Browsing Category
Breaking News
ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଓଡ଼ିଆ ଝିଅ ମନସ୍ଵିନୀ ମହାରଣା
ଓଡିଶା ଭାସ୍କର: ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଗଞ୍ଜାମର ଝିଅ ମନସ୍ଵିନୀ ମହାରଣା । ଆର୍ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ମନସ୍ଵିନୀ…
Big Breaking: ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍ ଧର୍ମଘଟ
ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଅକ୍ଟୋବର ୧୦ ତାରିଖ ଦିନ ବସ୍ ଧର୍ମଘଟ ହେବା କଥା ସାମ୍ନାକୁ ଆସିଛି । ଏହି ଧର୍ମଘଟ ନେଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟ…
ତୁମେ ମରିଯାଅ… କାହାକୁ ଏମିତି କହିବା ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବା କି? କ’ଣ କହିଲେ ହାଇକୋର୍ଟ
ନୂଆଦିଲ୍ଲୀ: ମଣିଷର ରାଗ ଖୁବ ଭୟଙ୍କର । ରାଗରେ କେଉଁ ବ୍ୟକ୍ତି କେତେବେଳେ କି ପ୍ରକାର ନିଷ୍ପତ୍ତି ନେଇଯିବ, ତାହା କହିବା ବି ମୁସ୍କିଲ । ବେଳେବେଳେ ରାଗରେ ଜଣେ ବ୍ୟକ୍ତି ଅନ୍ୟ ଜଣକୁ ମରିଯିବା ପାଇଁ ମଧ୍ୟ କହିଦିଏ ।…
ରାଷ୍ଟ୍ରୀୟ ବୀଜ ନିଗମରେ ଜୁନିୟର ଅଫିସର ଓ ଟ୍ରେନି ପଦ ଲାଗି ଆବେଦନ ତାରିଖ ବଢିଲା, କେତେ ରହିଛି ଦରମା ଓ କିପରି କରିବେ ଆବେଦନ ଜାଣି ନିଅନ୍ତୁ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ବୀଜ ନିଗମ ଲିମିଟେଡ୍ ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ଲାଗି ଆବେଦନପତ୍ର ଆହ୍ୱାନ କରାଯାଇଥିଲା । ଏବେ ଏହାର ଆବେଦନ ତାରିଖକୁ ବୃଦ୍ଧି କରାଯାଇ ୧୦ ଅକ୍ଟୋବର ୨୦୨୩ କରି ଦିଆଯାଇଛି । ଯେଉଁ…
ଖାଲିସ୍ତାନ-ଗ୍ୟାଙ୍ଗଷ୍ଟର ନେଟୱାର୍କ ଉପରେ NIA ର ବଡ ଆକ୍ସନ, ୭ଟି ରାଜ୍ୟର ୫୩ଟି ସ୍ଥାନରେ ଚଢ଼ାଉ
ନୂଆଦିଲ୍ଲୀ: ଦେଶରେ ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର-ଡ୍ରଗ୍ ଚୋରା ଚାଲାଣକାରୀ ନକ୍ସଲବାଦକୁ ଧ୍ୱଂସ କରିବା ପାଇଁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ବୁଧବାର ଦିନ ଦେଶର ୭ ଟି ରାଜ୍ୟରେ ଚଢ଼ାଉ କରିଛି। ଏନଆଇଏ ଦ୍ୱାରା…
ଏଣିକି କଲେଜରେ ଲାଗିବ ବାୟୋମେଟ୍ରିକ୍ ମେସିନ୍, ଦୈନିକ ୭ ଘଣ୍ଟା କାଳ ଉପସ୍ଥାନ ରଖିବେ ଅଧ୍ୟାପକ ; ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ
ଭୁବନେଶ୍ୱର; କଲେଜ ଅଧ୍ୟାପକଙ୍କୁ ଜଗିବ ବାୟୋମେଟ୍ରିକ୍ ମେସିନ୍ । ଅଧ୍ୟାପକ ମାନେ ଠିକ୍ ସମୟରେ କଲେଜ ଆସି ପିଲାଙ୍କୁ ପାଠ ପଢ଼ାଇ ଠିକ୍ ସମୟରେ ଘରକୁ ଫେରୁଛନ୍ତି ନା ନାହିଁ ତାହାକୁ ତର୍ଜମା କରି ରିପୋର୍ଟ ପ୍ରଦାନ…
ବାବୁସାନଙ୍କ ‘ଦମନ’ ଘୋଡ଼ାକୁ ମିଳିପାରେ ବଡ଼ ସମ୍ମାନ: ଅଷ୍ଟମ ପ୍ରଜାତିର ଘୋଡ଼ାର ମିଳିପାରେ ମାନ୍ୟତା
ମାଲକାନାଗିରି: ଅଷ୍ଟମ ପ୍ରଜାତିର ଘୋଡ଼ା ଭାବରେ ମାନ୍ୟତା ପାଇପାରେ ମାଲକାନାଗିରିର ଘୋଡ଼ା । ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଦେଖାଯାଉଥିବା ଘୋଡ଼ାକୁ ଏହି ବଡ଼ ମାନ୍ୟତା ପ୍ରଦାନ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।…
କୁକୁରଙ୍କୁ ନେଇ ନଗର ନିଗମର କଡା ନିୟମ, ରେଜିଷ୍ଟ୍ରେସନ ଫି’ ବଢିବା ସହିତ ନିୟମ ନ ମାନିଲେ ଦେବାକୁ ପଡିବ ୧୦,୦୦୦ ଜୋରିମାନା
ଗାଜିଆବାଦ: ଯଦି ଆପଣ ଜଣେ ଡଗ୍ ଲଭର ତେବେ ଏହି ଖବର ଜାଣିବା ଆପଣଙ୍କ ଲାଗି ବହୁତ ଜରୁରୀ । କାରଣ ଗାଜିଆବାଦରେ ଏବେ କୁକୁର ପାଳିବା ଆହୁରି ମହଙ୍ଗା ହୋଇଯାଇଛି । ପ୍ରକୃତ ଘଟଣା ହେଉଛି ଗାଜିଆବାଦ ସହିତ ଏହାର ନିକଟବର୍ତ୍ତୀ…
ହିଂସ୍ର ହେଉଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର, ବର୍ଷକ ଭିତରେ ୧୧ ଜଣଙ୍କୁ କାମୁଡ଼ିଲାଣି
ଓଡିଶା ଭାସ୍କର; ବିଶ୍ୱର ସମସ୍ତ କ୍ଷମତାଶାଳୀ ନେତାଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ ତାଙ୍କର ଏକ ପୋଷା କୁକର 'କମାଣ୍ଡର’ ସହ ଅନେକ ଥର ମଧ୍ୟ ନଜର ଆସିଛନ୍ତି । କିନ୍ତୁ ତାଙ୍କର…
(Video) ଆଉ ନାହାନ୍ତି ବିକ୍ରମ-ପ୍ରଜ୍ଞାନ… ଜହ୍ନ ରାଇଜରେ ଗଡ଼ିବନି ଚନ୍ଦ୍ରଯାନ-୩, ଅଧାରେ ରହିଲା ‘Moon Mission’
ଚନ୍ଦ୍ରଯାନ-୩କୁ ନେଇ ଏକ ବିରାଟ ସୂଚନା ଦେଇଛି ଭାରତର ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋ । ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଉପରେ ଇସ୍ରୋ ଏକ ବଡ଼ ମନ୍ତବ୍ୟ ଦେଇଛି, ଯାହା ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ସମେତ…