର ପର୍ଯ୍ୟନ୍ତ ଛକା ମାରିଲେ କ୍ରିକେଟରଙ୍କୁ ୬ ନୁହେଁ ମିଳିବ ଏତିିକି ରନ୍‌

ନୂଆଦିଲ୍ଲୀ: ଇଂଲଣ୍ଡ ଟିମ୍‌ର ପୂର୍ବତନ କ୍ୟାପଟେନ୍ କେଭିନ୍ ପିଟରସନ ପୁଣି ଥରେ ଏହି କଥାକୁ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି କି ଯଦି ବ୍ୟାଟସମ୍ୟାନ୍ ୧୦୦ କିମ୍ବା ଏହାଠାରୁ ଅଧିକ ଦୂରତାରେ ଛକା ମାରେ ତେବେ ତାଙ୍କୁ ୬ରୁ…

ସାନିଆ ମିର୍ଜା ଓ ସୋଏବଙ୍କ ମଧ୍ୟରେ କାହିଁକି ଭାଙ୍ଗିଲା ସମ୍ପର୍କ ? ସାମ୍ନାକୁ ଆସିଲା ଛାଡ଼ପତ୍ରର ଅସଲ କାରଣ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲିକ ଶନିବାର ଦିନ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ ଘୋଷଣା କରିଛନ୍ତି । ଏହା ସହିତ ନିଶ୍ଚିତ ହୋଇଛି ଯେ, ସେ ଅବସରପ୍ରାପ୍ତ ଭାରତୀୟ ଟେନିସ୍ ତାରକା…

U-19 WC; ବିଜୟ ସହ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ: ବାଂଲାଦେଶକୁ ଦେଲା ଚକମା

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଦମଦାର ଆରମ୍ଭ କରିଛି ଟିମ ଇଣ୍ଡିଆ । ବାଂଲାଦେଶକୁ ମାତ୍ ଦେଇ ଟୁର୍ଣ୍ଣାମେଣ୍ଟରେ ଭାରତ ଏହି ଦମଦାର ବିଜୟ ହାସଲ କରିଛି । ବିଶ୍ୱକପର ପ୍ରଥମ ମ୍ୟାଚରେ ପଡ଼ୋଶୀ ରାଷ୍ଟ୍ର…

କ୍ରିକେଟ ଖେଳରୁ ଯୁବକଙ୍କୁ ବ୍ୟାଟରେ ପିଟି ହତ୍ୟା: କାଳ ପାଲଟିଗଲା କ୍ରିକେଟ ଖେଳ

ସୋନପୁର: କ୍ରିକେଟ ଖେଳକୁ ନେଇ ଘଟିଯାଇଛି ଏକ ତୁମୁଳକାଣ୍ଡ । ଏହି କ୍ରିକେଟ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଭଳି ଘଟଣା ଦେଖିବାକୁ ମିଳିଛି । କ୍ରିକେଟ ଖେଳୁଥିବା ସମୟରେ କିଛି ଯୁବକଙ୍କ ମଧ୍ୟରେ ସାମାନ୍ୟ ବଚସା…

ତଲାକ୍ ନଦେଇ ଅନ୍ୟ ଜଣଙ୍କୁ ମ୍ୟାରେଜ୍ କରିହେବ କି? ସାନିଆଙ୍କୁ ତଲାକ୍ ନଦେଇ ଶୋଏବ କିପରି ଅଭିନେତ୍ରୀ ସନାଙ୍କୁ ବାହାହେଲେ, ଖୋଲିଲା ବଡ଼ ରହସ୍ୟ

ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ତୃତୀୟ ବିବାହ କରିଛନ୍ତି । ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଶୋଏବ । ଶୋଏବ-ସନାଙ୍କ ବିବାହ ସମୟର ଫଟୋ ଆଜି ସୋସିଆଲ ମିଡ଼ିଆରେ…

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ମହମ୍ମଦ ଶାମୀ! ମୁଣ୍ଡରେ ପଗଡ଼ି, ବେକରେ ଫୁଲମାଳ ନେଇ ପ୍ରସ୍ତୁତ କ୍ରିକେଟର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ମହମ୍ମଦ ଶାମୀ ବର୍ତ୍ତମାନ ଦଳରୁ ବାଦ୍ ରହିଛନ୍ତି । ଆହତ ସମସ୍ୟା ଯୋଗୁଁ ଦକ୍ଷିଣ ଆଫ୍ରିକା ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ…

ଖୁବଶୀଘ୍ର ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି ଋଷଭ ପନ୍ତ: BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ତାଜା ଅପଡେଟ ସାମ୍ନାକୁ ଆସିଛି । ଉତ୍ତମ ଚିକିତ୍ସା ପାଇଁ ଋଷଭ ପନ୍ତଙ୍କୁ ଇଂଲଣ୍ଡ ପଠାଯିବ । ବିସିସିଆଇ…

ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କଲେ ସୋଏବ, ଏବେ କ’ଣ କରିବେ ସାନିଆ

ନୂଆଦିଲ୍ଲୀ:ପାକିସ୍ତାନ କ୍ରିକେଟ୍ ଖେଳାଳି ସୋଏବ ମଲ୍ଲିକ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି । ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ସହ ତାଙ୍କ ତଲାକକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା…

ଇସ୍ତଫା ଦେଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ; କହିଲେ କାମ କରିବା ଆଉ ସମ୍ଭବ ନୁହେଁ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅନ୍ତରୀଣ ଅଧ୍ୟକ୍ଷ ଜାକା ଅଶରଫ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଲାହୋରରେ ପିସିବି ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ଜାକା ଅଶରଫ୍…