CHARIDHAM
Browsing Category

Breaking News

BREAKING NEWS: ପୁରୀ ସମୁଦ୍ରରେ ଭାସିଗଲେ ନାବାଳକ, ମିଳୁନି ଅତ୍ତା ପତ୍ତା

ଓଡିଶା ଭାସ୍କର; ପୁଣି ପୁରୀ ସମୁଦ୍ରରେ ଆଉ ଏକ ଅଘଟଣ ଦେଖିବାକୁ ମିଳିଛି। ରବିବାର ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ବିହାରର ନାବାଳକ ଭାସି ଯାଇଛନ୍ତି। ପରିବାର ସହ ପୁରୀ ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଉଥିବା…

ରମଣ ସିଂହ ହେବେ ଛତିଶଗଡ଼ର ପରବର୍ତ୍ତୀ ବାଚସ୍ପତି: ରାଜ୍ୟ ପାଇବ ଦୁଇଜଣ ଉପମୁଖ୍ୟମନ୍ତ୍ରୀ, ବିଜେପି ପକ୍ଷରୁ ଘୋଷଣା

ନୂଆଦିଲ୍ଲୀ: ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏଙ୍କ ନାମ ବିଜେପି ବିଧାୟକ ଦଳ ବୈଠକରେ ଘୋଷଣା କରାଯିବା ପରେ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟର ପରବର୍ତ୍ତୀ ବାଚସ୍ପତିଙ୍କ ନାମ ମଧ୍ୟ ଘୋଷଣା…

ତୁଟିଲା ଅଖିଳେଶ ଓ କଂଗ୍ରେସ ବିବାଦ! ଡିସେମ୍ବର ୧୯ରେ ବିରୋଧୀ ଇଣ୍ଡିଆ ମେଣ୍ଟ’ର ଦିଲ୍ଲୀ ବୈଠକ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ହେବ ବିରୋଧୀ ଇଣ୍ଡିଆ ମେଣ୍ଟ’ର ଦିଲ୍ଲୀ ବୈଠକ। ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। ବୈଠକର ସମୟ କିନ୍ତୁ ଏଯାଏ…

ମାଗଣା ଚିକିତ୍ସା ଦେଲା ନୂଆ ଜୀବନ: ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ସ୍ୱାସ୍ଥ୍ୟ ହେଉଛି ଅମୂଲ୍ୟ ସମ୍ପଦ । ଅଜସ୍ର ଅର୍ଥ ରୋଜଗାର କରୁଥିଲେ ହେଁ ଅନେକ ଲୋକ ଖରାପ ସ୍ୱାସ୍ଥ୍ୟ କାରଣରୁ ସବୁବେଳେ ଦୁଃଖରେ ରହିଥାନ୍ତି । ତେବେ ଅନେକ ସମୟରେ କିଛି…

ଇସ୍ରାଏଲ କରିବ ହମାସ ଉପରେ ପ୍ରଥମ ‘ AI ଆକ୍ରମଣ’, ପରିଣାମକୁ ନେଇ ଭୟରେ ସାରା ବିଶ୍ୱ

ନୂଆଦିଲ୍ଲୀ:ଇସ୍ରାଏଲ ସେନା ଏବେ ଗାଜା ଉପରେ ବିଶ୍ୱର ପ୍ରଥମ ଏଆଇ ଆକ୍ରମଣ କରିବାକୁ ଯାଉଛନ୍ତି । ଏହି ଏଆଇ ଆକ୍ରମଣ ଦ୍ୱାରା ଇସ୍ରାଏଲ ସେନା ଏକ ସଙ୍ଗେ ହମାସର ୧୦୦ ଗଡକୁ ଧ୍ୱଂସ କରିବେ । ଗତ ଅକ୍ଟୋବର ୭ରୁ ଇସ୍ରାଏଲ ଓ…

ଓଡ଼ିଶାରେ ବଜ୍ରକାପ୍ତା ଚୋରା ଚାଲାଣ ବଢ଼ୁଛି କାହିଁକି? ଏହି ଜୀବକୁ କ’ଣ ପାଇଁ ଶିକାର କରାଯାଉଛି, ଜାଣନ୍ତୁ ପରଦା ପଛର ବଡ଼ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ନେଇ ଅନେକ ସମୟରେ ଖବର ପ୍ରକାଶ ପାଇଥାଏ । ତେବେ ଏହି ଜୀବକୁ କ’ଣ ପାଇଁ ଚୋରା ଚାଲାଣ କରାଯାଉଛି ସେନେଇ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।…

ବିଷ୍ଣୁଦେଓ ସାଏଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ଭାବେ ବାଛିଲା ବିଜେପି: ଏହା ପଛରେ ରହିଛି ୬ଟି ବଡ଼ କାରଣ

ନୂଆଦିଲ୍ଲୀ: ୭ ଦିନ ଧରି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ନେଇ ଲାଗି ରହିଥିବା ସସପେନ୍ସରେ ଏକପ୍ରକାର ବିରାମ ଲାଗିଛି । ଶେଷରେ ଛତିଶଗଡ଼ ପାଇଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି ବିଜେପି ହାଇକମାଣ୍ଡ…

ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ବାସ୍ତୁର ଏହି ୫ ନିୟମ, ଆପଣାଇଲେ ଦୂର ହେବ ଦାରିଦ୍ର‌୍ୟତା

ଭଗବାନ ଶ୍ରୀକୃଷ୍ଣ ବାସ୍ତୁ ଶାସ୍ତ୍ର ବିଷୟରେ ବହୁ ପରାମର୍ଶ ଯୁଧିଷ୍ଠିରଙ୍କୁ ଦେଇଛନ୍ତି । ଯୁଧିଷ୍ଠିରଙ୍କ ରାଜ ତିଳକ ସମୟରେ ସେ ତାଙ୍କୁ ରାଜ୍ୟ ଓ ଘରର ସୁଖ ସମୃଦ୍ଧି ଲାଗି ବାସ୍ତୁ ଉପାୟ କହିଥିଲେ । ଜ୍ୟୋତିଷବିଦ୍‌ଙ୍କ…

ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ଏବଂ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଧମକ ଦେଲେ ପୂର୍ବତନ ପତ୍ନୀ

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ପାରିବାରିକ ଏବଂ ବ୍ୟକ୍ତିଗତ ମାମଲାକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ମାନ । ତେବେ ଆଜି ତାଙ୍କ ପୂର୍ବତନ ପତ୍ନୀ ପ୍ରୀତ…

ଶୀତଦିନେ ଏହିମାନେ ହୋଇଥାନ୍ତି ହୃଦଘାତର ଶିକାର, ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ନୂଆଦିଲ୍ଲୀ: ଶୀତଦିନ ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ ହୋଇଥାଏ ସେତିକି ରୋଗ ମଧ୍ୟ ସାଥିରେ ଆଣି ଆସିଥାଏ । ଏହିଦିନେ ହୃଦରୋଗ ସମସ୍ୟା ବେଶୀ ବଢିଯାଇଥାଏ । ଥଣ୍ଡାଦିନେ ରକ୍ତଚାପ ଓ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇବା ଦ୍ୱାରା…