Browsing Category
Breaking News
ଆଜି ଭାଙ୍ଗିବ ନନ୍ଦିଘୋଷ ରଥ, ସ୍ୱତନ୍ତ୍ର ବିମାନରେ ଆସିବେ ମହାଲକ୍ଷ୍ମୀ
ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ଅଭିମାନ କରି ଆଜି ମହାଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ ।
ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ଶରଧାବାଲି ଯିବେ ମା’ ଲକ୍ଷ୍ମୀ । ରଥଯାତ୍ରାରେ ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ…
ପ୍ରେମିକାର ପୁଅକୁ ମାରିଥିବା ଅଭିଯୁକ୍ତକୁ କୋର୍ଟଚାଲାଣ, କାନ୍ଥରେ ପିଟି ହତ୍ୟା କରିଥିବା କଲା ସ୍ବୀକାର
ବାରଙ୍ଗ: ଜଗତସିଂହପୁର ଜିଲ୍ଲାର ବାରଙ୍ଗ ଥାନା ଅଞ୍ଚଳର ବେଲଗଛିଆ କୁଆଖାଇ ନଦୀବନ୍ଧରେ ଜଣେ ପ୍ରେମିକାର ଅଢେଇ ବର୍ଷର ଶିଶୁ ସନ୍ତାନକୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକ ବବି ଦେହୁରୀକୁ ପୋଲିସ…
ଏକାଥରକେ ୩୦ ଗ୍ରାମ ପଞ୍ଚାୟତରେ ପଶିଲା ବନ୍ୟା ଜଳ, ଲୋକେ ହନ୍ତସନ୍ତ
ବାଲେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳ ଉଛୁଳି ଗାଁରେ ପଶିଲା ।
ପାଖାପାଖି ୩୦ ଗ୍ରାମ ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଥିବା ସୂଚନା ।
ପ୍ରଶାସନ ତରଫରୁ ଲୋକଙ୍କ ଉଦ୍ଧାର ଓ…
ବାଂଲାଦେଶୀ ଚିହ୍ନଟ ଅଭିଯାନ ଜୋରଦାର: ୧୬ ଜଣ ଅଟକ, ସମସ୍ତଙ୍କୁ…
ପାରାଦୀପ: ଜଗତସିଂହପୁର ଜିଲ୍ଲାର ପାରାଦୀପ ସହରରେ ସୋମବାର ୧୬ ଜଣ ସନ୍ଦିଗ୍ଧ ବାଂଲାଦେଶୀ ନାଗରିକଙ୍କୁ ଅଟକ କରାଯାଇଛି। ଏହା ପରେ ପୋଲିସ କର୍ତ୍ତୃପକ୍ଷ ଏକ ଜୋରଦାର ଚିହ୍ନଟ ଅଭିଯାନ ଆରମ୍ଭ କରିଛନ୍ତି। ଜଗତସିଂହପୁର…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବରର ସାମ୍ୱାଦିକଗଣ, ସମ୍ମୁଖୀନ ହୋଇଥିବା ସମସ୍ୟା ବିଷୟରେ କହିଲେ
ଭୁବନେଶ୍ବର: ରଥଟଣା ସମୟରେ ହୋଇଥିବା ଦୁର୍ଘଟଣା ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ରହିଛି । ଦଳାଚକଟାରେ 3 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା ।
ଭୁବନେଶ୍ବରର ବିଭିନ୍ନ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକଗଣ ଆଜି…
ଲିଭ-ଇନ ସମ୍ପର୍କର କରୁଣ ପରିଣତି… ନିଶାଶକ୍ତ ଅବସ୍ଥାରେ ପ୍ରେମିକାକୁ ହତ୍ୟା, ଶବକୁ ଚାଦର ଗୁଡାଇ 3 ଦିନ ରଖିଲା ପ୍ରେମିକ
ନୂଆଦିଲ୍ଲୀ: ଭୋପାଳର ବଜାରିଆ ଥାନା ଅଞ୍ଚଳର ଗାୟତ୍ରୀ ନଗର, କରାରିଆ ଫାର୍ମରେ ଥିବା ଘର ନମ୍ବର 34 ରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ, ଏକ ଘରୋଇ କଳହରେ, ଜଣେ ପ୍ରେମିକ ତାଙ୍କ ଲିଭ-ଇନ୍…
ଭୟଙ୍କର ଦୁର୍ଘଟଣା! ଜଣେ ମୃତ
ପାରାଦୀପ: ଭୟଙ୍କର ଦୁର୍ଘଟଣା! ଗ୍ୟାସ ଟାଙ୍କି ଗାଡ଼ି ସହ କାର ମୁହାଁମୁହିଁ ଧକ୍କା। ଏଭଳି ଏକ ଘଟଣା ଦେଖୀଭିବାକୁ ମିଳିଛି ପାରାଦୀପ ଭୁତମୁଣ୍ଡାଇ ବ୍ୟାଙ୍କ ଛକରେ।
ଗ୍ୟାସ ଟାଙ୍କି ଗାଡ଼ି ସହ କାର ପରସ୍ପର ସହ ଧକ୍କା…
ଜୁଲାଇ ୧ ରୁ ନୂଆ ଆର୍ଥିକ ନିୟମ: ଆଧାର-ପାନ ଲିଙ୍କ, ଏଟିଏମ୍ ଫି, ତତ୍କାଳ ଟିକେଟ ସମେତ ହେବ ଏସବୁ ପରିବର୍ତ୍ତନ
ନୂଆଦିଲ୍ଲୀ: ଆଜିଠାରୁ ଆର୍ଥିକ ଏବଂ ନିୟାମକ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗୁ ହେଉଛି, ଯାହା ଆୟକର ଦାୟର, କ୍ରେଡିଟ କାର୍ଡ ବ୍ୟବହାର, ତତ୍କାଳ ଟ୍ରେନ ଟିକେଟ ବୁକିଂ ଏବଂ ନୂଆ ପାନ କାର୍ଡ ପାଇଁ…
LPG ମୂଲ୍ୟ ହ୍ରାସ: ଜୁଲାଇ ପ୍ରଥମ ଦିନରେ ମହଙ୍ଗା ମାଡ଼ରୁ ଆଶ୍ବସ୍ତି, ୫୮.୫ ଟଙ୍କା ଶସ୍ତା ହେଲା ସିଲିଣ୍ଡର
ନୂଆଦିଲ୍ଲୀ: ଜୁଲାଇ ମାସର ଆରମ୍ଭରେ ଲୋକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ତୈଳ ବିପଣନ କମ୍ପାନୀମାନେ (ଓଏମସି) ୧୯ କିଲୋଗ୍ରାମର କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୫୮.୫ ଟଙ୍କାର ହ୍ରାସ କରିଛନ୍ତି। ନୂଆ ମୂଲ୍ୟ ଆଜି…
ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ…