CHARIDHAM
Browsing Category

Breaking News

ରାତିରେ ଖାଇବା ଓ ଶୋଇବା ମଧ୍ୟରେ କେତେ ଘଣ୍ଟା ବ୍ୟବଧାନ ରଖିବା ଉଚିତ ? ନମାନୁଥିବା ବ୍ୟକ୍ତିଙ୍କୁ କ୍ୟାନ୍ସର ହେବାର ଆଶଙ୍କା ଅଧିକ: ସର୍ଭେ

ଖାଇବା ଓ ଶୋଇବାରେ କେତେକ ନୀତିନିୟମ ରହିଛି । ଏହାକୁ ଅନେକ ଅଣଦେଖା କରିଥାନ୍ତି । ରାତିରେ ଖାଇବା ପରେ ପରେ ଅନେକ ବିଛଣା ଧରନ୍ତି । ସ୍ୱାସ୍ଥ୍ୟ ପାଇଁ ଏହା ଆଦୌ ଠିକ୍ ନୁହେଁ । ନିକଟରେ ବାର୍ସିଲୋନା ଇନ୍ଷ୍ଟିଚ୍ୟୁଟ୍…

ଆଜିଠୁ ଆରମ୍ଭ ହେଉଛି ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ, ଏହି ସ୍ୱତନ୍ତ୍ର ଅଧିବେଶନରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି …

ଓଡିଶା ଭାସ୍କର; ଆଜିଠୁ ଆରମ୍ଭ ହେଉଛି ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା,…

ଭାବପ୍ରବଣ ହୋଇ ମୋଦୀଙ୍କୁ କୁଣ୍ଢାଇ ପକାଇଲେ ତାମିଲନାଡୁର ମାଛଜାଲ ତିଆରି କରୁଥିବା ବ୍ୟକ୍ତି, ଦେଖନ୍ତୁ Video

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ 'ପିଏମ୍ ବିଶ୍ୱକର୍ମା ଯୋଜନା'ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍…

ଜାତୀୟସ୍ତରରେ ଗୌରବ ଆଣିଲା କ୍ୟାପିଟାଲ ହସ୍ପିଟାଲ : ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ କାର୍ଯ୍ୟକ୍ରମରେ ମିଲିଲା ‘କ୍ୱାଲଟିି…

ଭୁବନେଶ୍ୱର : ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଜାତୀୟସ୍ତରରେ ସ୍ୱଚ୍ଛ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ଗୌରବ ଆଣିଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ୍ୟଅପିଟାଲ ହସ୍ପିଟାଲକୁ ନ୍ୟାସନାଲ କ୍ୱାଲିଟି…

ଏଥର ଗଣେଶ ପୂଜା ବର୍ଷାରେ ଭିଜିବାର ସମ୍ଭାବନା, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ କିଛି ନା କିଛି ବର୍ଷା ହେବ ବୋଲି ପୂର୍ବାନୁମାନ

ଓଡିଶା ଭାସ୍କର; ଆସନ୍ତା କାଲି ହେଉଛି ଗଣେଶ ପୂଜା ଯାହାକୁ ନେଇ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟୟରେ ପହଞ୍ଚିଛି । ଏହି ପୂଜାତ୍ସବକୁ ନେଇ ସମସ୍ତ ଭକ୍ତ ମାନେ ଉତ୍ସାହିତ ମଧ୍ୟ ରହିଛନ୍ତି । ହେଲେ ଏଥର ବର୍ଷାରେ ଗଣେଶ ପୂଜା…

୫୦୦ ଟଙ୍କାରେ ସିଲିଣ୍ଡର ସହ ମିଳିବ ୨୫୦୦ ଟଙ୍କା ଭତ୍ତା : କଂଗ୍ରେସର ନିର୍ବାଚନୀ ଘୋଷଣା

ହାଇଦ୍ରାବାଦ: ଚଳିତ ବର୍ଷ ଶେଷ ବେଳକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ କଂଗ୍ରେସ ନେତାମାନେ ଘନଘନ ସଭା ଓ ରାଲି କରୁଛନ୍ତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ଆଜି ତେଲେଙ୍ଗାନାରେ…

ରାଜ୍ୟ ଯୋଜନାରେ ଯୋଡ଼ି ହେଲା ପାନ ଓ କିଆଫୁଲ ଚାଷ: ମିଳିବ ସ୍ୱତନ୍ତ୍ର ଆର୍ଥିକ ସହାୟତା

ଭୁବନେଶ୍ୱର: ପାନଚାଷ ଓ କିଆଫୁଲ ଚାଷପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ପାନବରଜ ଚାଷୀ ଓ କିଆଫୁଲ ଚାଷୀ ବିଭିନ୍ନପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ଦୃଷ୍ଟିରେ…

ପାର୍ବଣ ଋତୁରେ ଅର୍ଥମନ୍ତ୍ରୀଙ୍କର ବଡ଼ ଉପହାର: ଏହି ଲୋକଙ୍କୁ ଏବେ ସୁଧ ଉପରେ ମିଳିବ ୮ ପ୍ରତିଶତ ସବସିଡି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ୱକର୍ମା ଯୋଜନା ଆରମ୍ଭ ହୋଇଛି । ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ଏକ ଖୁସି ଖବର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ…

ଟିମ୍ ଇଣ୍ଡିଆର ବିଜୟ ପରେ ଚାଲିଲା ‘ରାଜନୀତିର ବ୍ୟାଟିଂ’: କିଏ ‘ଇଣ୍ଡିଆ’କୁ ତ କିଏ ‘ଭାରତ’କୁ ଜଣାଇଲା ଅଭିନନ୍ଦନ

ନୂଆଦିଲ୍ଲୀ: ଆଜି ଏସିଆ କପର ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିଛି । ଭାରତୀୟ ପେସର ମହମ୍ମଦ ସିରାଜ ୧୬ଟି ବଲରେ ୫ଟି ୱିକେଟ ଅକ୍ତିଆର କରି ଏକାଧିକ…

‘ସାର, ମୋତେ ଖାଇବା ଓ ପଢ଼ିବା ପାଇଁ ସହଯୋଗ କଲେ ମୁଁ ଭଲ ପାଠ ପଢ଼ି ଦେଶର ସେବା କରିବି’: ମୁଖ୍ୟମନ୍ତ୍ରୀଙ୍କୁ ଏକ ଅନାଥ ଝିଅର ଦୁଃଖଭରା ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ସମାଜରେ ଅନେକ ଗରିବ ଶ୍ରେଣୀର ଲୋକ ରହିଛନ୍ତି । ମାତ୍ର କମ୍ ବୟସରୁ ଜୀବନରେ ସଂଘର୍ଷ କରିବା ବୋଧହୁଏ ଖୁବ କମ୍ ଲୋକଙ୍କ ଜୀବନରେ ଦେଖିବାକୁ ମିଳିଥାଏ । କୁହାଯାଏ ଯାହାର ବାପାମାଆ…