
Browsing Category
Breaking News
iPhone 15କୁ ନେଇ ଏବେ ସ୍କାମର୍ସମାନେ କରୁଛନ୍ତି ଠକେଇ, ଭୁଲରେ ମଧ୍ୟ କରନ୍ତୁନି ଏହି କାମ
ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଭାରତରେ ଆଇଫୋନ-୧୫ ସେପ୍ଟେମ୍ବର ୨୨ ତାରିଖରେ ଲଞ୍ଚ କରାଯାଇଛି । ବର୍ତ୍ତମାନ ବଜାରରେ ଆଇଫୋନ-୧୫ର କ୍ରେଜ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ସ୍କାମର୍ସ ମଧ୍ୟ ଆଇଫୋନକୁ ନେଇ…
‘ଏକ ଦେଶ- ଏକ ନିର୍ବାଚନ’: କମିଟିର ପ୍ରଥମ ବୈଠକରେ କ’ଣ ନିଷ୍ପତ୍ତି ନିଆଗଲା
ନୂଆଦିଲ୍ଲୀ: ‘ଏକ ଦେଶ- ଏକ ନିର୍ବାଚନ’କୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜନୈତିଳ ଦଳ ଓ ଆଇନ ଆୟୋଗଙ୍କ ପରାମର୍ଶ ଓ…
ଆଜି ଏବଂ କାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ
ଭୁବନେଶ୍ୱର: ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା । ସେହିପରି ଆଜି ଏବଂ କାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ଆକଳନ କରାଯାଇଛି । ଆଜି…
କ୍ଷଣିକେ ପୃଥିବୀକୁ ଧ୍ୱଂସ କରିପାରେ ଏହି ଜିନିଷ! ମହାକାଶରେ ଏହାର ଉପସ୍ଥିତିକୁ ନେଇ ଚିନ୍ତାରେ ବୈଜ୍ଞାନିକ
ନୂଆଦିଲ୍ଲୀ: ମହାକାଶରେ ଏପରି କିଛି ଜିନିଷ ରହିଛି, ଯାହା ପୃଥିବୀ ପାଖକୁ ଆସିଲେ ମଧ୍ୟ ଏହା ବିନାଶର କାରଣ ହୋଇପାରେ । ବୈଜ୍ଞାନିକଙ୍କୁ ଏପରି କିଛି ଜିନିଷ ମିଳିଛି, ଯେଉଁଥି ପାଇଁ ସେମାନେ ଚିନ୍ତାରେ ଅଛନ୍ତି । କହିବାକୁ…
ଆଜି ଶୁଭାରମ୍ଭ ହେବ ଦ୍ୱିତୀୟ ପୁରୀ-ରାଉରକେଲା ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ , ଭର୍ଚୁଆଲରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର; ଆଜିଠୁ ପୁରୀ-ରାଉରକେଲା ମଧ୍ୟରେ ଗଡିବ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଓଡିଶାବାସୀଙ୍କ ପାଇଁ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର…
କ୍ରିକେଟରେ ଭାରତର ପଦକ ସୁନିଶ୍ଚିତ: ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ
ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଇତିହାସ ରଚିଛି ଭାରତ । ସେମିଫାଇନାଲରେ ବାଂଲାଦେଶକୁ ହରାଇ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି । ଏହି ବିଜୟ ଫଳରେ ଭାରତ ତା’ର ପଦକ ସୁନିଶ୍ଚିତ କରିଛି । ଫାଇନାଲରେ ଜିତିଲେ ଭାରତ…
ମୋଦୀଙ୍କୁ ଜିତାଇବ ‘ମୋଦୀ ମିତ୍ର’ ଅଭିଯାନ: ଆସନ୍ତା ଲୋକସଭା ନିର୍ବାଚନରେ ଅଧିକ ସଂଖ୍ୟକ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ଦେବ ବିଜେପି
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଜିତି ହ୍ୟାଟ୍ରିକ ଅର୍ଜନ କରିବା ଲକ୍ଷ୍ୟରେ ରହଛି ବିଜେପି । ଏନେଇ ବିଜେପି ପ୍ରତ୍ୟେକ ରାଜ୍ୟରେ ନିଜର ସଂଗଠନକୁ ମଜବୁତ କରିବା ପାଇଁ ପ୍ରଚାର, ରାଲି ପାଇଁ ପ୍ରି-ପ୍ଲାନ…
ଆଜି ରାଘବ ଚଡାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି ଚୋପ୍ରା, ହଳଦୀ-ମେହେନ୍ଦୀ ରଶମରେ ହେଲା ଦମଦାର ଧମାଲ
ଉଦୟପୁର: ପରିଣୀତି ଚୋପ୍ରା ଏବଂ ରାଘବ ଚଡା ଆଜି ଦୁହେଁ-ଦୁହିଁଙ୍କର ହୋଇଯିବେ । ଆଜି ଅର୍ଥାତ୍ ୨୪ ସେପ୍ଟେମ୍ବର ଦିନ ରାଜସ୍ଥାନର ଉଦୟପୁରରେ ଥିବା ହୋଟେଲ ଲୀଲା ଆଣ୍ଡ ତାଜ ପ୍ୟାଲେସରେ ସେମାନେ ବିବାହ ବନ୍ଧନରେ ବାନ୍ଧି…
ବାଂଲାଦେଶ ୫୧ ରନରେ ଅଲଆଉଟ୍: ଐତିହାସିକ ପଦକ ଲକ୍ଷ୍ୟରେ ଭାରତ
ନୂଆଦିଲ୍ଲୀ: ମାଲେଶିଆ ବିପକ୍ଷ କ୍ୱାର୍ଟର ଫାଇନାଲ ବର୍ଷା କାରଣରୁ ବାଧାପ୍ରାପ୍ତ ହେବା ପରେ ଆଜି ଏସିଆନ ଗେମ୍ସରେ ଭାରତ-ବାଂଲାଦେଶ ମଧ୍ୟରେ ହ୍ୱାଙ୍ଗଝୁଠାରେ ସେମିଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ୯ ବର୍ଷ ପରେ ଏସିଆନ…
ଏସିଆନ ଗେମ୍ସ: ଭାରତକୁ ମିଳିଲା ପ୍ରଥମ ପଦକ
ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ପଦକ ମିଳିଛି । ଶୁଟିଂରେ ମହିଳା ଟିମକୁ ରୌପ୍ୟ ପଦକ ମିଳିଛି । ୧୦ ମିଟର ଏୟାର ରାଇଫଲ ଟିମ ଇଭେଣ୍ଟରେ ଭାରତ ଏହି ସଫଳତା ହାସଲ କରିଛି । ମେହୁଲି ଘୋଷ, ରମିତା, ଅଶି ଚୋକ୍ସି…