Browsing Category

Breaking News

(video)ସାମ୍ନାକୁ ଆସିଲା ପଣବନ୍ଦୀଙ୍କ ପରିବାର ସହ ପୁନର୍ମିଳନର ଦୃଶ୍ୟ, ଆପଣଙ୍କ ଆଖିରେ ବି ଭରିଯିବ ଲୁହ

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଚୁକ୍ତି ବଳରେ ହମାସ ଶନିବାର ପାଲେଷ୍ଟାଇନ୍ ବନ୍ଦୀ ବଦଳରେ ୧୩ ଜଣ ଇସ୍ରାଏଲ…

ଟ୍ରେନରେ ବସିବା ପୂର୍ବରୁ ସାବଧାନ! ମଦ୍ୟପାନ କରି ଡ୍ରାଇଭର ଚଳାଉଛି ଟ୍ରେନ, ବ୍ରେଥ୍ ଆନାଲାଇଜର ଟେଷ୍ଟରେ ୯୯୫ ଲୋକୋ ପାଇଲଟ୍ ଫେଲ୍

ନୂଆଦିଲ୍ଲୀ: ରେଳ ବିଭାଗ କେନ୍ଦ୍ର ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଲାଭଦାୟକ ବିଭାଗ ହୋଇଥିବା ବେଳେ ଦୈନିକ ଟ୍ରେନରେ କୋଟି କୋଟି ଯାତ୍ରୀ ଯିବାଆସିବା କରିଥାନ୍ତି । ସାଧାରଣ ଭାବେ ଟ୍ରେନ ଯାତ୍ରାକୁ ନେଇ ଯାତ୍ରୀ ଓ…

‘ମନ୍ କି ବାତ୍’ରେ ମନେ ପଡ଼ିଲା ୨୬/୧୧: ବୀର ସହୀଦଙ୍କୁ ସଲାମ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୦୭ ତମ ଏପିସୋଡ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ…

ଜାତିସଂଘରେ ଏହି ନିର୍ବାଚନରେ ପାକିସ୍ତାନକୁ ମିଳିଲା ବଡ ବିଜୟ, ଭାରତକୁ ହରାଇ ହାସଲ କଲା ଏହି ପଦ

ନୂଆଦିଲ୍ଲୀ:ଜାତିସଂଘରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରାୟ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଯୁକ୍ତି ତର୍କ ହୋଇଥାଏ । ଗୋଟିଏ ପଟେ ପାକିସ୍ତାନ କାଶ୍ମୀର ମାମଲାକୁ ନେଇ ବିଶ୍ୱର କିଛି ଦେଶର ସମର୍ଥନ ପଶିବା ଲାଗି ମିଛ…

ଓଡ଼ିଶା କୋଲ ଆଣ୍ଡ ପାୱର ଲିମିଟେଡ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ଆସନ୍ତା ୨୯ ପୂର୍ବରୁ ଆବେଦନ କରନ୍ତୁ

ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ କିଛି ପଦରେ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ଖୁସି ଖବର । ପୁଣି କିଛି ପଦରେ ଭର୍ତ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଓଡ଼ିଶା କୋଲ ଆଣ୍ଡ ପାୱାର…

କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରସ୍ତୁତ ପୋଲିସ ବିଭାଗ: ୫୦ ପ୍ଲାଟୁନ ଫୋର୍ସ ମୁତୟନ

ପୁରୀ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ଏଥିପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ପବିତ୍ର ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ…

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌରଝଡ଼: ଆଜି ହେବ ଧକ୍କା? ଆଲର୍ଟ ଜାରି କଲା NASA

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ଗତିବିଧି ହୋଇଥାଏ । ତେବେ ଏହି ଗତିବିଧି ତଥା ମହାକାଶରେ ହେଉଥିବା ଏହି ପରିବର୍ତ୍ତନ ପୃଥିବୀ ଉପରେ ଅନେକ ସମୟରେ ପ୍ରଭାବ ପକାଇଥାଏ । ଏଭଳି ଘଟଣା ମଧ୍ୟରେ…

ଦେବଦୂତ ସାଜି ଆସିଲେ କ୍ରିକେଟର ଶାମୀ: ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ଦେଲେ ନୂଆ ଜୀବନ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ଅନେକ ମ୍ୟାଚରେ ସଙ୍କଟମୋଚକ ସାଜିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ବିଶ୍ୱକପରେ ଦମଦାର ପ୍ରଦର୍ଶନ ପରେ ତାଙ୍କୁ ନେଇ ଲଗାତାର ଚର୍ଚ୍ଚା ଲାଗି ରହିଛି । ତେବେ ଖେଳ…

ବଲିଉଡ ବଦଳାଇଦେବ କୋଟି କୋଟି ଭାରତୀୟଙ୍କ ଜୀବନ: ୪ଟି ଫିଲ୍ମରୁ ଆପଣ ବହୁତ କିଛି ଶିଖି ପାରିବେ

ଜୀବନରେ ଉନ୍ନତି କରିବାକୁ ସମସ୍ତେ ଚାହାନ୍ତି, ମାତ୍ର ଖୁବ୍ କମ୍ ଲୋକ ଏ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି । ତେବେ ଆପଣମାନେ ଚାହିଁଲେ ଜୀବନରେ ବହୁତ କିଛି ଉନ୍ନତି କରିପାରିବେ । ସାଧାରଣ ଭାବେ ଆଜିକାଲି ଅଧିକାଂଶ…

ଜଣେ SP, ୨ ଜଣ DSPଙ୍କ ସମେତ ୭ ଜଣ ପୋଲିସ ସସପେଣ୍ଡ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପରେ ବଡ଼ ଆକ୍ସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପଞ୍ଜାବ ଡିଜିପି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ୭ ଜଣ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ସସପେଣ୍ଡ କରି…