Browsing Category
Breaking News
ଅଧିକାରୀ କହିଲେ ପାର୍ଟି ଦେଲେ ହେବ କାର୍ଯ୍ୟାନୁଷ୍ଠାନ; ଛେଳି, କୁକୁଡା, ମଦ ଓ ସିଗାରେଟ୍ ସାଥିରେ ଧରି କୃଷି କାର୍ଯ୍ୟାଳୟରେ ପହଞ୍ଚିଥିଲେ…
ହିଙ୍ଗୋଲି: ମହାରାଷ୍ଟ୍ର ହିଙ୍ଗୋଲୀରେ ନକଲି ଜୈବିକ ସାର ଓ ବିହନ ବିକ୍ରୀ କରୁଥିବା କମ୍ପାନୀ ଓ ଦୋକାନୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରି ସ୍ୱାଭିମାନୀ କୃଷକ ସଂଗଠନ ଗତ ୪ ମାସ ଧରି ଲଗାତର ଆନ୍ଦୋଳନ…
ବିଜେପିରୁ ଇସ୍ତଫା ଦେଲେ ଏହି ଅଭିନେତା: କହିଲେ- ‘ଜାତୀୟ ବିବାଦର ମୁକାବିଲା କରିବାରେ ସରକାର ଅକ୍ଷମ’
ନୂଆଦିଲ୍ଲୀ: ଜଣାଶୁଣା ମଣିପୁରୀ ଚଳଚ୍ଚିତ୍ର ଅଭିନେତା ରାଜକୁମାର କାଇକୁ ଓରଫ୍ ସୋମେନ୍ଦ୍ର ମଣିପୁରରେ ଦୁଇ ଯୁବ ଛାତ୍ରଙ୍କ ନିର୍ଦ୍ଦୟ ହତ୍ୟାକୁ ନେଇ କ୍ରୋଧ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ବୁଧବାର ସେ ଶାସକ…
ଗୁଗଲରେ ସର୍ଚ୍ଚ କରୁଥିଲେ ଆତ୍ମହତ୍ୟାର ସହଜ ଉପାୟ, ଇଣ୍ଟରପୋଲ ପାଖରେ ସୂଚନା ପହଞ୍ଚିବା ପରେ କ’ଣ ହେଲା ଜାଣନ୍ତୁ
ନୂଆଦିଲ୍ଲୀ: ଆମେ ବିଭିନ୍ନ ସମୟରେ ବିଭିନ୍ନ ବିଷୟରେ ତଥ୍ୟ ଜାଣିବା ପାଇଁ ଗୁଗଲର ସହାୟତା ନେଇଥାଉ । କିନ୍ତୁ ଜଣେ ବ୍ୟକ୍ତି ଗୁଗଲରେ ଆତ୍ମହତ୍ୟା କରିବାର ସବୁଠାରୁ ସହଜ ଉପାୟ ଖୋଜି ପୋଲିସ ହାତରେ ଧରାପଡିଯାଇଛନ୍ତି । ଏବେ…
ପ୍ରସିଦ୍ଧ କୃଷି ବୈଜ୍ଞାନିକ ଏମ.ଏସ ସ୍ୱାମୀନାଥନଙ୍କ ପରଲୋକ: ୯୮ ବର୍ଷରେ ନେଲେ ବିଦାୟ
ନୂଆଦିଲ୍ଲୀ: ପ୍ରସିଦ୍ଧ କୃଷି ବୈଜ୍ଞାନିକ ଏମ.ଏସ ସ୍ୱାମୀନାଥନ ଆଉ ନାହାନ୍ତି । ୯୮ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି । ଚେନ୍ନାଇଠାରେ ସ୍ୱାମୀନାଥନ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାମିଲନାଡ଼ୁର ଟେନାମ୍ପେଟ…
ଫ୍ଲିପକାର୍ଟର ବିଗ୍ ବିଲିୟନ ଡେ’ ସେଲ୍, ଏହି ୮ ଦିନ ପର୍ଯ୍ୟନ୍ତ ଆପଣ ବିଭିନ୍ନ ପ୍ରକାର ପ୍ରଡକ୍ଟ ବହୁତ କମ୍ ଦାମ୍ରେ କିଣିପାରିବେ
ନୂଆଦିଲ୍ଲୀ:ଆସିଗଲାଣି ପାର୍ବଣ ଋତୁ । ଆପଣ ଯଦି ଏହି ସମୟରେ ଅନଲାଇନ କମର୍ସିିଆଲ ସାଇଟ୍ ଫ୍ଲିପକାର୍ଟରେ ବିଗ୍ ବିଲିୟନ ଡେ’ ସେଲ୍କୁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କ ଲାଗି ଆସିଛି ଏକ ଖୁସି ଖବର । ଏବେ ଫ୍ଲିପକାର୍ଟ…
ଚନ୍ଦ୍ରଯାନ-୩ ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡିଂ କରିନାହିଁ: ଭାରତର ସଫଳତାକୁ ମିଛ ବୋଲି କହିଲା ଚୀନ
ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ମିଶନ ଇତିହାସ ରଚିବା ପରେ ବିଶ୍ୱର କୋଣ ଅନୁକୋଣରୁ ଛୁଟିଥିଲା ପ୍ରଶଂସାର ସୁଅ । ନାସା ଠାରୁ ଆରମ୍ଭ କରି ୟୁରୋପୀୟ ମହାକାଶ ସଂସ୍ଥା ଏନେଇ ଭାରତକୁ ଅଭିନନ୍ଦନ ଜଣାଇଥିଲେ । ବିଶ୍ୱର…
ଶେଷ ମୁହୂର୍ତ୍ତରେ ଛୁଟି ବାତିଲ କଲା ଆରବିଆଇ: ନୂଆ ନିର୍ଦ୍ଦେଶ ପରେ ‘ଇଦ’ରେ ଏହି ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶେଷ ମୁହୂର୍ତ୍ତରେ ଇଦ୍-ଇ-ମିଲାଦ ଛୁଟିରେ ପରିବର୍ତ୍ତନ କରିଛି । ପୂର୍ବରୁ ଏହି ବ୍ୟାଙ୍କ ଛୁଟି ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ସହରରେ ୨୮ ଓ ୨୯…
୫ ଘଣ୍ଟା ଜାମ୍ ହେଲା ବେଙ୍ଗାଲୁରୁ ସହର: ସକାଳୁ ସ୍କୁଲ ଯାଇଥିବା ପିଲା ରାତିରେ ଫେରିଲେ ଘରକୁ
ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ସହରମାନଙ୍କରେ ଟ୍ରାଫିକ ସମସ୍ୟା ଏପରି ହୋଇଥାଏ ଯେ, ଜନସାଧାରଣଙ୍କୁ ମାତ୍ର କିଛି ଦୂରର ରାସ୍ତା ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଯାଇଥାଏ । ତେବେ ଏଭଳି ଏକ ବଡ଼ ଦୃଶ୍ୟ…
ମନ୍ଦିରର ଦାନବାକ୍ସରୁ ବାହାରିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୧ ଟଙ୍କା ଭର୍ତ୍ତି ଲଫାଫା ! ଲୋକ କହିଲେ ଆମ ପ୍ରଧାନମନ୍ତ୍ରୀ କ’ଣ ଏତେ କଞ୍ଜୁସ
ଜୟପୁର: ଶୀର୍ଷକଟି ପଢି ଆପଣଙ୍କ ମନ ମଧ୍ୟରେ ଅନେକ ପ୍ରଶ୍ନ ନିଶ୍ଚୟ ଉଙ୍କି ମାରିବ । କିନ୍ତୁ ଏପରି ଲେଖିବା ପଛରେ କିଛି ଏକ କାରଣ ରହିଛି । ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ…
ବିଶ୍ୱକପ ପୂର୍ବରୁ ସନ୍ନ୍ୟାସ ଘୋଷଣା: ୧୫ ଜଣିଆ ଟିମରେ ସ୍ଥାନ ମିଳିଥିଲା
ନୂଆଦିଲ୍ଲୀ: ଆସନ୍ତା ମାସ ୫ ତାରିଖରେ ଭାରତରେ ଦିନିକିଆ ବିଶ୍ୱକପ ମ୍ୟାଚ ହେବ । ସେଥିପାଇଁ ବିଶ୍ୱର ବିଭିନ୍ନ ଦେଶ ବିଶ୍ୱକପ ଖେଳିବା ପାଇଁ ଭାରତ ଗସ୍ତ କରିଛନ୍ତି । ସାଧାରଣ ଭାବେ ଜଣେ ଖେଳାଳିଙ୍କ ପାଇଁ ବିଶ୍ୱକପ…