Browsing Category
ଖେଳ
ମ୍ୟାଚ୍ ପୂର୍ବରୁ ସେକ୍ସ କରିବା ପାଇଁ ଭାରତୀୟ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ କୋଚ୍
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମେଣ୍ଟାଲ କଣ୍ଡିସନିଂ କୋଚ୍ ରହିଥିବା ପ୍ୟାଡି ଅପ୍ଟନଙ୍କୁ ନେଇ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ସହବାସ(ସେକ୍ସ) କରିବା ପାଇଁ ଅପ୍ଟନ୍…
ରାଜଧାନୀରେ ହେବ ବହୁମୁଖୀ ଇନଡୋର୍ ଷ୍ଟାଡିଅମ, ଜାଣନ୍ତୁ କେଉଁଠି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀରେ ଏକ ବହୁମୁଖୀ ଇନ୍ଡୋର୍ ଷ୍ଟାଡିଅମ୍ ନିର୍ମାଣ କରାଯାଉ । ଏଥିପାଇଁ ମୁଖୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଭର୍ଚୁଆଲ୍ ମିଟିଂରେ ପ୍ରସ୍ତାବ…
ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ଝଟକା, ଇଂଲଣ୍ଡ ବିପକ୍ଷ ଏତିକି ମ୍ୟାଚରୁ ବାଦ୍ ପଡି ପାରନ୍ତି ଶୁବମାନ ଗିଲ୍
ନୂଆଦିଲ୍ଲୀ : ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ମୁକାବିଲାରେ ପରାଜିତ ହେବା ପରେ ଏବେ ଭାରତୀୟ ଦଳର ନଜର ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଉପରେ ରହିଛି । ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚର ଟେଷ୍ଟ ସିରିଜ୍ ଖେଳାଯିବ ।…
ମ୍ୟାଚରେ ଡିଭିଲିୟର୍ସଙ୍କ ବେଇମାନି ଦେଖି ବିଶ୍ୱାସ କରି ପାରିନଥିଲେ ସଚିନ, ଗାଙ୍ଗୁଲି ଓ ଧୋନୀ, ପରେ ଏମିତି ମିଳିଲା ସଜା
ନୂଆଦିଲ୍ଲୀ : ଏବି ଡିଭିଲିୟର୍ସ ଏମିତି ଜଣେ କ୍ରିକେଟର ଯାହାଙ୍କର ପ୍ରଶଂସକ ପୂରା ଦୁନିଆରେ ରହିଛି । ଏବିଡି ନିଜ ଖେଳ ସହିତ ଖେଳୁଆଡ ମନୋଭାବ ପାଇଁ ମଧ୍ୟ ପରିଚିତ । ମାତ୍ର କ୍ୟାରିୟର ଆରମ୍ଭରେ ସେ ଭାରତ ବିପକ୍ଷ ଏକ…
ଇତିହାସ ରଚିଲେ ଅଭିମନ୍ୟୁ ମିଶ୍ର, ୧୨ ବର୍ଷ ବୟସରେ ଭାଙ୍ଗିଲେ ୧୯ ବର୍ଷର ପୁରୁଣା ରେକର୍ଡ
ନୂଆଦିଲ୍ଲୀ: ୧୨ ବର୍ଷ ବୟସରେ ଚେସରେ ବିଶ୍ୱର ସବୁଠୁ କନିଷ୍ଠ ଗ୍ରାଣ୍ଡ ମାଷ୍ଟର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ମିଶ୍ର । ଏହା ପୂର୍ବରୁ ଏହି ରେକର୍ଡ ଋଷର ସର୍ଜେଇ କର୍ଜାକିନଙ୍କ ନାମରେ ଥିଲା । ସର୍ଜେଇ…
ଖେଳ ରତ୍ନ ପାଇଁ ରବିଚନ୍ଦ୍ରନ ଅଶ୍ଵିନ ଓ ମିତାଲି ରାଜଙ୍କ ନାମ ସୁପାରିଶ, ଅର୍ଜୁନ ଆଓ୍ଵାର୍ଡ ପାଇଁ ଏହି ଖେଳାଳିଙ୍କ ନାମ ସାମିଲ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକ ଦିବସୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜ ଓ ଭାରତୀୟ କ୍ରିକେଟ୍ ଦଳର ତାରକା ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନଙ୍କ ନାମ ରାଜୀବ ଗାନ୍ଧୀ ଖେଳ…
ବିଶ୍ୱ ମାନ୍ୟତା ଆଧାରରେ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କଲେ ଦୂତୀ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକକୁ ନେଇ ଓଡ଼ିଶା ପାଇଁ ଆସିଛି ଖୁସି ଖବର ଆସିଛି । ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସ୍ପ୍ରିିଣ୍ଟର ଦୂତୀ ଚାନ୍ଦ । ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ ବର୍ଗରେ ଦୂତୀ ଯୋଗ୍ୟତା…
ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ୍, ଓମାନରେ ୮ ଦଳକୁ ନେଇ ପ୍ରଥମ ରାଉଣ୍ଡ୍ ମୁକାବିଲା
ଦୁବାଇ (ଓଡ଼ିଶା ଭାସ୍କର): କରୋନା ଆତଙ୍କ ନେଇ ଭାରତ ଚଳିତ ବର୍ଷ ଆୟୋଜନ କରିବାକୁ ଥିବା ଟି-୨୦ କ୍ରିକେଟ ବିଶ୍ୱକପ୍ ୟୁନାଇଟେଡ ଆରବ ଏମିରେଟ୍ସକୁ ସ୍ଥାନାନ୍ତର କରିଥିବା ବେଳେ ଏହା ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪…
ଅଦିତି ଅଶୋକଙ୍କୁ ଟୋକିଓ ଟିକେଟ୍
ବେଙ୍ଗାଲୁରୁ: ମହିଳା ଗଲ୍ଫର ଅଦିତି ଅଶୋକଙ୍କୁ ମିଳିଛି ଟୋକିଓଚ ଟିକେଟ୍ । ଟୋକିଓ ଅଲିମ୍ପିକ୍ସକୁ ଏକ ମାସରୁ କମ୍ ସମୟ ବାକି ରହିଥିବା ବେଳେ ମଙ୍ଗଳବାର ୨୩ ବର୍ଷୀୟ ଅଦିତି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି ।…
ମହିଳା ଦିନିକିଆ ରାଙ୍କିଙ୍ଗ: ଟପ୍-୫ରେ ମିଥାଲି
ଦୁବାଇ: ଭାରତୀୟ ମହିଳା ଦିନିକିଆୂ ଦଳର ଅଧିନାୟିକା ମିଥାଲି ରାଜ ସଦ୍ୟ ପ୍ରକାଶିତ ଦିନିକିଆ ରାଙ୍କିଙ୍ଗରେ ଟପ୍-୫ରେ ପ୍ରବେଶ କରିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମିଥାଲି ୭୬ ରନର ଇନିଂସ ଖେଳିବା ସହିତ…