Browsing Category

ଖେଳ

ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ ଧୋକା ! ଅମ୍ପାୟାର ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ହାଇଦ୍ରାବାଦ ଟେଷ୍ଟର ତୃତୀୟ ଦିନରେ ନିଜର ୪ର୍ଥ ଟେଷ୍ଟ ଶତକ ପୁରା କରିବେ ବୋଲି ଫ୍ୟାନ୍ସମାନେ ଆଶାୟୀ ଥିଲେ । କିନ୍ତୁ ସମସ୍ତଙ୍କୁ ନିରାଶ କରି ୮୭ ରନରେ…

କ୍ରିକେଟ ମାନଚିତ୍ରରୁ ହଜିଗଲାଣି ଓଡ଼ିଶା: ୩ ଫର୍ମାଟରେ ଓଡ଼ିଆ ଖେଳାଳିଙ୍କ ସ୍ଥାନ ଶୂନ, ଗତ ୨୦ ବର୍ଷର ଇତିହାସ ଦେଖିଲେ ଦୁଃଖ ଲାଗୁଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହକି, ଫୁଟବଲ, ଅଲଟିମେଟ ଖୋ-ଖୋ ଆଦି ବିଭିନ୍ନ ଖେଳର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ଖେଳାଳିଙ୍କୁ ଅଜସ୍ର ପ୍ରୋତ୍ସାହନ ରାଶି ଯୋଗାଇ…

INDvsENG ଟେଷ୍ଟ: ପ୍ରଥମ ଇନିଂସରେ ୪୩୬ ରନରେ ସୀମିତ, ୧୯୦ ରନରେ ଆଗୁଆ ଭାରତ

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ହାଇଦ୍ରାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ୪୩୬ ରନ୍ କରିଛି। ରବୀନ୍ଦ୍ର ଜାଦେଜା, କେଏଲ୍ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଇଂଲଣ୍ଡ ଉପରେ…

ଟେଷ୍ଟରେ ଶୁଭମନଙ୍କ ଲାଗୁନି ମନ; ବାରମ୍ବାର ସୁଯୋଗକୁ ନେଇ ଉଠୁଛି ଏପରି ପ୍ରଶ୍ନ

ନୂଆଦିଲ୍ଲୀ: ଶୁଭମନ ଗିଲ୍ ଟେଷ୍ଟ କ୍ରିକେଟରେ କ୍ରମାଗତ ଭାବେ ଫ୍ଲପ୍ ହେଉଥିବା ଜଣାପଡିଛି । ଗିଲ୍ ଙ୍କୁ ଲଗାତାର ସୁଯୋଗ ଦିଆଯାଉଛି, ଯାହାର ଫାଇଦା ଉଠାଇବାରେ ସେ ସକ୍ଷମ ନୁହଁନ୍ତି। ଯଦି ଆପଣ ଗିଲଙ୍କ ଶେଷ ୧୦ ଟି ଟେଷ୍ଟ…

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍;  ଦ୍ବିତୀୟ ଦିନର ଖେଳ ଶେଷ,୧୭୫ ରନ୍ ରେ ଆଗୁଆ ଭାରତ 

ହାଇଦ୍ରାବାଦ: ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସରେ ୨୪୬ ରନ୍ କରିଥିଲା। ଭାରତ ୧୭୫ ରନ୍ ର ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ କେଏଲ୍ ରାହୁଲ ୮୬, ଯଶସ୍ୱୀ ଜୟସ୍ୱାଲ ୮୦, ରୋହିତ ଶର୍ମା ୨୪,…

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଶତକରୁ ବଞ୍ଚିତ ହେଲେ କେଏଲ ରାହୁଲ

ହାଇଦ୍ରାବାଦ: ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ୫ ୱିକେଟ୍ ହରାଇ ୩୦୩ ରନ୍ କରିଛନ୍ତି । ଭାରତ ପକ୍ଷରୁ କେଏଲ୍ ରାହୁଲ ଭଲ ବ୍ୟାଟିଂ କରିଥିଲେ ହେଁ ସେ ୮୬ ରନ୍…

ସୋଏବ ମଲିକଙ୍କୁ ଦଳରୁ ହଟାଗଲା, ଫିକ୍ସିଂ ମାମଲାରେ ଜଡ଼ିତ: ରିପୋର୍ଟ

ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଅଲରାଉଣ୍ଡର ସୋଏବ ମଲିକ ହେଡଲାଇନରେ ରହିଛନ୍ତି । ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସହ ଛାଡପତ୍ର ପରେ ତୃତୀୟ ଥର ପାଇଁ ବିବାହ କରିଥିବା ସୋଏବ ମଲିକଙ୍କ ଉପରେ ଏବେ…

ଅଷ୍ଟ୍ରେଲିଆ ଓପନରେ ବଡ଼ ବିପର୍ଯ୍ୟୟ: ସେମିରେ ହାରିଲେ ଜୋକୋଭିକ, ଫାଇନାଲରେ ପହଞ୍ଚିଲେ ଇଟାଲି ତାରକା ୟାନିକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତାରକା ନୋଭାକ ଡି’ଜୋକୋଭିକ୍ ସେମିଫାଇନାଲରେ ପରାସ୍ତ ହୋଇ ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି । ଅପରପକ୍ଷରେ…

ଶୋଏବ ମଲିକ କଠୋର ଦଣ୍ଡରେ ଦଣ୍ଡିତ ହେବେ: ଆସିଲା ମ୍ୟାଚ ଫିକ୍ସିଂ ଅଭିଯୋଗ

ନୂଆଦିଲ୍ଲୀ: ନିକଟରେ ସନା ଜାଭେଦଙ୍କୁ ତୃତୀୟ ବିବାହ କରିବା ପରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ବେଶ୍ ଚର୍ଚ୍ଚାରେ ରହିଥିଲେ । ଟେନିସ ତାରକା ସାନିଆ ମିର୍ଜାଙ୍କୁ ଶୋଏବ ପୂର୍ବରୁ ବିବାହ କରିଥିବା ବେଳେ ବିନା…

ଜିମ୍ବାୱେ କ୍ରିକେଟ୍ ବୋର୍ଡ଼ ପକ୍ଷରୁ ଏହି ୨ ଖେଳାଳିଙ୍କ ଉପରେ ଲାଗିଲା ବ୍ୟାନ୍

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ନିଷିଦ୍ଧ ଡ୍ରଗ୍ସ୍ ବ୍ୟବହାର କରିବା ଅଭିଯୋଗ ନେଇ ବୋର୍ଡ଼ ପକ୍ଷରୁ ସେମାନଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଅପରପକ୍ଷରେ ଏହି ଦୁଇ ଖେଳାଳୀ ଯାଞ୍ଚ…