CHARIDHAM
Browsing Category

Breaking News

ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବ ବିଜେପି; ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଏହି ଅବସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

ଏମ୍ସରେ ବାହାରିଲା ସରକାରୀ ଚାକିରି, ଆସନ୍ତା ମାସ ପର୍ଯ୍ୟନ୍ତ କରନ୍ତୁ ଆବେଦନ: ୫୮ ବର୍ଷ ବର୍ଷୀୟଙ୍କୁ ମଧ୍ୟ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ ସରକାରୀ ଚାକିରି ଖୋଜୁଥିବା ଯୁବକଯୁତୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ବାସ୍ତବରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ), ପାଟନା ଅନେକ ପଦବୀ ପାଇଁ ନିଯୁକ୍ତି ବାହାର କରିଛି ।…

ନୂଆ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୋଦୀ: ବାରାଣସୀରେ ହେବ ନୂଆ ଗ୍ରାଉଣ୍ଡ

ନୂଆଦିଲ୍ଲୀ: ଭାରତରେ ଆଉ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣସୀରେ ନୂଆ ଷ୍ଟାଡିୟମ ନିର୍ମାଣ ହେବାକୁ…

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର : ମିଳିଲା ପରିବାର ପକ୍ଷରୁ ସୂଚନା

ଭୁବନେଶ୍ୱର : ଓଡ଼ିଆ ଭଜନ ଗାଇଥିବା କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଗତକାଲି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବାର ସୂଚନା ମିଳିଥିଲା । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରୁଛନ୍ତିା ବିଗତ ୭ ଦିନ ହେବ ଘରୋଇ…

(Video) ମହାକାଶକୁ ଯିବେ ପାକିସ୍ତାନୀ ମହିଳା: ୫ କୋଟି ଟଙ୍କା ଖର୍ଚ୍ଚ କରି କିଣିଲେ ଟିକେଟ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଭାରତର ସଫଳ ଅବତରଣ ପରେ ଅନେକ ଦେଶ ଏବେ ମହାକାଶକୁ ଯିବାର ଯୋଜନା ଚଳାଇଛନ୍ତି । ଭାରତର ଚନ୍ଦ୍ରଯାନ-୩ ପରେ ଋଷ ମଧ୍ୟ ନିଜର ଲୁନା-୨୫ ଚନ୍ଦ୍ରମା ଅଭିମୁଖେ ଉତକ୍ଷେପଣ କରିଥିଲା । କିନ୍ତୁ…

ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କ ସହ ମହାଦେବ ନଗରୀରେ ପହଞ୍ଚିଲେ ସଚ୍ଚିନ ତେନ୍ଦୁଲକର, କାଶୀ ବିଶ୍ୱନାଥ ମନ୍ଦିରରେ କଲେ ପୂଜା

ନୂଆଦିଲ୍ଲୀ:ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଆଜି ବାରଣାସୀରେ ପହଞ୍ଚିଛନ୍ତି ଓ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସଚ୍ଚିନଙ୍କ ସହିତ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ବି ଏହି ମନ୍ଦିରରେ…

ପୁରୁଷଙ୍କ ମନସ୍ତତ୍ତ୍ୱ ପଢିବାର କୌଶଳ ଶିଖାଉଛନ୍ତି ମହିଳା ଗୁପ୍ତଚର ଆଲିୟା ରୋଜା, କେତେ ରହିଛି ତାଙ୍କ ଫି’ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଗୁପ୍ତଚରଙ୍କ ଦୁନିଆ ଯେତିକି ବିସ୍ମୟକର ହୋଇଥାଏ ସେତିକି ରହସ୍ୟମୟ ବି ହୋଇଥାଏ । ସାଧାରଣ ଲୋକ ସେମାନଙ୍କ ମଧ୍ୟରେ ରହି ବି ସେମାନଙ୍କୁ ବୁଝି ପାରି ନ ଥାନ୍ତି । ସାରା ବିଶ୍ୱରେ ବହୁ ଗୁପ୍ତଚରଙ୍କ କାହାଣୀ…

ଲଘୁଚାପ ନେଇ ପାଣିପାଗ ବିଭାଗର ସୂଚନା; ପହିଲାରେ ଲଘୁଚାପ!

ଭୁବନେଶ୍ୱର; ଲଘୁଚାପକୁ ନେଇ ପାଣିପାଗ ବିଭାଗର ଏକ ବଡ଼ ଅପଡେଟ । ଆସନ୍ତା ସେପ୍ଟେମ୍ବର ୨୯ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାନେଇ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ…

ବନ୍ଦ ହେବାକୁ ଯାଉଛି SBIର ଏହି ଲାଭଦାୟକ ଯୋଜନା, ଶୀଘ୍ର ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ନିଜ ସଞ୍ଚୟର ନିବେଶ କରିବା ଲାଗି ଫିକ୍ସଡ ଡିପୋଜିଟ୍ ବା ଏଫଡି ସର୍ବଦା ଏକ ଲୋକପ୍ରିୟ ବିକଳ୍ପ ରହିଆସିଛି । ଏଥିରେ ଆପଣଙ୍କ ପଇସା ସୁରକ୍ଷିତ ରହିବା ସହ ରିଟର୍ଣ୍ଣ ବି ଜୋରଦାର ମିଳିଥାଏ । ବରିଷ୍ଠ…

ବଢିବ ଯୋଜନା ଟଙ୍କା, ୧୫୦୦ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ: ସମୟ ପୂର୍ବରୁ ଖାତାକୁ ଆସିପାରେ କିସ୍ତି

ଭୋପାଳ: ଆଗକୁ ଆସୁଛି ନିର୍ବାଚନ । ତେଣୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଲୋକମାନଙ୍କ ଭରସା ଜିତିବା ପାଇଁ ନିର୍ବାଚନରେ ବିଜୟୀ ହେବା ପାଇଁ ମାଷ୍ଟରପ୍ଲାନ କରୁଛନ୍ତି ବିଭିନ୍ନ ଦଳ । ଏହା ମଧ୍ୟରେ…