Browsing Category

Breaking News

ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସଙ୍ଗୀତ ଜଗତରୁ ଆସିଛି ଏକ ଦୁଃଖ ଖବର । ରାଜ୍ୟର ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର ବିନୋଦିନୀ ଦେବୀ ଆଉ ନାହାନ୍ତି । ଓଡ଼ିଆ ସିନେମା ଜଗତରେ ଅନେକ ମନଛୁଆଁ ସଙ୍ଗୀତ ସୃଷ୍ଟି…

୨୦୦୦ କର୍ମଚାରୀଙ୍କର ଗଲା ଚାକିରି: ଏହି କମ୍ପାନୀ ବର୍ତ୍ତମାନ ସୁଦ୍ଧା ୭ ହଜାର ଲୋକଙ୍କୁ କରିଛି ଛଟେଇ

ନୂଆଦିଲ୍ଲୀ: ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିପଡ଼ିଛନ୍ତି । ବର୍ତ୍ତମାନ ତୃତୀୟ ତ୍ରୈମାସିକରେ ସିଟିଗ୍ରୁପ୍ ଏହାର ୨୦୦୦ କର୍ମଚାରୀଙ୍କୁ ଛଟେଇ କରିଛି । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ସିଟିଗ୍ରୁପ୍…

ବାଲିଯାତ୍ରା କମିଟିର ଦ୍ୱିତୀୟ ବୈଠକ : ନକ୍ସା ହେଲା ଉନ୍ମୋଚିତ, ନଭେମ୍ବର ୧ରୁ ଆରମ୍ଭ ହେବ ଷ୍ଟଲ ବୁକିଂ

କଟକ: ରବିବାର ଦିନ ମଞ୍ଚେଶ୍ୱର ସତ୍ୟବିହାର ସ୍ଥିତ ଏକ ଘରୋଇ ମଣ୍ଡପରେ ବାଲିଯାତ୍ରା କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯଶୋବନ୍ତ ଓଝା ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଚଳିତ ବର୍ଷ…

ଓଡ଼ିଶା ସରକାରଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆଜିଠୁ ସ୍ପଟ୍‍ ନାମଲେଖା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍‍ ନାମଲେଖା ହେବ । ଆଜିଠାରୁ ୩୧ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ । ରାଜ୍ୟର ଯୋଗ୍ୟ ତଥା…

OSSC CGL 2023: ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ…

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିର ଶେଷ ନିଃଶ୍ୱାସ…

ଇସ୍ରାଏଲରେ ଦୁଇ ଭାରତୀୟ ବଂଶୋଦ୍ଭବ ଯବାନ ସହିଦ

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଏବେ ବି ଥମିନାହିଁ । ଏହା ମଧ୍ୟରେ ଯୁଦ୍ଧରେ ଦୁଇପକ୍ଷର ମୃତ୍ୟୁସଂଖ୍ୟା ୩,୨୦୦ରେ ପହଞ୍ଚିଥିବା ବେଳେ ଗାଜା…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଞ୍ଚଳିକ ଫୋରେନସିକ ଲାବୋରେଟୋରୀ: କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବ AIIMS

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖରେ ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର କ୍ଷତ ଆଜି ବି ମନରୁ ଲିଭି ନାହିଁ । ଉକ୍ତ ଦୁର୍ଘଟଣାର ଦୁଃଖଦ ଚିତ୍ର ସାରା ବିଶ୍ୱକୁ…

ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍‌-ବୋଲେରୋ ମୁହାଁମୁହିଁ, ୨ମୃତ, ୨ ଗୁରୁତର

କଣ୍ଟାବାଜି : ଦିନକୁ ଦିନ ଦୁର୍ଘ;ଣାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ପୁଣି ଏକ ଦୁର୍ଘଟଣା କଣ୍ଟାବାଞ୍ଜିରୁ ସାମ୍ନାକୁ ଆସିଛି । ଟ୍ରକ୍‌-ବୋଲେରୋ ମୁହାଁମୁହିଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି…

ପେନସନଭୋଗୀଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କଲେ କେନ୍ଦ୍ର ସରକାର: ଏଣିକି ଘରେ ବସି ବସି ହୋଇଯିବ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ନିଜେ କିମ୍ବା ଆପଣଙ୍କ ପରିବାରର କେହି ଜଣେ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୃଦ୍ଧ ପେନସନଭୋଗୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ସମସ୍ତ ପେନସନ୍ ପ୍ରଦାନ…