Browsing Category
Breaking News
(Video) ବିଶ୍ୱକପରୁ କେତେ ଟଙ୍କା ପାଇବେ ଚମ୍ପିଆନ୍ ଦଳର ଖେଳାଳି? ଜାଣନ୍ତୁ ବିଶ୍ୱକପର ବିଜୟୀ ରାଶି
ନୂଆଦିଲ୍ଲୀ: ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ସଜେଇ ହୋଇସାରିଛି ମହାମଞ୍ଚ । ରବିବାର ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ରଫି ପାଇଁ ହେବ କଡ଼ା ଟକ୍କର । ଦୀର୍ଘ ୨୦ ବର୍ଷ ପରେ ଏହି ଦୁଇ…
ଯୁବକଙ୍କୁ ଟାଣିନେଲା କୁମ୍ଭୀର, ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ
ଭୁୁବନେଶ୍ୱର:ରାଜ୍ୟରେ କୁମ୍ଭୀର ଆତଙ୍କ ଥମିବାର ନାଁ ଧରୁନାହିଁ । ଗତ କିଛିଦିନ ତଳେ କେନ୍ଦ୍ରାପଡାରେ ବିଭିନ୍ନ ସ୍ଥାନରେ କୁମ୍ଭୀର ଆକ୍ରମଣରେ ବହୁ ଲୋକ ପ୍ରାଣ ହରାଇଥିଲେ । କିଛିଦିନ ବ୍ୟବଧାନ ପରେ ଏବେ ପୁଣି…
ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର, ୧୦୦ କୋଟି ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର:ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର । ବିଶ୍ୱବିଦ୍ୟାଳୟ ୮ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନରେ ପରିଣତ ହେବ ।
ପୁରୀ ସଦାଶିବ ସଂସ୍ଖୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର । ଏହି କ୍ରମରେ…
କୁଖ୍ୟାତ ଅପରାଧୀ ଏନକାଉଣ୍ଟରରେ ମୃତ, ମୁଣ୍ଡ ଉପରେ ଥିଲା ୧.୨୫ ଲକ୍ଷ ଟଙ୍କାର ପୁରସ୍କାର
ଝାନ୍ସୀ: ୨୦୨୦ରେ ଚର୍ଚ୍ଚିତ ପିଣ୍ଟୁ ସେନଗାର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସାର୍ପ ଶୁଟର ରଶିଦ କାଲିଆ ଉତ୍ତରପ୍ରଦେଶ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଝାନ୍ସୀ ଖଜୁରାହୋ ଜାତୀୟ ରାଜପଥ କଡରେ…
ଭାରତ-ଅଷ୍ଟ୍ରେଲିଆ ଉଭୟ ଦଳ ହେବେ WC ଚମ୍ପିଆନ୍! ଏମିତି ହେଲେ ୨ ଦଳକୁ ବିଶ୍ୱବିଜୟୀ ଘୋଷଣା କରିପାରେ
ନୂଆଦିଲ୍ଲୀ: ଆସନ୍ତାକାଲି ଅହମ୍ମଦାବାଦ ଷ୍ଟାଡିୟମରେ କେଳାଯିବ ବିଶ୍ୱକପର ଫାଇନାଲ ଲଢେଇ । ଏହି ଟ୍ରଫି ପାଇଁ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ତେଣୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା…
ଉତ୍ତରକାଶୀ ଟନେଲ ଦୁର୍ଘଟଣା: ୧୫୦ ଘଣ୍ଟା ଧରି ଅଟକି ରହିଛି ନିଃଶ୍ୱାସ , ଏହି ମେସିନ କରିବ କମାଲ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉତ୍ତରକାଶୀ ସ୍ଥିତ ନିର୍ମାଣଧୀନ ବାରକୋଟ୍ ସିଲକାୟାରା ସୁଡଙ୍ଗ ଭୁଷୁଡି ପଡିବା ଘଟଣାରେ ଫସିରହିଥିବା ୪୦ ଶ୍ରମିକ ଏବେ ବି ନୂଆ ଜୀବନ ଅପେକ୍ଷାରେ ରହିିଛନ୍ତି । ସମସ୍ତ ଶ୍ରମିକଙ୍କୁ ଟନେଲ…
World Cup ଫାଇନାଲ ପାଇଁ ଦଳକୁ ଫେରିବେ ଏହି ଷ୍ଟାର କ୍ରିକେଟର! PLaying-11ରେ ପରିବର୍ତ୍ତନ କରିପାରନ୍ତି ରୋହିତ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ହେବ ବିଶ୍ୱଯୁଦ୍ଧ । ଏଥିପାଇଁ ଉଭୟ ଦଳ ଭିତରେ ଚାଲିଛି ଜୋରଦାର ପ୍ରସ୍ତୁତି । ଉଭୟ ଦଳ…
(video)ଅନୁଷ୍କାଙ୍କୁ ଖୋଜୁଛନ୍ତି ବିରାଟ, ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ: ଏବେ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଭିଡିଓରେ ବିରାଟ କୋହଲିଙ୍କୁ ଖେଳ ମଧ୍ୟରେ ପତ୍ନୀଙ୍କ ଚିନ୍ତା ଘାରିଥିବାର ଦେଖାଯାଉଛି । ସେ ପତ୍ନୀ ଅନୁଷ୍କାଙ୍କୁ…
Team India ର ଜର୍ସିକୁ ନେଇ ମମତା ବାନାର୍ଜୀ ଅସନ୍ତୋଷ: ସରକାରଙ୍କ ଉପରେ ଉଠାଇଲେ ଆଙ୍ଗୁଠି
ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆ ଆଦିଦାସର ନୂଆ ନୂଆ ଜର୍ସି ପିନ୍ଧିଛି । ଏହାସହିତ ଦଳର ପ୍ରାକ୍ଟିସ ଜର୍ସି ମଧ୍ୟ ପରିବର୍ତ୍ତନ କରିଛି ଭାରତୀୟ ଟିମ୍ । ଅଭ୍ୟାସ ସମୟରେ ଖେଳାଳିମାନଙ୍କ ପାଇଁ କମଳା ରଙ୍ଗର…
ଯଦି ଏହି ଦିଗରେ ସତର୍କ ନହୁଅନ୍ତି, ତେବେ ଗୁଗୁଲ୍ ପେ ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ୍ ହୋଇଯିବ ଖାଲି!
ନୂଆଦିଲ୍ଲୀ: ଯଦି ଆପଣ ପେମେଣ୍ଟ ଆପ୍ ଗୁଗୁଲ୍ ପେ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ମଧ୍ୟ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ । ଅନେକ ଥର ଜାଣିଶୁଣି କିମ୍ବା ଅଜାଣତରେ, ଆମେ ଏପରି ଭୁଲ୍ କରିଥାଉ ଯାହା…