Browsing Category

Breaking News

ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସହ ଅସଦାଚରଣ: ପ୍ରଧାନଶିକ୍ଷକଙ୍କୁ ଗୋଡ଼େଇ ପିଟିଲେ ଗାଁ ଲୋକେ

ଜଳେଶ୍ୱର: ପ୍ରଧାନଶିକ୍ଷକଙ୍କୁ ଗାଁ ଲୋକେ ଗୋଡ଼େଇ ଗୋଡ଼େଇ ପିଟିବା ଖବର ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗାଁ ଲୋକେ ପ୍ରଧାନଶିକ୍ଷକଙ୍କୁ ପିଟିଥିବା ଜଣାପଡିଛି । ରାଜ୍ୟ ତଥା ଦେଶରେ ଏପରି ଅନେକ ମାମଲା…

ଆସିଲା ସୁସ୍ମିତା ମିଞ୍ଜଙ୍କ ଭିସେରା ରିପୋର୍ଟ: ବିଷକ୍ରିୟା କିମ୍ବା ନିଶା ସେବନର ମିଳିନାହିଁ ପ୍ରମାଣ

ରାଉରକେଲା: ଆସିଲା ସୁସ୍ମିତା ମିଞ୍ଜଙ୍କ ଭିସେରା ରିପୋର୍ଟ । ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ଶରୀରକୁ ଭିସେରା ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ଏହି ରିପୋର୍ଟ ଆଜି ଆସିଥିବା ସୂଚନା ମିଳିଛି । ଏ ନେଇ…

କିଏ ଏହି ପପୁ ଚା’ ବାଲା ଯାହାଙ୍କ ସ୍ୱାସ୍ଥ୍ୟ ଖରାପ ଶୁଣି ଫୋନ୍ କରିଥିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସଂପୂର୍ଣ୍ଣ କଥା

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବାରଣାସୀ ଲୋକମାନଙ୍କ ସହ ଏକ ବିଶେଷ ସଂପର୍କ ରହିଛି ବୋଲି କୁହାଯାଏ ଯାହା ପୁଣି ଥରେ ପ୍ରମାଣିତ ହୋଇଯାଇଛି । ବାରାଣସୀରେ ପପୁ ଚା’ ବାଲା ବେଶ୍ ଲୋକପ୍ରିୟ । ବାରାଣସୀରେ…

ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ; ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଓଡିଶା ଭାସ୍କର; ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତ୍ରିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ। ଏନେଇ…

ଜାନୁଆରୀ ମାସ ସୁଦ୍ଧା କାର୍ଯ୍ୟରେ ଯୋଗଦେବେ ୨୦ ହଜାର କନିଷ୍ଠ ଶିକ୍ଷକ: ରାଜ୍ୟର ୫୮ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ସମଗ୍ର ଶିକ୍ଷା ଯୋଜନାରେ ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ, ଆସନ୍ତା ଜାନୁଆରୀ ମାସ ସୁଦ୍ଧା କାର୍ଯ୍ୟରେ ଯୋଗଦେବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ– ଓସେପା ପକ୍ଷରୁ ସୂଚନା…

ଯଦି ପତ୍ନୀ ଘର ଛାଡ଼ି ଚାଲିଯାଆନ୍ତି, ତେବେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ ପାଇଁ କେତେ ବର୍ଷ ଅପେକ୍ଷା କରିବାକୁ ପଡିବ ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଭାରତରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଏ । ଥରେ ଉଭୟ ପରସ୍ପରର ହାତ ଧରିଲେ ୭ ଜନ୍ମ ପାଇଁ ଏକାଠି ରହିବାକୁ ପ୍ରତିଜ୍ଞା କରନ୍ତି । ମହାରାଷ୍ଟ୍ରର ନାଗପୁର ସହ ଜଡିତ ଏକ…

ପ୍ରଯୋଜକ ଟୁଟୁ ନାୟକ ଜାମିନ ଆବେଦନ ମାମଲା: ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର: ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାକୁ ନେଇ ଟୁଟୁ ନାୟକ ଗିରଫ ହୋଇଛନ୍ତି । ଏନେଇ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଅବେଦନ ଘୁଞ୍ଚିଛି । ଏହି ଆବେଦନର ଶୁଣାଣି ୮ ତାରିଖକୁ ଘୁଞ୍ଚିଛି । ଅପଡେଟ୍ କେସ୍ ଡାଏରୀ…

୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆସି ଭାଙ୍ଗିଦେଲେ ଅମ୍ବାଭୋନା ଥାନା; ଘଟଣାକୁ ନେଇ ମାମଲା ରୁଜୁ କଲା ପୋଲିସ

ଓଡିଶା ଭାସ୍କର; ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ନେଇ ମାମଲା ରୁଜୁ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ମିନା। ସେ କହିଛନ୍ତି, ଗୋଟିଏ ଗାଡ଼ିରେ ଗଞ୍ଜେଇ…

“deepfake” video ଉପରେ କଡା ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ, ୩୬ ଘଣ୍ଟା ମଧ୍ୟରେ ନ ହଟାଇଲେ ପ୍ଲାଟଫର୍ମ ବିରୁଦ୍ଧରେ ଦୃଢ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ବନାଯାଇଥିବା deepfake" video ଉପରେ ନିଜର କଡା ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ…

ରାଜଧାନୀରେ ୧୩ରୁ ୨୦ ପର୍ଯ୍ୟନ୍ତ ଲାଗୁ ରହିବ ଅଡ-ଇଭିନ୍ ଫର୍ମୁଲା: ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ୧୩ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଲାଗୁ ରହିବ ଅଡ-ଇଭିନ୍ ଫର୍ମୁଲା, ଯାହାର ଘୋଷଣା କରିଛନ୍ତି କେଜରିୱାଲ ସରକାର । ଏହା ଅଧୀନରେ ସପ୍ତାହରେ କିଛି ଦିନ କେବଳ ଇଭିନ୍ ନମ୍ବର ପ୍ଲେଟ୍…