Browsing Category
Breaking News
ବାଂଲାଦେଶରେ ହିନ୍ଦୁ ମହିଳାଙ୍କୁ ବଳାତ୍କାର କଲେ ରାଜନେତା; ଭିଡିଓ ଭାଇରାଲ, ପ୍ରବଳ ପ୍ରତିବାଦ…
ନୂଆଦିଲ୍ଲୀ: ବାଂଲାଦେଶର କୁମିଲ୍ଲା ଜିଲ୍ଲାର ରାମଚନ୍ଦ୍ରପୁର ପଞ୍ଚକିଟ୍ଟା ଗାଁରେ ଜଣେ ୨୧ ବର୍ଷୀୟା ହିନ୍ଦୁ ମହିଳାଙ୍କ ଉପରେ ବଳାତ୍କାର ଘଟଣା ଏବଂ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରଣ ହେବା ପରେ ସାରା ଦେଶରେ…
ନବବିବାହିତା ବଧୂଙ୍କ ଆତ୍ମହତ୍ୟା: ଯୌତୁକ ନିର୍ଯାତନାରୁ କ୍ଷୁବ୍ଧ ହୋଇ ହାରିଲେ ଜୀବନ, ଦେଇଥିଲେ ଭଲଭୋ କାର, ୮୦୦ ଗ୍ରାମ ସୁନା
ଚେନ୍ନାଇ: ତାମିଲନାଡୁର ତିରୁପ୍ପୁରରେ ଜଣେ ୨୭ ବର୍ଷୀୟା ନବବିବାହିତା ମହିଳା ଯୌତୁକ ନିର୍ଯାତନାରୁ କ୍ଷୁବ୍ଧ ହୋଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ରିଧାନ୍ୟା ହେଉଛନ୍ତି ଗାର୍ମେଣ୍ଟ କମ୍ପାନୀ ଚଳାଉଥିବା…
ସାପ କାମୁଡ଼ାରେ ଚାଲିଗଲା 2 ଜୀବନ
ସୁନ୍ଦରଗଡ଼: ସାପ କାମୁଡ଼ାରେ ଚାଲିଗଲା 2 ଜୀବନ। ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ଦୁଇଟି ଅଲଗା ଅଲଗା ଥାନାରେ ସାପ କାମୁଡ଼ାରେ 2ଜଣଙ୍କର ମୃତ୍ୟୁ ହୋଇଛି।
ବଣାଇ ଥାନା କଟୁରୀଧୂଆଁ ଗାଁର ଜଣେ ନାବାଳିକା ଥିବାବେଳେ ଆଉ ଜଣେ…
ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଛାନ୍ଭିନ୍
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି।…
ବଦ୍ରୀନାଥ ହାଇୱେରେ ପାହାଡ଼ରୁ ଖସିଲା ଭାରୀ ମାଟିପଥର, ଅଳ୍ପକେ ବର୍ତ୍ତିଲେ ଲୋକେ: ଯାତାୟାତ ବନ୍ଦ, ଆଜି ପାଇଁ ରେଡ୍ ଆଲର୍ଟ
ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା ବଦ୍ରୀନାଥ ଜାତୀୟ ରାଜପଥରେ ଆଜି ସକାଳେ ଏକ ବଡ଼ ଧରଣର ପାହାଡ଼ ଧସିବା ଘଟଣା ଘଟିଛି। ପିପାଲକୋଟି ନିକଟସ୍ଥ ଭାନେରପାଣି ଅଞ୍ଚଳରେ ପାହାଡ଼ରୁ ଖସି ଆସିଥିବା ଭାରୀ ମାଟିପଥର ଓ…
ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ପରସ୍ପର ସହିତ ଧକ୍କା
କେନ୍ଦୁଝର: ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ଧକ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ। ରାମଚନ୍ଦ୍ରପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଘଟିଯାଇଛି ଏହି ଦୁର୍ଘଟଣା।
ଏହି…
ଘରେ ବସି ଓଭରଟାଇମ ଉପରେ ଇନଫୋସିସ୍ର ସ୍ୱାସ୍ଥ୍ୟ ଚେତାବନୀ: କର୍ମଚାରୀଙ୍କ କାମର ସମୟ ଉପରେ କମ୍ପାନୀର ନଜର
ବେଙ୍ଗାଲୁରୁ: ଭାରତର ଅଗ୍ରଣୀ ଆଇଟି କମ୍ପାନୀ ଇନଫୋସିସ୍ ତା’ର କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଘରୁ କାମ କରୁଥିବା କର୍ମଚାରୀମାନଙ୍କ ଓଭରଟାଇମ ଏବଂ ଅତ୍ୟଧିକ କାମର ସମୟ…
ମଦ ପିଇ ଯୁବକଙ୍କୁ ପିଟି ପିଟି ମାରିଦେଲେ
ଗଞ୍ଜାମ: ମଣିଷ ଭୁଲିଗଲା ମଣିଷ ପଣିଆ। ମଦ ପିଇ ପିଟି ପିଟି ମାରିଦେଲେ ଯୁବକଙ୍କୁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁରେ।
ମଦ୍ୟପାନ କରି ପରସ୍ପର ମଧ୍ୟରେ…
ଅନନ୍ତ ଅମ୍ବାନୀଙ୍କୁ ରିଲାଏନ୍ସରୁ ମିଳିବ କୋଟି କୋଟି ଟଙ୍କାର ଦରମା, ଲାଭରୁ କମିଶନ ସହ ଅନେକ ସୁବିଧା
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL) ରେ ମୁକେଶ ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କୁ ଏକ୍ସିକ୍ୟୁଟିଭ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। କମ୍ପାନୀ ସୂତ୍ରରୁ ଜଣାପଡ଼ିଛି ଯେ ଅନନ୍ତଙ୍କୁ…
ପ୍ରେମ ଜାଲରେ ଫସି ଇଞ୍ଜିନିୟର ହରାଇଲେ ୭୯.୩ ଲକ୍ଷ ଟଙ୍କା, ମ୍ୟାଟ୍ରିମୋନିଆଲ ସାଇଟରେ ମିଳିଥିବା ଯୁବତୀ କଲେ ଠକେଇ
ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ସଫ୍ଟୱେର ଇଞ୍ଜିନିୟର ସାଇବର ଠକେଇର ଶିକାର ହୋଇ ୭୯.୩ ଲକ୍ଷ ଟଙ୍କା ହରାଇଛନ୍ତି। ଏକ ମ୍ୟାଟ୍ରିମୋନିଆଲ ସାଇଟରେ ଜଣେ ଯୁବତୀଙ୍କ ସହ ପରିଚୟ ପରେ ସେ ପ୍ରେମ ଜାଲରେ…