Browsing Category

ଖେଳ

ଭିସା ପାଇଁ ରିଜିଜୁ ଓ ମୋଦିଙ୍କୁ ଅନୁରୋଧ କଲେ ମହିଳା ଟେନିସ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ମହିଳା ଟେନିସ ଖେଳାଳି ରିୟା ଭାଟିଆ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ୨୩ ବର୍ଷୀୟ ରିୟା ନିଜର ଆମେରିକା ଭିସା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର କ୍ରୀଡା ଓ…

ସ୍ଵତନ୍ତ୍ର ପ୍ରୋଟିନଯୁକ୍ତ ଖାଦ୍ୟ ପରେ ଏବେ ମୋତେ ଟିଭି ଦରକାର, ସୁଶୀଲଙ୍କ ଜେଲ୍ କର୍ତ୍ତୃପକ୍ଷଙ୍କଠାରେ ଅଜବ ଦାବି

ନୂଆଦିଲ୍ଲୀ : ଏବେ ମୋତେ ଟିଭି ଦରକାର। ଟିଭି ଲାଗିଲେ ମୁଁ କୁସ୍ତି ସମ୍ବନ୍ଧିତ ଖବର ବିଷୟରେ ଅପଡେଟ୍ ହୋଇ ପାରିବି। ତେଣୁ ମୋ ସେଲରେ ଟିଭି ଲଗାଯାଉ। ଏମିତି ଦାବି କରିଛନ୍ତି ସାଗର ଧନକର ହତ୍ୟା ମାମଲାରେ ତିହାର…

ଅର୍ଜୁନ ରଣତୁଙ୍ଗାଙ୍କୁ ମୁହଁତୋଡ ଜବାବ ଦେଲେ ଆକାଶ ଚୋପ୍ରା, ଶ୍ରୀଲଙ୍କା ଟିମର ଏମିତି କ୍ଲାସ୍ ନେଲେ

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତରେ ଥିବା ଭାରତର ଦ୍ଵିତୀୟ ଧାଡିର ଖେଳାଳିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ଆକାଶ ଚୋପ୍ରା ମୁହଁତୋଡ ଜବାବ ଦେଇଛନ୍ତି।…

ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ସିରିଜ: ଓପନିଂ ବ୍ୟାଟ୍ସମ୍ୟାନ ଚୟନ ସମସ୍ୟା ନେଇ ଚିନ୍ତାରେ ବିରାଟ ବାହିନୀ, ୪ ଖେଳାଳିଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ (ଓଡ଼ିଶ ଭାସ୍କର): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଓପନିଂ ଯୋଡି ଚୟନ କରିବା ନେଇ ସମସ୍ୟାରେ ପଡିଛି କୋହଲି ବାହିନୀ । କାରଣ ଯୁବ ଓପନର ଶୁବମନ ଗିଲ୍‌ ଅହତ ହୋଇ ସିରିଜରୁ ବାଦ୍‌ ପଡିବା ପରେ ସମସ୍ୟା…

ପୃଥ୍ୱୀ ଶଙ୍କୁ ଖେଳାଇବା ନେଇ ନିଶ୍ଚିତ କୋହଲି-ଶାସ୍ତ୍ରୀ: ଅନିଶ୍ଚିତ ଚୟନ କମିଟି

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ଏକ ନିଷ୍ପତ୍ତିକୁ ନେଇ ବିବାଦ ଉଠିଛି । ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଦଳ ଚୟନରେ ଉଭୟ ଖେଳାଳିଙ୍କ ହସ୍ତକ୍ଷେପକୁ ନେଇ ବିବାଦ…

ବିସିସିଆଇର ବଡ ଘୋଷଣା: ଫେରିଲା ରଣଜୀ ଟ୍ରଫି

ମୁମ୍ବାଇ: ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବଡ ଘୋଷଣା କରାଯାଇଛି । ୨୦୨୧-୨୨ ପାଇଁ ଘରୋଇ କ୍ରିକେଟର କାର୍ଯ୍ୟସୂଚୀ ଘୋଷିତ ହୋଇଥିବା ବେଳୋ ରଣଜୀ ଟ୍ରଫି ପ୍ର୍ରତ୍ୟାବର୍ତ୍ତନ କରିଛି ।…

ୟୁରୋ କପ୍ ଫୁଟବଲ୍: ସେମିରେ ସ୍ପେନ୍-ଇଟାଲି ମୁକାବିଲା

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲର ମିନି ମହାକୁମ୍ଭ କୁହାଯାଉଥିବା ୟୁରୋ କପ୍ ଫୁଟବଲର ଫଳାଫଳ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ସେମିରେ ଦେଖିବାକୁ ମିଳିବ ସ୍ପେନ ଓ ଇଟାଲି ମଧ୍ୟରେ ଟକ୍କର । ପେନାଲ୍ଟି ସୁଟଆଉଟରେ…

ଦୁଇ ହାତ ହରାଇ ମଧ୍ୟ ଦୁବାଇ ପ୍ରିମିୟର ଲିଗରେ ଜଲୱା ଦେଖାଉଛନ୍ତି ଅମୀର ହୁସେନ୍ ଲୋନ୍

ନୂଆଦିଲ୍ଳୀ: ଭାରତ ଏକ କ୍ରିକେଟ ପାଗଳ ଦେଶ । ତେବେ ପାରମ୍ପରିକ କ୍ରିକେଟ ଖେଳାଳିଙ୍କୁ ଦେଶରେ ଯେଉଁଭଳି ବ୍ୟବହାର ମିଳିଥାଏ ଦିବ୍ୟାଙ୍ଗ କ୍ରିକେଟର ମାନଙ୍କୁ ସମାନ ବ୍ୟବହାର ମିଳିନଥାଏ । ଏପରି ପରସ୍ଥିତିରେ ଜମ୍ମୁ…

ମାନା ପଟେଲ ରଚିଲେ ଇତିହାସ; ପ୍ରଥମ ମହିଳା ଭାବେ ସନ୍ତରଣରେ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଳୀ: ପ୍ରଥମ ମହିଳା ସନ୍ତରଣକାରୀ ଭାବରେ ଟୋକିଓ ଟିକେଟ ହାସଲ କରିଛନ୍ତି ମାନା ପଟେଲ । ୨୧ ବର୍ଷୀୟ ମାନା ପ୍ରଥମ ଭାରତୀୟ ମହିଳା ସନ୍ତରଣକାରୀ ଭାବରେ ଇତିହାସ ରଚିଥିବା ବେଳେ ଚଳିତ ଅଲିମ୍ପିକ୍ସରେ ତୃତୀୟ ଭାରତୀୟ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଓ୍ଵାର୍ମ ଅପ୍ ମ୍ୟାଚ୍ ଖେଳିବ ଭାରତୀୟ ଦଳ, ଜାଣନ୍ତୁ କେବେ ହେବ ଏହି ମୁକାବିଲା

ନୂଆଦିଲ୍ଲୀ : ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍  ବିଶିଷ୍ଟ ସିରିଜ୍ ଅଗଷ୍ଟ ୪ରୁ ଆରମ୍ଭ ହେବ। ଏହା ପୂର୍ବରୁ ଭାରତୀୟ ଦଳ ଖେଳିବ ଓ୍ଵାର୍ମ ଅପ୍ ମ୍ୟାଚ୍। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର…