Browsing Category

ଖେଳ

ICCର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଆସନ୍ତା ବର୍ଷ ଜାନୁଆରୀରେ ଆୟୋଜିତ ହେବ ପ୍ରଥମ ମହିଳା U-19 ବିଶ୍ୱକପ୍

ନୂଆଦିଲ୍ଲୀ: ପୂର୍ବରୁ କେବଳ ପୁରୁଷ କ୍ରିକେଟରେ ଅଣ୍ଡର-୧୯ ବିଶ୍ୱକପର ଆୟୋଜନ କରାଯାଉଥିଲା । ତେବେ ଏଣିକି ମହିଳା ଅଣ୍ଡର-୧୯ ବିଶ୍ୱକପ ଆୟୋଜିତ ହେବ । ଆସନ୍ତା ବର୍ଷ ଜାନୁଆରୀରେ ପ୍ରଥମ ମହିଳା ଅଣ୍ଡର-୧୯ ୱାର୍ଲ୍ଡ କପ୍…

ଭାରତୀୟ ମହିଳା ଟିମ୍‌କୁ ସାନ୍ତନା ଦେଲେ ସଚିନ୍, ଆଗାମୀ ସମୟରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା ଜାରି ରଖ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରଙ୍କୁ ତେନ୍ଦୁଲକରଙ୍କ ସାନ୍ତନା । ମହିଳା ବିଶ୍ୱକପରେ ମହିଳା ଦଳ ହାରିଯାଇଥିବା ବେଳେ ଆଗାମୀ ସମୟରେ ଭଲ ପ୍ରଦର୍ଶନ କରିବାକୁ ତେନ୍ଦୁଲକର ଉତ୍ସାହ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମହିଳା…

ଆଜି ମୁହାଁମୁହିଁ ହେବେ ହାର୍ଦ୍ଦିକ-ରାହୁଲ: ଦେଖନ୍ତୁ କ’ଣ ରହିପାରେ ଉଭୟ ଦଳର ପ୍ଲେଇଙ୍ଗ ଇଲେଭେନ

ନୂଆଦିଲ୍ଳୀ: ୨୦୨୨ର ଚତୁର୍ଥ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଘନିଷ୍ଠ ବନ୍ଧୁ କେ.ଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । ଚଳତ ସିଜନରେ ଯୋଡି ହୋଇଥିବା ଦୁଇ ନୂଆ ଦଳ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷେ୍ନø…

IPLରୁ ବାଦ ପଡିବେ ଷ୍ଟାର ଅଲରାଉଣ୍ଡର: ରିପ୍ଲେସମେଣ୍ଟ ପାଇଁ ଏହି ଖେଳାଳିଙ୍କୁ ବାଛି ପାରନ୍ତି ରିଷଭ ପନ୍ତ

ନୂଆଦିଲ୍ଳୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ର ପ୍ରଥମ ମ୍ୟାଚରେ ବିଜୟ ସହ ଯାତ୍ରା ଆରମ୍ଭ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । କିନ୍ତୁ ଏହି ବିଜୟର ଖୁସିକୁ ବେଶୀ ସମୟ ଉପଭୋଗ କରି ପାରିନି । ଦଳରେ ଖୁବ ଶୀଘ୍ର ଯୋଡି ହେବାକୁ…

ସ୍ୱିସ୍‌ ଓପନ ସୁପର ବ୍ୟାଡମିଣ୍ଟନ: ପିଭି ସିନ୍ଧୁ ଚାମ୍ପିଅନ୍‌

ବେସେଲ (ସ୍ୱିଜରଲାଣ୍ଡ): ଭାରତୀୟ ମହିଳା ତାରକା ପିଭି ସିନ୍ଧୁ ଏଠାରେ ଅନୁଷ୍ଠିତ ସ୍ୱିସ୍‌ ଓପନ ସୁପର ୩୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଥାଇଲାଣ୍ଡର ବୁସାନନ ଓଙ୍ଗବାମତୁଙ୍ଗୋଫାନଙ୍କୁ ପରାସ୍ତ କରି ମହିଳା…

ଫସର ଫାଟିଲା ଫାଫଙ୍କ ଦମଦାର ଇନିଂସ: ଓଡିନଙ୍କ ଧୂଆଁରେ ଉଡିଲେ ଆରସିବି ବୋଲର

ନୂଆଦିଲ୍ଲୀ: ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ତୃତୀୟ ମ୍ୟାଚରେ ବିଜୟୀ ହୋଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିନ୍ତୁ ଦମଦାର ବ୍ୟାଟିଂ କରିଥିଲା…

ରୋହିତଙ୍କୁ ଡବଲ ଝଟକା: ପ୍ରଥମ ମ୍ୟାଚରେ ପରାଜୟ ସହିତ ହିଟମ୍ୟାନଙ୍କୁ ବିସିସିଆଇ ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ପ୍ରଥମ ମ୍ୟାଚରେ ପରାଜୟ ମିଳିବା ସହିତ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ହାତରୁ ଦିଲ୍ଲୀ କ୍ୟାପିଟାଲ୍ସ ନିଶ୍ଚିତ ବିଜୟ ଛଡାଇ ନେବା ପରେ ଅଧିନାୟକ ରୋହିତ…

ବ୍ରାବୋର୍ଣ୍ଣରେ ଅକ୍ଷର-ଲଳିତଙ୍କ ଲଢୁଆ ବ୍ୟାଟିଂ: ଦିଲ୍ଳୀ କ୍ୟାପିଟାଲ୍ସର ଦମଦାର ବିଜୟ

ନୂଆଦିଲ୍ଳୀ: ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ଟି-୨୦ ମୁକାବିଲାରେ ଦମଦାର ବିଜୟ ହାସଲ କରିଛି ଦିଲ୍ଳୀ କ୍ୟାପିଟାଲ୍ସ । ୧୭୮ ରନ ଲକ୍ଷ୍ୟର ପିଛା କରୁଥିବା କ୍ୟାପିଟାଲ୍ସ ୬ ୱିକେଟ ହରାଇ ଆବଶ୍ୟକ ରନ୍…

ତୃତୀୟ ମ୍ୟାଚରେ ଟସ ଜିତିଲା ପଞ୍ଜାବ: ବୋଲିଂ ପାଇଁ ନିଷ୍ପତ୍ତି ନେଲେ ମୟଙ୍କ

ନୂଆଦିଲ୍ଲୀ: IPL ୧୫ର ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ । ଉଭୟ ଦଳ ଚଳିତ ସିଜନରେ ନୂଆ ଅଧିନାୟକ ବାଛିଛି । ଗୋଟିଏ ପଟେ ଫାଫ ଡୁ ପ୍ଲେସିସଭ୍କୁ…

ଇଶାନ କିଶନଙ୍କ ଧୂଆଁଧାର ଅର୍ଦ୍ଧଶତକ: କ୍ୟାପିଟାଲ୍ସ ଆଗରେ ୧୭୮ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ

ନୂଆଦିଲ୍ଳୀ: ଆଇପିଏଲର ୧୫ ତମ ସଂସ୍କରଣରେ ଖେଳାଯାଇଛି ଦ୍ୱିତୀୟ ମ୍ୟାଚ୍ । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳା ଯାଇଥିବା ମୁକାବିଲାରେ ଦମଦାର ଅର୍ଦ୍ଧଶତକ ହାସଲ…