Browsing Category

Breaking News

ପ୍ରେମରେ ଅନ୍ଧ ମହିଳା : ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ପାକିସ୍ତାନୀ ପ୍ରେମିକ ପାଇଁ ଡେଇଁଲେ ଭାରତ ସୀମା

ନୂଆଦିଲ୍ଲୀ: ପାକିସ୍ତାନୀ ମହିଳା ସୀମା ହାଇଦରକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପୁଣି ସେଭଳି ଏକ ଖବର ସାମ୍ନାକୁ ଆସିଛି । କିନ୍ତୁ ଏଥର ପ୍ରେମରେ ଅନ୍ଧ ହୋଇ ଜଣେ ଭାରତୀୟ ମହିଳା ପ୍ରେମିକକୁ ଭେଟିବା…

ହୀରାକୁଦ ଛାଡ଼ିଲା ଆଉ ୩ଟି ଗେଟ୍: ପ୍ରବଳ ବର୍ଷା ଯୋଗୁଁ ଉପରମୁଣ୍ଡରେ ବୃଦ୍ଧି ପାଉଛି ଜଳସ୍ତର

ହୀରାକୁଦ: ହୀରାକୁଦ ନଦୀବନ୍ଧରେ ବୃଦ୍ଧି ପାଉଛି ଜଳସ୍ତର । ଉପମୁଣ୍ଡରେ ଜଳସ୍ତର ବୃଦ୍ଧି ପାଉଥିବାରୁ ପୁଣି ୩ଟି ଗେଟ୍ ଖୋଲିଛି ହୀରାକୁଦ ନଦୀବନ୍ଧ । ପୂର୍ବରୁ ୫ଟି ଗେଟ୍ ଖୋଲିଥିବା ଡ୍ୟାମର ଏବେ ଆଉ ୩ଟି ଗେଟ୍ ଖୋଲାଯାଇଛି…

ସମ୍ବଲପୁରୀ ପୋଷାକକୁ ମିଳବ GI ଟ୍ୟାଗ୍: ଘୋଷଣା କଲେ କେନ୍ଦ୍ର ବୟନଶିଳ୍ପ କମିଶନର

ସମ୍ବଲପୁର: ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଶାଢୀକୁ ମିଳିଛି ବଡ଼ ଉପହାର । ସମ୍ବଲପୁରର ଶାଢୀ ସମେତ ଏଠାକାର ସମସ୍ତ ପୋଷାକକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯିବା ନେଇ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ…

ରେଳ ଧାରଣାରେ ଦମ୍ପତିଙ୍କ ମୃତ ଦେହ : ସାମାନ୍ୟ ଝଗଡା ପାଇଁ ଚାଲିଗଲା ଦୁହିଁଙ୍କ ଜୀବନ

ଭୁବନେଶ୍ୱର : ବାଣିବିହାର ଷ୍ଟେସନ ନିକଟସ୍ଥ ବମିଖାଲର ରେଳଧାରଣାରୁ ଆଜି ସକାଳ ସମୟରେ ଜିଆରପି ଏକ ଦମ୍ପତିର ମୃତ ଦେହ ଉଦ୍ଧାର କରିଛି । ଦମ୍ପତିଙ୍କ ଘର କଟକ ବୋଲି ସୂଚନା ମିଳିଛି । ପାରିବାରିକ କଳହରୁ ଏଭଳି ଆଶ୍ଚର୍ଯ୍ୟ…

ଭଣ୍ଡାରୀପୋଖରୀରେ ଡବଲ ମର୍ଡର: ସ୍ତ୍ରୀ ଓ ପୁଅକୁ ନିର୍ମମ ହତ୍ୟା, ପରେ ଫେରାର

ଭଦ୍ରକ: ଭଦ୍ରକ ଭଣ୍ଡାରୀପୋଖରୀରେ ନୃସଂସ ସାଜିଛି ପରିବାରର ମୁଖିଆ । ନିଜ ସ୍ତ୍ରୀ ଓ ପିଲାଙ୍କୁ ନିର୍ମମ ଭାବରେ ହତ୍ୟା କରି ଫେରାର ହୋଇଯାଇଛି ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ…

ସରକାରଙ୍କ ପାଇଁ ଡେଡଲାଇନ ଜାରି : ଚେତାବନୀ ଦେଲେ ଡ୍ରାଇଭର ସଂଘ

ଭୁବନେଶ୍ୱର : ଓଡ଼ିଶା ଡ୍ରାଇଭର ମହାସଂଘର ଦାବି ପୂରଣ ପାଇଁ ସରକାରଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ବାରମ୍ବାର ବୋର୍ଡ ଗଠନ ପାଇଂ ଦାବି କରିଥିଲେ ବି ସରକାର ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି । ତେଣୁ ସଠିକ…

ବାରଣାସୀ କୋର୍ଟଙ୍କ ରାୟ ପରେ ଆରମ୍ଭ ହେଲା ସର୍ବେକ୍ଷଣ, ବାରଣାସୀର ଜ୍ଞାନବ୍ୟାପୀ ମସଜିଦ୍‌ରେ ଏଏସଆଇର ସର୍ଭେ

ବାରଣାସୀ: କଡା ସୁରକ୍ଷା ମଧ୍ୟରେ ଚାଲିଛି ବାରଣାସୀର ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସର ବୈଜ୍ଞାନିକ ସର୍ଭେ । ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ୨୪ ଜଣିଆ ଟିମ୍ ସକାଳ ୭ଟାରେ ଆବଶ୍ୟକୀୟ ଉପକରଣ…

ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ବ୍ୟକ୍ତିଙ୍କୁ ଫାଶି ମିଳିବା ଦରକାର : ସର୍ଭେରେ ଜନସାଧାରଣ କଲେ ଆଶ୍ଚର୍ଯ୍ୟ ଜନକ ଖୁଲାସା

ମଣିପୁର : ମଣିପୁରରେ ଦୁଇ ମହିଳାଙ୍କ ସହ ହୋଇଥିବା ଲଜ୍ଜାଜନକ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଘଟଣାକୁ ସାରା ଦେଶରେ ସମାଲୋଚନା କରାଯାଉଛି ଏବଂ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ମଧ୍ୟ କରାଯାଉଛି। ଏହି…

ଆସନ୍ତା ମାସରେ ପର୍ବ ହେତୁ ଅଧା ଦିନ ବନ୍ଦ ହେବାକୁ ଯାଉଛି ବ୍ୟାଙ୍କ, ଜରୁରୀ କାମ ଥିଲେ ଚେକ୍ କରନ୍ତୁ ଛୁଟି ଲିଷ୍ଟ୍

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଜୀବନର ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆକାଉଣ୍ଟରୁ ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଟଙ୍କା ଜମା କରିବା, ପୁରୁଣା ନୋଟ୍ ବଦଳାଇବା ଇତ୍ୟାଦି ପାଇଁ ବ୍ୟାଙ୍କ ଯିବାକୁ ପଡ଼ିଥାଏ । ଯଦି…

AI ମାଧ୍ୟମରେ ‘ଅଶ୍ଲୀଳ ବ୍ୟବସାୟ’, ଝିଅମାନଙ୍କ ଫଟୋ ଚୋରି କରି ଏପରି କରାଯାଉଛି ବ୍ଲାକମେଲ୍

ନୂଆଦିଲ୍ଲୀ: ବର୍ତ୍ତମାନ ଦୁନିଆରେ ଏଆଇର ଆଲୋଚନା ଜୋରସୋରରେ ଚାଲିଛି । କେହି କେହି ଏହାର ଲାଭ ବିଷୟରେ କହୁଛନ୍ତି ତ’ କେହି କେହି ଏହାକୁ ଲୋକଙ୍କ ପାଇଁ ସବୁଠାରୁ ବଡ ବିପଦ ବୋଲି କହୁଛନ୍ତି । ତେବେ ଏହା ଟେକ୍ନୋଲୋଜି…