Browsing Category
Breaking News
୮ ହଜାରରୁ ଅଧିକ ପଦରେ ଦିଆଯିବ ନିଯୁକ୍ତି: ଓଡ଼ିଶାର ପ୍ରାର୍ଥୀମାନେ ଡିସେମ୍ବର ୭ ତାରିଖ ପୂର୍ବରୁ ଆବେଦନ କରନ୍ତୁ
ଯଦି ଆପଣମାନେ ବ୍ୟାଙ୍କିଙ୍ଗ ସେକ୍ଟରରେ କାର୍ଯ୍ୟ କରିବାକୁ ଇଚ୍ଛୁକ, ତେବେ ଆପଣମାନଙ୍କ ପାଇଁ ରହିଛି ଏକ ବଡ଼ ସୁଯୋଗ । ଦେଶର ସର୍ବବୃହତ୍ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ୮୨୮୩ଟି ପଦ ପାଇଁ…
ଆଜି ଲ୍ୟାଣ୍ଡଫଲ୍ କରିବ ‘ମିଗଜୋମ୍’ :୨ଦିନ ପାଇଁ ସ୍କୁଲ-କଲେଜ ଓ କର୍ପୋରେଟ୍ ଛୁଟି , ଆଜି ପାଇଁ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ
ଚେନ୍ନାଇ/ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମିଗଜୋମ୍’ ୫ ତାରିଖ ପୂର୍ବାହ୍ନରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ଇଲାକାରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗ…
ପୁଣି ଏକ ବଡ଼ ଅଘଟଣ: ଅଚାନକ ଖସିଲା ୟୁନିଟ୍ ଷ୍ଟୋରେଜ, ଧାନ ଗୋଦାମ ଭିତରେ ଫଶି ରହିଛନ୍ତି ୧୦ରୁ ଅଧିକ ଶ୍ରମିକ
ନୂଆଦିଲ୍ଲୀ: ଗତ ମାସ ୧୨ ତାରିଖରେ ଉତ୍ତରାଖଣ୍ଡର ଉତ୍ତରାକାଶୀ ଜିଲ୍ଲାର ସିଲକ୍ୟାରା ସୁଡ଼ଙ୍ଗ ଭିଶୁଡ଼ିବା ଫଳରେ ତା’ ଭିତରେ ୪୧ ଜଣ ଶ୍ରମିକ ଫଶିଯାଇଥିଲେ । ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଶେଷରେ ସମସ୍ତ ଶ୍ରମିକଙ୍କୁ…
(Video) କାହିଁକି କୋରାପୁଟ କଫିର ଡିମାଣ୍ଡ ଅଧିକ? ବଶ୍ୱ ଦରବାରରେ କେମିତି ମିଳିଲା ପରିଚୟ? ଜାଣନ୍ତୁ ଇତିହାସ
ଓଡ଼ିଶା ଭାସ୍କର: ଚା’ କଫି ପିଇବା ପ୍ରାୟ ସମସ୍ତଙ୍କର ପସନ୍ଦ । ବ୍ୟସ୍ତବହୁଳ ଜୀବନ ଭିତରେ ଚା’ ଓ କଫି ପିଇ ଲୋକେ କିଛି ସମୟ ପାଇଁ ବ୍ରେକ୍ ନେଇଥାଆନ୍ତି । କେହି କେହି କୁହନ୍ତି କଫି ପିଇଲେ ମନ ହାଲକା ଲାଗିଥାଏ ।…
ବାଲିଯାତ୍ରାକୁ ବାଲି କାହିଁକି କୁହାଯାଏ? କ’ଣ ରହିଛି ଏହା ପଛରେ କାରଣ..
ଓଡିଶା ଭାସ୍କର: ସବୁ ବର୍ଷ ପରି ଚଳିତ ବର୍ଷ ବି କଟକରେ ବଡ଼ ଧୁମଧାମରେ ପାଳନ ହେଉଛି ବାଲିଯାତ୍ରା ଉତ୍ସବ। କୁହାଯାଏ, ଏହି ବାଲିଯାତ୍ରା ହେଉଛି ଓଡ଼ିଶାର ଏକ ଐତିହ୍ୟ ଯାତ୍ରା। କାର୍ତ୍ତିକ ପୂର୍ଣ୍ଣିମାରୁ ମହାନଦୀ କୂଳରେ…
(Video) ଚାଓମିନକୁ ‘ଗଙ୍ଗାସ୍ନାନ’ କରାଇଲେ ଦୋକାନୀ: ଖାଇବା ପୂର୍ବରୁ ଆପଣ ବି ଦେଖି ନିଅନ୍ତୁ ଏହି ଦୃଶ୍ୟ
ନୂଆଦିଲ୍ଲୀ: ଆଜିକାଲି ମେଳା ମହୋତ୍ସବରେ ଅଧିକାଂଶ ଲୋକ ଷ୍ଟ୍ରୀଟ ଫୁଡ୍ସରେ ନୁଡଲ୍ସ କାଇବାକୁ ଖୁବ ପସନ୍ଦ କରିଥାନ୍ତି । ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଚାଓମିନ ଖାଇବା ପାଇଁ ବେଶ୍ ଭଲ ପାଆନ୍ତି । ଏହା…
୧୦ ଟଙ୍କା ପାଇଁ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…
ଓଡିଶା ଭାସ୍କର: ମାତ୍ର ୧୦ ଟଙ୍କା ପାଇଁ ଜଣଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ। ତେବେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ମଧ୍ୟ…
ସଡ଼କ ଦୁର୍ଘଟଣାରେ ଆହତଙ୍କ ପାଇଁ ନୂଆ ଯୋଜନା: Cashless Scheme ଆଣିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ସଡ଼କ ଦୁର୍ଘଟଣା ଘଟଣା ଦ୍ରୁତ ଗତିରେ ବଢିବାରେ ଲାଗିଛି । ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଥିବା ଜାଣିବାକୁ ମିଳିଛି । ତେବେ ପ୍ରତିବର୍ଷ…
(Video) ୫୨ ବର୍ଷ ପୂର୍ବରୁ ହୋଇଥିଲା ଆରେଞ୍ଜ ମ୍ୟାରେଜ, ଭାଇରାଲ ହେଉଛି ଏହି ଦମ୍ପତ୍ତିଙ୍କ ଭିଡିଓ
ନୂଆଦିଲ୍ଲୀ: ଜଣେ ବୃଦ୍ଧ ଦମ୍ପତ୍ତିଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଦୁଇଜଣଙ୍କ ଯୋଡିକୁ ଖୁବ ପ୍ରଶଂସା କରୁଛନ୍ତି । ଦୁଇଜଣ କହିଛନ୍ତି ଯେ, ଆମ ବିବାହକୁ ୫୨ ବର୍ଷ…
(Video) ଚେନ୍ନାଇର ଭୟଙ୍କରୀ ବନ୍ୟାରେ ୫ ଜଣଙ୍କ ମୃତ୍ୟୁ: ପରିଚୟ ଖୋଜୁଛି ୨ ମୃତଦେହ
ନୂଆଦିଲ୍ଲୀ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇ ଓ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ଏବେ ପାଣି ଘେରରେ ବନ୍ଦୀ ହୋଇ ରହିଛି । ତେବେ ଏହି ବନ୍ୟାରେ ୫…