Browsing Category
Breaking News
DU ଜାରି କଲା ପିଜି ଆଡମିସନର କାର୍ଯ୍ୟସୂଚୀ, ଜାଣନ୍ତୁ ଏହିସବୁ ଜରୁରୀ ତାରିଖ
ନୂଆଦିଲ୍ଲୀ: ଦିଲ୍ଲୀ ୟୁନିଭର୍ସିଟି ପିଜି ପ୍ରୋଗ୍ରାମରେ ଆବେଦନକୁ ନେଇ ବଡ଼ ଘୋଷଣା କରିଛି । DU ତରଫରୁ ସିଏସଏଏସ ପୋର୍ଟାଲରେ ପୋଷ୍ଟ ଗ୍ରାଜୁଏସନ ପ୍ରୋଗ୍ରାମ ଦାଖଲ ପାଇଁ ରେଜିଷ୍ଟ୍ରେନ ପ୍ରକ୍ରିୟା ଆରମ୍ଭ କରିଛି ।…
ଶ୍ରୀକ୍ଷେତ୍ର ଧାମରେ ଚୋରି! ଶ୍ରୀମନ୍ଦିର ପରିସରରେ ପଡ଼ି ରହିଛି ଭଙ୍ଗା ଦାନବାକ୍ସ ଓ ଲୁହାଛଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ଆଜି ଏତେ ତଳକୁ ଖସି ଯାଇଛି ଯେ ଦେବାଦେବୀଙ୍କ ମନ୍ଦିରରୁ ମଧ୍ୟ ଲୁଟ୍ କରିବାକୁ ପଛାଉ ନାହିଁ । ଏହା ମଧ୍ୟରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ପୁରୀରୁ ଆସିଛି ଏକ ବଡ଼…
ମୋଦୀ ସରକାରଙ୍କ ନିଷ୍ପତ୍ତି ସାରା ବିଶ୍ୱରେ ସୃଷ୍ଟି କରିଛି ପ୍ରତିକ୍ରିୟା, ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧ ଉଠାଇବାକୁ ଆଇଏମଏଫ୍ ର ନିବେଦନ
ନୂଆଦିଲ୍ଲୀ:ଭାରତ ସରକାର ୨୦ ଜୁଲାଇରେ ଅଣ ବାସୁମତୀ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଏହାପରେ ଆମେରିକା, ଅଷ୍ଟ୍ରେଲିଆ, କାନାଡା ପରି ଦେଶରେ ଚାଉଳ କ୍ରୟ ଲାଗି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।…
Word Hepatitis Day: ଲିଭର ସିରୋସିସ ଓ ଲିଭର ଡ୍ୟାମେଜ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି, ଏହାର ପ୍ରତିକାର କ’ଣ
ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ହେପାଟାଇଟିସ୍ ଦିବସ । ଯେତେ ସଚେତନତା କରାଗଲେ ମଧ୍ୟ ଏହି ବୀମାରୀରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହାକୁ ରୋକିବା ପାଇଁ ଭ୍ୟାକ୍ସିନ ଉପଲବ୍ଧ ରହିଥିଲେ ହେଁ ଏହା…
WhatsAppରେ ଯୋଡ଼ିହେଲା ଇନଷ୍ଟାଣ୍ଟ ଭିଡିଓ ମେସେଜ ଫିଚର: ଏବେ ବିନା ଗ୍ୟାଲେରୀ ଖୋଲି ସିଧା ପଠାଇପାରିବେ ଫିଲ୍ମ
ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଏକ ସର୍ଟ ଭିଡ଼ିଓ ମେସେଜ ଫିଚର ଯୋଡିଛି, ଯାହା ୟୁଜର୍ସଙ୍କୁ ଚାଟ କରିବା ସମୟରେ ଭିଡିଓ ରେକର୍ଡ କରି ପଠାଇବା ଏବଂ ଗ୍ରହଣ କରିବା ପାଇଁ ଅନୁମତି ଦେଉଛି । ଏଥିରେ ଚାଟ ଅନୁଭୂତି ପୂର୍ବ ଅପେକ୍ଷା…
(Video) ଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କଲେ ଫିଲ୍ମମେକର ବୟଫ୍ରେଣ୍ଡ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡରୁ ଆସିଛି ଏକ ବଡ଼ ଖବର । ଜଣେ ଓଡ଼ିଆ ଓଡ଼ିଆ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହୋଇଛି । ଉକ୍ତ ଚର୍ଚ୍ଚିତ ଅଭିନେତ୍ରୀ ଜଣଙ୍କ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିବା ସହିତ ଏହି…
ହ୍ୟାକ୍ ହୋଇଗଲା ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫେସବୁକ୍ ଆକାଉଣ୍ଟ
ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି। ଅଭିନେତା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ହ୍ୟାକର ଅଜବ ପୋଷ୍ଟ ସେୟାର କରିଥିଲେ, ତାପରେ ଅଭିନେତା ଟ୍ରୋଲ ହୋଇଥିଲେ ।
ତେବେ ପ୍ରଭାସ…
ଇଣ୍ଡିଗୋ ଉଡ଼ାଣରେ ଯୌନ ଉତ୍ପୀଡ଼ନ: ବିରୋଧ କରିବାରୁ ଲାଗିଲା ଝଗଡା, ଅଭିଯୁକ୍ତ ପ୍ରଫେସର ଗିରଫ
ମୁମ୍ବାଇ: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନରେ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଜଣେ ପ୍ରଫେସରଙ୍କୁ ଗିରଫ କରାଯାଇଛି। ଉଡ଼ାଣ ସମୟରେ ପ୍ରଫେସର ଜଣେ ୨୪ ବର୍ଷୀୟ ଯୁବତୀ ଯାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହା…
ChatGPT କ’ଣ ଲୋକଙ୍କ ଚାକିରି ନେଇଯିବ? ଏନେଇ ବଡ଼ ସଂକେତ ଦେଲେ openAIର ସିଇଓ
ନୂଆଦିଲ୍ଲୀ: ଚାଟଜିପିଟି ଏକ ଏଆଇ ଟୁଲ, ଯେଉଁଥିରେ ସବୁ ଡାଟା ଆଧାରରେ ସମସ୍ତ ମନୁଷ୍ୟ କାମକୁ ସହଜ ଏବଂ ଶୀଘ୍ର କରିଦିଏ । ଯେପରିକି କୌଣସି ଲେଖାଲେଖି କାମ, ପୋଏମ, ରିପୋର୍ଟ ଆଦି ଜିନିଷ । ଏଆଇ ଟୁଲକୁ ଆପଣ ଏପରି…
ଆସନ୍ତା ଅକ୍ଟୋବର ସୁଦ୍ଧା ରାଜ୍ୟର ସମସ୍ତ PACS, LAMPS ଓ ସମବାୟ ବ୍ୟାଙ୍କ କମ୍ପ୍ୟୁଟରୀକରଣ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଚାଷୀଙ୍କ ଉନ୍ନତି କରିବାକୁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ବୃହତ…