Browsing Category

Breaking News

India vs New zealand match; ଭାରତ ସମ୍ମୁଖରେ ୨୭୪ ରନର ଟାର୍ଗେଟ

ଓଡିଶା ଭାସ୍କର; ୨୦୨୩ ବିଶ୍ୱକପକୁ ନେଇ ଭଲ ପଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ଏହି ମହାଲଢେଇରେ ଅଦ୍ୟପି କୌଣସି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇନାହିଁ ଭାରତ । ନିଜର ବୋଲି, ବ୍ୟାଟିଂ ସହ ଅନ୍ୟ ସବୁଥିରେ ସୁନ୍ଦର…

ପୃଥିବୀର ନିକଟତର ଏହି ଗ୍ରହରେ ହୋଇଥାଏ ହୀରା ବର୍ଷା, ଜାଣନ୍ତୁ କିପରି ପ୍ରାକୃତିକ ରୂପରେ ତିଆରି ହୋଇଥାଏ ହୀରା

ନୂଆଦିଲ୍ଲୀ: ହୀରା ପୃଥିବୀ ପୃଷ୍ଠକୁ କିପରି ଆସିଛି ଏହାକୁ ନେଇ ଆଜି ବି ଏହାକୁ ନେଇ ସ୍ପଷ୍ଟ ଭାବରେ କିଛି କୁହାଯାଇପାରିବ ନାହିଁ । କିଛି ଲୋକଙ୍କ ମତ ପୃଥିବୀକୁ ଉଲ୍‌କା ପିଣ୍ଡ ସହ ହୀରା ଆସିଛି । ଆଉ କିଛି ଲୋକ କହନ୍ତି…

ଦୁର୍ଗାପୂଜା ବେଳେ ଅଘଟଣ; ପଶ୍ଚିମବଙ୍ଗରେ ୨ ଓଡ଼ିଆ ମୃତ, ୫ ଗୁରୁତର

ଓଡିଶା ଭାସ୍କର; ଦୁର୍ଗାପୂଜା ବେଳେ ଏକ ଅଘଟଣ ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି ୭ ଜଣ ଓଡ଼ିଆ ଯାତ୍ରୀ । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫…

ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ହଟିଲା: ଲଢ଼ିବେ ଆଗାମୀ ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ମାସରେ ବିଭିନ୍ନ ପର୍ଯ୍ୟାୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେନେଇ ପ୍ରମୁଖ ରାଜନୈତିକ ଦଳମାନେ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବା ସହିତ କ୍ଷମତା ଦଖଲ ପାଇଁ ରଣନୀତି ପ୍ରସ୍ତୁତ…

ଦାହ ସଂସ୍କାର ସମୟରେ ନିଆଁରେ ଜଳେ ନାହିଁ ଶରୀରର କେଉଁ ଅଂଶ, ଜାଣନ୍ତୁ ଏହା ପଛରେ ଥିବା ଆଶ୍ଚର୍ଯ୍ୟଜନକ କାରଣ

ମୃତ୍ୟୁ ପରେ ସମସ୍ତଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ । ହିନ୍ଦୁ ମାନ୍ୟତା ଅନୁସାରେ ଶରୀରକୁ ଅଗ୍ନିରେ ଜଳାଇବାର ପରମ୍ପରା ରହିଛି । ଏହାଦ୍ୱାରା ଆମ ଶରୀରର ଗୋଟି ଗୋଟି ଅଂଶ ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶ ଏହି…

ଇସ୍ରାଏଲ ସେନା ପକ୍ଷରୁ ଗାଜାବାସୀଙ୍କୁ ବଡ଼ ଚେତାବନୀ; ଉତ୍ତର ଗାଜା ଛାଡି ପଳା ନଚେତ ସମସ୍ତେ…

ଓଡିଶା ଭାସ୍କର; ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କରରୁ ଅତି ଭୟଙ୍କର ହେଲାଣି । ପ୍ରତିଶୋଧ ପରାୟଣ ହୋଇ ସମ୍ପୂର୍ଣ୍ଣ ଗାଜା ସହରକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ଲକ୍ଷ୍ୟରେ ରହିଛି ଇସ୍ରାଏଲ । ହମାସକୁ…

ପୂଜାରେ ବଡ଼ ଅଘଟଣ: ୪ ଜଣ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ଙ୍କ ଆଗମନରେ ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦି ଉତ୍ସବ ମୁଖର ହୋଇ ଉଠିଛି । ଆଜି ଅଷ୍ଟମୀରେ ମା’ ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କର ପ୍ରବଳ ଗହଳି…

ସୋଲାର ପ୍ୟାନେଲକୁ ନେଇ ସରକାର ଜାରି କଲେ ନୂଆ ଗାଇଡଲାଇନ, କେବଳ ମେକ୍ ଇନ୍ ଇଣ୍ଡିଆକୁ ମିଳିବ ଅନୁମୋଦନ

ନୂଆଦିଲ୍ଲୀ: ସୋଲାର ପ୍ୟାନେଲକୁ ନେଇ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନ୍ ଅନୁସାରେ ସରକାର ସ୍ପଷ୍ଟ କରିଛନ୍ତି କି ଆଗାମୀ ୩-୪ ବର୍ଷ ମଧ୍ୟରେ କେବଳ ମେଡ୍ ଇନ୍ ଇଣ୍ଡିଆ ସେଲ୍ , ୱାଫର୍ସ ଓ…

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦକୁ ଗୁଳିକରି ହତ୍ୟା

ନୂଆଦିଲ୍ଳୀ: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ଗୁଳି କରି ହତ୍ୟା କରାଯାଇଛି । ଲସ୍କର-ଏ-ଜବାରର ପ୍ରତିଷ୍ଠାତା ଦାଉଦ ମଲିକକୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଥିବା ଏକ ପାକିସ୍ତାନୀ ମିଡ଼ିଆ ପକ୍ଷରୁ…

ଦିଲ୍ଲୀରେ ପ୍ରତି ଘଣ୍ଟାରେ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ: ୩୩୦ରେ ପହଞ୍ଚିଲାଣି ଏକ୍ୟୁଆଇ, ଲାଗୁ ହୋଇପାରେ ଲକଡାଉନ୍

ନୂଆଦିଲ୍ଲୀ:ଦୀପାବଳି ପୂର୍ବରୁ ଦିଲ୍ଲୀର ଜଳବାୟୁ ପୁରା ବିଷାକ୍ତ ହୋଇସାରିଲାଣି । ରାଜଧାନୀରେ ପ୍ରତି ଘଣ୍ଟାରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ । ରବିବାର ଦ୍ୱିପ୍ରହର ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ…