Browsing Category

ଖେଳ

ଏପ୍ରିଲ ୨ରୁ ଆଇପିଏଲ୍‌ର ୧୫ତମ ସଂସ୍କରଣ, ସାମିଲ ହେବେ ୨ ନୂଆ ଦଳ, ବଢ଼ିବ ମ୍ୟାଚ୍ ସଂଖ୍ୟା: ବିସିସିଆଇ

ନୂଆଦିଲ୍ଲୀ:କରୋନା ପରିସ୍ଥିତିରେ ସୁଧାର ଆସିଲେ ଆସନ୍ତା ବର୍ଷ ଆଇପିଏଲର ୧୫ତମ ସଂସ୍କରଣ ଭାରତରେ ଅନୁଷ୍ଠିତ ହେବ ବୋଲି ନିକଟରେ ବିସିସିଆଇ ସେକ୍ରେଟାରୀ ଜୟନ୍ତ ଶାହ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ ଆସନ୍ତା…

ISLରେ ଓଡ଼ିଶା ଏଫସିର ଦମଦାର ଆରମ୍ଭ: ୩-୧ରେ ହାରିଲା ବେଙ୍ଗାଲୁରୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଣ୍ଡିଆନ ସୁପର ଲିଗରେ ଦମଦାର ଆରମ୍ଭ କରିଛି ଓଡ଼ିଶା ଏଫସି । ସୁନୀଲ ଛେତ୍ରୀଙ୍କ ଦଳ ବେଙ୍ଗାଲୁରୁ ଏଫସିକୁ ୩-୧ରେ ପରାସ୍ତ କରିବା ସହିତ ବିଜୟୀ ହୋଇଛି ଓଡ଼ିଶା । ଓଡ଼ିଶା ପକ୍ଷରୁ ଜାଭି…

ହକି ବିଶ୍ୱକପ: ପରାଜୟରୁ ଅଭିଯାନ ଆରମ୍ଭ କଲେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯାଉଥିବା ଉଦଘାଟନୀ ମୁକାବିଲାରେ ପରାଜିତ ହୋଇଛି ଭାରତ । କଳିଙ୍ଗ ଷ୍ଟାଡିୟମରେ ଏହି ମୁକାବିଲାଟି କଡା ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମ ମୁକାବିଲାରେ…

ଭୁବନେଶ୍ୱରଙ୍କ ଘରକୁ ଆସିଲା ପରୀ; ଇନଷ୍ଟାଗ୍ରାମରେ ସୂଚନା ଦେଲେ ଭାରତୀୟ ପେସର

ନୂଆଦିଲ୍ଲୀ: ବାପା ହେଲେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ଭୁବନେଶ୍ୱର କୁମାରଙ୍କ ପତ୍ନୀ ନୁପୁର ବୁଧବାର ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମଙ୍ଗଳବାର ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି…

ଓମେନ୍ ବିଗ୍ ବାଶ୍ ଲିଗ୍ ୨୦୨୧: ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇ ଇତିହାସ ରଚିଲେ ହରମନପ୍ରୀତ

ନୂଆଦିଲ୍ଲୀ: ଭାରତୀୟ ଟି-୨୦ ଦଳର ଅଧିନାୟିକା ହରମନପ୍ରୀତ କୌର ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ମହିଳା ଭାବରେ ବିଗ ବାଶରେ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ହେବାର କୃତିତ୍ୱ ହାସଲ କରିଛନ୍ତି । ବିଗବାଶକୁ ୨ବର୍ଷ ପରେ…

ଜୁନିଅର ହକି ବିଶ୍ୱକପ: ଦ୍ୱିତୀୟ ମ୍ୟାଚରେ ହାରିଲା ପାକିସ୍ତାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳିଙ୍ଗ ଷ୍ଟାଡିୟମରେ ଜୁନିୟର ବିଶ୍ୱକପ୍ ହକି ୨୦୨୧ ଆଜିଠାରୁ ଆରମ୍ଭ ହୋଇଛି । ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିଛି ଜର୍ମାନୀ । ୫-୨ ଗୋଲରେ ପାକିସ୍ତାନକୁ ହରାଇଛନ୍ତି ଜର୍ମାନୀ । ୨ଟି…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ବାରବାଟୀ ରେଡି: ଆସନ୍ତା ଫେବୃଆରୀରେ ଖେଳାଯିବ ଟି-୨୦

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ବାରବାଟୀ ଷ୍ଟାଡିୟମରେ ଦର୍ଶକମାନେ ଫଟାଫଟ କ୍ରିକେଟର ମଜା ଉଠାଇ ପାରିବେ । ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ ପାଇଁ ସମସ୍ତ…

ମ୍ୟାଚ୍ ପୂର୍ବରୁ ଏହି ଡର ପାଇଁ ସେକ୍ସ କରନ୍ତି ବକ୍ସର ମାଇକ୍, ପୂର୍ବତନ ଡ୍ରାଇଭର କଲେ ଖୁଲାସା

ନୂଆଦିଲ୍ଲୀ: ପ୍ରସିଦ୍ଧ ବକ୍ସର ମାଇକ ଟାୟସନ ବକ୍ସିଂ ରିଙ୍ଗରେ ନିଜର ଆକ୍ରୋଶ, କ୍ରୋଧ ଓ ପାଗଳାମୀ ପାଇଁ ବେଶ୍ ଜଣାଶୁଣା । ମାଇକ୍ ଟାୟସନଙ୍କ ୫୫ ବର୍ଷ ବୟସ ହୋଇଥିବା ବେଳେ ସେ ଜେଲ୍ ଯାଇଛନ୍ତି, ବିରୋଧୀଙ୍କ କାନ ମଧ୍ୟ…

ଜୁନିଅର ହକି ବିଶ୍ୱକପ୍; ବେଲଜିୟମର ଦମଦାର ବିଜୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳିଙ୍ଗ ଷ୍ଟାଡିୟମରେ ଜୁନିୟର ବିଶ୍ୱକପ୍ ହକି ୨୦୨୧ ଆଜିଠାରୁ ଆରମ୍ଭ ହୋଇଛି । ଉଦଘଟନୀ ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଛି ବେଲଜିୟମ । ଦକ୍ଷିଣ ଆଫ୍ରିକାକୁ ବେଲଜିୟମ ୫-୧ଗୋଲରେ ପରାସ୍ତ…

ଆଜିଠୁ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ମହାକୁମ୍ଭ, ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍‌: ରାତି ୮ଟାରେ ଭାରତ-ଫ୍ରାନ୍ସ ମୁକାବିଲା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ଜୁନିଅର ହକି ବିଶ୍ୱକପ୍‌ । ହକି ମହାକୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି କଳିଙ୍ଗ ଷ୍ଟାଡିୟମ୍‌ । ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍‌…