Browsing Category

Breaking News

ଅଧିକ ଲୁଣ ଖାଇଲେ କେବଳ ଉଚ୍ଚ ରକ୍ତଚାପ ନୁହେଁ; ଶରୀରରେ ଘର କରିପାରେ ଏହିସବୁ ରୋଗ, ସମୟ ପୂର୍ବରୁ ହୋଇଯାଆନ୍ତୁ ସତର୍କ

ନୂଆଦିଲ୍ଲୀ:ଖାଦ୍ୟରେ ଲୁଣର ପରିମାଣ କମ୍ ହେବା ଦ୍ୱାରା ଖାଦ୍ୟର ସ୍ୱାଦ କମିଯାଏ । ଠିକ୍ ସେହିପରି ଏହି ଲୁଣ ଅଧିକ ପଡିଯିବା ଦ୍ୱାରା ଖାଦ୍ୟର ସ୍ୱାଦ ଖରାପ ହୋଇଯିବା ସହ ସ୍ୱାସ୍ଥ୍ୟ ବି ଖରାପ ହୋଇଯାଏ । ଏହି କାରଣରୁ ଉଚ୍ଚ…

ପାଞ୍ଚ ଦିନ ପାଇଁ ଡକାଇଲେ ସାଂସଦର ସ୍ୱତନ୍ତ୍ର ଅଧିବେଶନ : ୧୦ଟି ବିଲ ହୋଇପାରେ ଉପସ୍ଥାପନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଶ୍ଚର୍ଯ୍ୟ ଜନକ ନିଷ୍ପତି ଗ୍ରହଣ କରିଛନ୍ତି । ସରକାର ସାଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି । ସଂସଦୀୟ କାର୍ଯ୍ୟ ପାଇଁ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଗୁରୁବାର ଦିନ ଏକ୍ସ ପର ପୋଷ୍ଟ କରି…

କିଏ ହେବେ ବିଧାନସଭାର ନୂଆ ବାଚସ୍ପତି? ଚର୍ଚ୍ଚାରେ ୪ ବରିଷ୍ଠ ନେତା, ୨୧ରେ ହେବ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ରାଜ୍ୟରେ ବାଚସ୍ପତି ଆସନ ପାଇଁ ହେବ ନିର୍ବାଚନ । ବିକ୍ରମ ଆରୁଖଙ୍କ ପରେ ଏହି ଆସନରେ କିଏ ବସିବେ, ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୨୨ ତାରିଖରୁ ବିଧାନସଭାର ମୌସୂମୀ ଅଧିବେସନ…

୫,୦୦୦ ଲୋକ ମୃତ୍ୟୁ ପରେ ପୁଣି ଜୀବିତ ହୋଇଥିବାର ଦେଖିଛନ୍ତି ଡାକ୍ତର, ବହୁ ସତ ଘଟଣାର ବିଶ୍ଳେଷଣ ପରେ ଦାବୀ କଲେ ସ୍ୱର୍ଗ ଓ ନର୍କ ରହିଛି

ନୂଆଦିଲ୍ଲୀ: ଆପଣ ପ୍ରାୟ ସମୟରେ ଶୁଣିଥିବେ ବିଜ୍ଞାନକୁ ବିଶ୍ୱାସ କରୁଥିବା ଲୋକେ ଈଶ୍ୱର, ଜନ୍ମମୃତ୍ୟୁ, ସ୍ୱର୍ଗ ନର୍କ ପରି ଦର୍ଶନଶାସ୍ତ୍ରରେ ବିଶ୍ୱାସ କରି ନ ଥାନ୍ତି । କିନ୍ତୁ ଏବେ ଜଣେ ଡାକ୍ତର ଏହିସବୁ କଥାକୁ ସତ୍ୟ…

ଅସ୍ତ୍ରଶସ୍ତ୍ର ପାଇଁ ଭାରତର ବଢୁଛି ଚାହିଦା: ଇଜିପ୍ଟ ମଧ୍ୟ ଭାରତୀୟ ବିମାନ ପ୍ରତି ହେଉଛି ଆକର୍ଷିତ

ନୂଆଦିଲ୍ଲୀ: ପ୍ରତ୍ୟେକ କ୍ଷେତ୍ରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି। ଅସ୍ତ୍ରଶସ୍ତ୍ରର ସର୍ବ ବୃହତ କ୍ରେତା ଥିବା ଭାରତ ବର୍ତ୍ତମାନ ଅସ୍ତ୍ର ବିକ୍ରୟ ଦେଶ ଭାବରେ ନିଜକୁ ପ୍ରୋତ୍ସାହିତ କରୁଛି। ଫିଲିପାଇନ୍ସ ପରି…

ହ୍ୱାଟସଆପରେ ଗୋଟିଏ ଭୁଲ୍ ଆପଣଙ୍କୁ ଜେଲ୍ ପର୍ଯ୍ୟନ୍ତ ଟାଣି ନେଇପାରେ, କେଉଁ ବିଷୟରେ ସତର୍କ ରହିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ହ୍ୱାଟସଆପର ଲୋକପ୍ରିୟତା ବିଷୟରେ କାହାକୁ ଅଛପା ନାହିଁ । କିଶୋର କିଶୋରୀଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ବି ଏହାର ଉପଯୋଗ କରୁଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଏଥିରେ ଗୋଟିଏ ଭୁଲ୍ ଆପଣଙ୍କୁ ଜେଲ୍…

The ‘X’ Factor; ଏଣିକି ଟ୍ୱିଟରରେ କରିହେବ Audio-Video Call: ଘୋଷଣା କଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ X(ଟ୍ୱିଟର)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଏଲନ୍ ମସ୍କ । ଖୁଶୀଘ୍ର ‘X’ ୟୁଜରଙ୍କ ପାଇଁ ଏହି ପ୍ଲାଟଫର୍ମରେ ଏକ ବଡ଼ ଫିଚର ଉପଲବ୍ଧ ହେବାକୁ ଯାଉଛି । X ବା Twitterରେ ଖୁବଶୀଘ୍ର…

ସୌରିନଙ୍କୁ ଖୋଜିବ ସ୍ୱତନ୍ତ୍ର ଟିମ୍ : ଗତ ୨୫ ତାରିଖରୁ ମୋବାଇଲ ଅଛି ସ୍ୱିଚ ଅଫ

ଭୁବନେଶ୍ୱର : ଦୁଷ୍କର୍ମ ମାମଲାରେ ଏବେ ପର୍ଯ୍ୟନ୍ତ ଗିରଫ ହୋଇପାରି ନାହାନ୍ତି କଣ୍ଠଶିଳ୍ପୀ ସୌରିନ ଊଟ୍ଟ । ବର୍ତ୍ତମାନ ସୌରିନଙ୍କୁ ଗିରଫ ପାଇଁ ପ୍ରକ୍ରିୟା ଆରମ୍ଭ କରିଲା କମିଶନରେଟ ପୋଲିସ । ହାଇକୋର୍ଟରେ ଆଗୁଆ ଜାମିନ…

ଚନ୍ଦ୍ର ପୃଷ୍ଠରେ ସଲଫର୍: ସ୍ପଷ୍ଟ କଲା ରୋଭର

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ସଲଫର୍ ଥିବା ନେଇ ଆଉ ଏକ ପରୀକ୍ଷା ସ୍ପଷ୍ଟ ହୋଇଛି । ଏହା ରୋଭର ପ୍ରଜ୍ଞାନ ଦେହରେ ଲାଗିଥିବା ଅନ୍ୟ ଏକ ଯନ୍ତ୍ରାଂଶରୁ ସ୍ପଷ୍ଟ ହୋଇଛି । ଏହି ସଲଫର ଥିବା ସ୍ପଷ୍ଟ କଲା ଆଲଫା ପାର୍ଟିଲିକ୍…

କଏଦୀଙ୍କ ଦେହରେ ଲଗାଯିବ GPS System: ଜେଲରୁ ଖସିଲେ ପୋଲିସକୁ ମିଳିବ ସିଗନାଲ

ଭୁବନେଶ୍ୱର: ଏଥର ଜେଲରୁ ଖସିଯିବା କଏଦୀଙ୍କ ପାଇଁ ସମ୍ଭବ ହେବ ନାହିଁ । କାରଣ ଖୁବଶୀଘ୍ର କଏଦୀମାନଙ୍କ ଉପରେ ନଜର ରଖିବା ପାଇଁ ଆସିପାରେ ହାଇଟେକ୍ ଟେକନୋଲୋଜି । ଏଣିକି କଏଦୀଙ୍କ ଦେହରେ ଜିପିଏସ ସିଷ୍ଟମ ଲାଗୁ କରିବା…