Browsing Category

ଖେଳ

ସାଗର ଧନକରଙ୍କୁ ହତ୍ୟା ମାମଲା: ସୁଶିଲ କୁମାରଙ୍କୁ ସସ୍‌ପେଣ୍ଡ୍‌ କରିବ ରେଲବାଇ ବୋର୍ଡ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସ୍ଥାନୀୟ ଛତ୍ରଶାଳ ଷ୍ଟାଡିୟମ ପରିସରରେ ଯୁବ ରେସଲର ସାଗର ଧନକରଙ୍କୁ ହତ୍ୟା କରାଯିବା ମାମଲାରେ ସଂପୃକ୍ତ ଥିବା ଅଭିଯୋଗ କ୍ରମେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଲିମ୍ପିକ୍‌ ପଦକ ବିଜେତା…

କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଲା ବିସିସିଆଇ, ଦାନ କରିବ ୧୦ ଲିଟର ବିଶିଷ୍ଟ ୨୦୦୦ ଅକ୍ସିଜେନ କନସେଣ୍ଟ୍ରେଟର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସଂପ୍ରତି ଦେଶରେ କରୋନା ପରିସ୍ଥିତି ଭୟାନକ ପରିସ୍ଥିତି ସୃଷ୍ଟି କରି ଚାଲିଥିବା ବେଳେ ଦେଶ ବିଦେଶରୁ ସହଯୋଗର ସୁଅ ଛୁଟିଛି । ମୁଖ୍ୟତଃ କରୋନା ଆକ୍ରାନ୍ତ ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ…

ଶ୍ରୀଲଙ୍କାର ୨ ଖେଳାଳୀ ଓ କୋଚ୍‌ କରୋନାରେ ଆକ୍ରାନ୍ତ

ବାଲାଂଦେଶ : ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନିଟିକିଆ ଦିନିକିଆ ସିରିଜ ଅବସରରେ ଶ୍ରୀଲଙ୍କା ବୋଲିଂ କୋଚ୍‌ ଓ ଦୁଇ ଖେଳାଳୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହା ସତ୍ୱେ ପ୍ରଥମ ଦିନିକିଆ…

ବିଶ୍ୱ କପ୍ ସୁପର ଲିଗରେ ଭାରତକୁ ପଛରେ ପକାଇଲା ବାଂଲାଦେଶ

ନୂଆଦିଲ୍ଲୀ : ବାଂଲାଦେଶ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୩୩ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି । ୱିକେଟ୍ କିପର ବ୍ୟାଟସମ୍ୟାନ…

ଦିନେ ମଇଦାନରେ ଗୋଲ୍ ମାରି ଗୋଲ୍ଡ ଆଣୁଥିଲେ, ଏବେ ପେଟ ପାଇଁ ଇଟା ଭାଟିରେ କାମ କରୁଛନ୍ତି ଅନ୍ତର୍ଜାତୀୟ ଫୁଟବଲ୍‌ ତାରକା; ଗଣମାଧ୍ୟମରେ…

ରାଞ୍ଚି (ଓଡ଼ିଶା ଭାସ୍କର): ଦେଶର ଅନେକ କ୍ରୀଡ଼ା ପ୍ରତିଭା ସରକାରଙ୍କ ଉଦାସୀନତା ଓ ଅବହେଳା ଯୋଗୁଁ ଆର୍ଥିକ ସଙ୍କଟରେ ପଡି ଯନ୍ତ୍ରଣା ଭୋଗୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଝାଡଖଣ୍ଡର ଅନ୍ତର୍ଜାତୀୟ…

କରୋନାରୁ ମୁକ୍ତ ହେଲେ କ୍ରିଷ୍ଣା, ଖୁବଶୀଘ୍ର ଭାରତୀୟ ଦଳରେ ଯୋଗ ଦେବେ

ନୂଆଦିଲ୍ଲୀ ( ଓଡ଼ିଶା ଭାସ୍କାର)  : ଆଗାମୀ ଇଂଲଣ୍ଡ ଗସ୍ତରେଯିବା ପାଇଁ ଭାରତୀୟ କ୍ରିକେଟଦଳରେ ସ୍ଥାନ ପାଇଥିବା ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ…

ସେପ୍ଟେମ୍ବର ୧୫ରୁ ୟୁଏଇରେ ଆରମ୍ଭ ହୋଇପାରେ ଆଇପିଏଲର ବାକି ମ୍ୟାଚ୍

ନୂଆଦିଲ୍ଲୀ ୨୩ ।୦୫: କରୋନା କାରଣରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ଆଇପିଏଲର ବଳକା ମ୍ୟାଚ୍ ଆୟୋଜନ ପାଇଁ ଆତୁର ବିସିସିଆଇ ଯଥା ସମ୍ଭବ ଉଦ୍ୟମ ଚଳାଇଛି । ବୋର୍ଡ ଖୁବ୍ ଶୀଘ୍ର ବାକି ୩୧ ମ୍ୟାଚର ଆୟୋଜନ ପାଇଁ …

ଟିମ୍ ଇଣ୍ଡିଆର କୋଚ୍ ହେବାକୁ ପ୍ରସ୍ତୁତ ରାହୁଲ ଦ୍ରାବିଡ, ଶ୍ରୀଲଙ୍କା ଗସ୍ତରେ ସମ୍ଭାଳିବେ କୋଚିଂ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ତଥା କୋଚ ରାହୁଲ ଦ୍ରାବିଡ଼ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳର କୋଚ୍ ହେବାକୁ ପ୍ରସ୍ତୁତ ଅଛନ୍ତି। ‘ଦି ଟେଲିଗ୍ରାଫ୍'ର ଏକ ରିପୋର୍ଟ ଅନୁଯାୟୀ, ଆଗାମୀ ଶ୍ରୀଲଙ୍କା ଗସ୍ତରେ…

ଆର୍ଥିକ ଅସୁବିଧା ଯୋଗୁଁ କାଠକାମ କରୁଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବୋଲର

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟରୂ ସନ୍ୟାସ ନେବା ପରେ ଅନେକ ଖେଳାଳୀଙ୍କର ଜୀବନ ସହଜ ହୋଇନଥାଏ । ଏମିତି ଅନେକ କ୍ରିକେଟରଙ୍କ ଉଦାହରଣ ରହିଛି ଯେଉଁମାନଙ୍କୁ ଅବସର ପରେ ଆର୍ଥିକ ଅସୁବିଧା ସହ ଗତି କରିବାକୁ ପଡେ ।…

ଇଂଲଣ୍ଡକୁ ୫-୦ରେ ହରାଇ ଟେଷ୍ଟ ସିରିଜ କ୍ଲିନ ସୁଇପ୍ କରିବ ଭାରତ, ପୂର୍ବତନ ଇଂଲଣ୍ଡ ବୋଲରଙ୍କ ଭବିଷ୍ୟତବାଣୀ

ନୂଆଦିଲ୍ଲୀ ୨୨ ।୦୫: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍‌୍ ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯିବ । ଏହି ବଡ ମ୍ୟାଚ୍…