Browsing Category

Breaking News

ଭାରତ vs ଅଷ୍ଟ୍ରେଲିଆର ଫାଇନାଲ ମ୍ୟାଚ୍ କାହିଁକି ଦେଖୁନାହାଁନ୍ତି ଆନନ୍ଦ ମହିନ୍ଦ୍ରା? ନିଜେ କହିଲେ କାରଣ

ନୂଆଦିଲ୍ଲୀ: ଭାରତୀୟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ରବିବାର ଦିନ ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଆଇସିସି କ୍ରିକେଟ୍ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଦେଖୁନାହାଁନ୍ତି। ସେ ନିଜେ ସୋସିଆଲ ମିଡିଆ…

Beaking News; ଫେଲ ମାରିଲା ଟିମ ଇଣ୍ଡିଆର ବ୍ୟାଟିଂ ୟୁନିଟ: ଫାଇନାଲରେ ୨୪୧ ରନର ଟାର୍ଗେଟ

ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦରେ ଭାରତର ବ୍ୟାଟିଂ ୟୁନିଟ ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ପଡ଼ିଛି । ଚଳିତ ବିଶ୍ୱକପରେ ସର୍ବଶ୍ରେଷ୍ଠ ବ୍ୟାଟିଂ ୟୁନିଟ ଭାବରେ ପ୍ରମାଣିତ ହୋଇଥିଲେ ମଧ୍ୟ ଫାଇନାଲ ମ୍ୟାଚରେ ଫେଲ ମାରିଛି…

ଭାରତର ବ୍ୟାଟିଂ ବିପର୍ଯ୍ୟୟକୁ ନେଇ ସୋସିଆଲ ମିଡିଆରେ ଖେଳାଳି ହେଉଛନ୍ତି ଟ୍ରୋଲ, ଭାଇରାଲ ହେଉଛି ମଜାଦାର ମିମ୍ସ

ଅହମ୍ମଦାବାଦ: ଆଜି ଅହମ୍ମଦାବାଦ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବିଶ୍ୱକପ୍ ୨୦୨୩ ଫାଇନାଲ୍ ମ୍ୟାଚ୍ । ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଓ ଭାରତକୁ…

ବିଶ୍ୱକପ ଫାଇନାଲ ମଝିରେ ଶାମୀଙ୍କ ମା’ ଅସୁସ୍ଥ: ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ଜାରି ରହିଛି ବିଶ୍ୱକପର ଫାଇନାଲ । ତେବେ ଏହି ମ୍ୟାଚ ମଝିରେ ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଅଚାନକ ମହମ୍ମଦ ଶାମୀଙ୍କ ମା’ଙ୍କ ଦେହ…

India GDP: ପ୍ରଥମ ଥର ୪ ଟ୍ରିଲିୟନ ଡଲାର ପାର୍ କଲା ଭାରତୀୟ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି । ପ୍ରଥମ ଥର ଭାରତର ଇକୋନୋମୀ ୪ ଟ୍ରିଲିୟନ ଡଲାର ପାର କରିଛି । ଏହାଫଳରେ ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଅର୍ଥବ୍ୟବସ୍ଥା ଦେଶ ଭାବେ ମାନ୍ୟତା…

World Cup ଫାଇନାଲରେ ରିକି ପଣ୍ଟିଂଙ୍କୁ ପଛରେ ପକାଇଲେ ବିରାଟ: ଟାର୍ଗେଟରେ ମାଷ୍ଟର ବ୍ଲାଷ୍ଟର

ଅହମ୍ମଦାବାଦ: ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଦମଦାର ଆରମ୍ଭ ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ବ୍ୟକ୍ତିଗତ ୪୭ ରନରେ ରୋହିତ ଆଉଟ ହେବା ପରେ ଫେଲ ମାରିଛି ଟିମ…

(Video) ‘ଭାରତ ମାଆ କିଏ’? ଭାଇରାଲ ହେବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି

ନୂଆଦିଲ୍ଲୀ: ରାଜସ୍ଥାନରେ ଏକ ରାଲିରେ ରାହୁଲ ଗାନ୍ଧୀଙ୍କ କୌତୁହଳପୂର୍ଣ୍ଣ ପ୍ରଶ୍ନକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ପ୍ରଶ୍ନ କରିଛନ୍ତି ଯେ "ଭାରତ ମାଆ କିଏ?" ବର୍ତ୍ତମାନ ଏହା ସୋସିଆଲ ମିଡିଆ…

କାଲି ଜାରି ହେବ ସର୍ବଭାରତୀୟ ଆଇନ ପ୍ରବେଶିକା ପରୀକ୍ଷା ଲାଗି ଆଡମିଟ୍ କାର୍ଡ , ଏହିପରି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଲ’ ଏଣ୍ଟ୍ରାନ୍ସ ଟେଷ୍ଟ(AILET 2024) ଲାଗି ଆବେଦନ କରିଥିବା ପ୍ରାର୍ଥୀଙ୍କ ଲାଗି ଏକ ଜରୁରୀ ଖବର । ନ୍ୟାସନାଲ ଲ’ ୟୁନିଭରସିଟି ଦିଲ୍ଲୀ କାଲି ଅର୍ଥାତ୍ ୨୦ ନଭେମ୍ବର ୨୦୨୩ରେ ଅଲ୍ ଇଣ୍ଡିଆ ଲ’…

WORLD CUP FINAL: ପଡ଼ିଆକୁ ପଶିଆସିଲେ ପାଲେଷ୍ଟାଇନ ସମର୍ଥକ, ମ୍ୟାଚ ମଝିରେ କୋହଲିଙ୍କୁ ମାଡ଼ିବସିଲେ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମହାସମର । ଚଳିତ ବିଶ୍ୱକପର ଶେଷ ଦିନରେ ଦେଖିବାକୁ ମିଳିଛି ୨ ଦେଶ ମଧ୍ୟରେ ଦମଦାର ଲଢ଼େଇ । ବର୍ତ୍ତମାନ ସୁଦ୍ଧା ଭାରତ ୪ ଟି ୱିକେଟ ହରାଇ ୧୫୭ ରନ ସଂଗ୍ରହ…

(Video) ବିଶ୍ୱକପ ଫାଇନାଲରେ ବିରାଟ କୋହଲିଙ୍କୁ ବଡ଼ ଉପହାର: ୨୦୧୧ ବିଶ୍ୱକପର ଜର୍ସି ଦେଲେ ସଚିନ୍

ଅହମ୍ମଦାବାଦ: ଅହମ୍ମଦାବାଦର ଐତିହାସିକ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ । ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ମହାମୁକାବିଲାରେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର…