Browsing Category
Breaking News
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଦେଶର ଆର୍ଥିକ ସମାବେଶୀକରଣ କ୍ଷେତ୍ରରେ ବୈପ୍ଳବିକ ରୂପ ନେଇଛି : ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା- PMJDY ଓ ଜାତୀୟ ଆର୍ଥିକ ସମାବେଶୀକରଣ ମିଶନର ସଫଳ କାର୍ଯ୍ୟକାରିତାର ନବମ ବର୍ଷ ପୂରଣ ହୋଇଛି । ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ…
ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ରଙ୍କ ଜନ୍ମ ଦିବସକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
ଓଡିଶା ଭାସ୍କର; ଆଉ ଦୁଇ ଦିନ ପରେ ପବିତ୍ର ରକ୍ଷା ବନ୍ଧନ ଓ ବଳଭଦ୍ରଙ୍କ ଜନ୍ମ ଦିବସ । ତେବେ ଏହାକୁ ନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ଧାମ । ଗୁରୁବାର ଦିନ ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ରଙ୍କ ଜନ୍ମ…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବେ ଦରଭଙ୍ଗାର ରାଧା ଝା
ନୂଆଦିଲ୍ଲୀ : ଭାଇ ଭଉଣୀର ଅତୁଟ ପ୍ରେମର ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା । ସାରା ଦେଶରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବ । ଏବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଖାସ ପ୍ରକାରର ରାକ୍ଷୀ ବନ୍ଧା ଯିବ । ଏହି…
ଦିଲ୍ଲୀରେ ରହୁଥିଲେ ୧୨ ବର୍ଷ କମିଯିବ ଆପଣଙ୍କ ଜୀବନ: ଟେନସନ୍ ବଢ଼ାଇଲା ଏହି ରିପୋର୍ଟ
ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ରିପୋର୍ଟରେ ଦିଲ୍ଲୀକୁ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ବୋଲି ବର୍ଣ୍ଣନା କରାଯାଇଛି । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଏହି ପ୍ରଦୂଷଣର ସ୍ତର ଅକ୍ଷୁର୍ଣ୍ଣ ରହେ, ତେବେ ଏଠାରେ…
ଶସ୍ତା ହେବ ଘରୋଇ ଗ୍ୟାସ ସିଲିଣ୍ଡର, ଉଜ୍ଜ୍ୱଳା ଯୋଜନାରେ ୨୦୦ ଟଙ୍କା ସବସିଡ
ନୂଆଦିଲ୍ଲୀ : ଦେଶରେ ଲାଗି ରହିଥିବା ମହଙ୍ଗା ମାଡ ଭିତରେ ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଖୁବ ଶୀଘ୍ର ଶସ୍ତା ହେବାକୁ ଯାଉଛି ଘରୋଇ ଗ୍ୟାସ ସିଲିଣ୍ଡର । ଅଗଷ୍ଟ ୩୦ରୁ ସିଲିଣ୍ଡର ଦାମରେ ୨୦୦ ଟଙ୍କା…
କାହିଁକି ଚନ୍ଦ୍ରଯାନରେ ଦିଆଯାଇଛି ସୁନେଲି ପ୍ଲେଟ? ଚନ୍ଦ୍ରପୃଷ୍ଠରେ କିପରି ସାହାଯ୍ୟ କରୁଛି ଏହି ଆସ୍ତରଣ
ନୂଆଦିଲ୍ଲୀ: ଯେବେଠାରୁ ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ଯାଇ ପହଞ୍ଚିଛି ସେବେଠାରୁ ଚନ୍ଦ୍ରଯାନକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଚନ୍ଦ୍ରଯାନରେ ଲାଗିଥିିବା ସୁନା ଭଳି ଆସ୍ତରଣକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ…
ତୋଶଖାନା ମାମଲାରେ ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି, ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଇସଲାମାବାଦ ହାଇକୋର୍ଟ
ନୂଆଦିଲ୍ଲୀ: ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ମଙ୍ଗଳବାର ଅଗଷ୍ଟ ୨୯ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତୋଶଖାନା ଦୁର୍ନୀତି ମାମଲାରେ ତିନି ବର୍ଷ ଜେଲ ଦଣ୍ଡକୁ ସ୍ଥଗିତ କରିଛନ୍ତି । ଏହା ସହିତ କୋର୍ଟ ତୁରନ୍ତ…
ODI WC-2023 ପରେ ଅବସର ନେବେ ଅଧିନାୟକ ରୋହିତ? ବଡ଼ ସଂକେତ ଦେଲେ ହିଟମ୍ୟାନ୍…
ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଖେଳିବାକୁ ଯାଉଛି ଏହି ଇଭେଣ୍ଟ । ଭାରତୀୟ ଦଳ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖୁବ…
ଓଡ଼ିଶାରେ ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ବଡ଼ ଖବର, ୧୩ରେ ସବୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ନିର୍ବାଚନ କମିଶନ
ଭୁବନେଶ୍ୱର: ରାଜ୍ୟରେ ଗତ କିଛିଦିନ ହେବ ଆଗୁଆ ନିର୍ବାଚନ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ଅଧିକାରୀମାନେ ସେପ୍ଟେମ୍ବର ୧୩ ରେ ରାଜ୍ୟ ଗସ୍ତରେ ଆସିବେ ଏବଂ…
ଏପରି ପ୍ରେମ ଆଉ କାହିଁ……ରକ୍ଷାବନ୍ଧନ ପୂର୍ବରୁ ସାନ ଭଉଣୀ ଦେଲା ବଡ଼ ଭାଇକୁ ମୂଲ୍ୟବାନ ଉପହାର
ନୂଆଦିଲ୍ଲୀ : ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ଅଟେ । ଏହି ପର୍ବ ଆସିବା ପୂର୍ବରୁ ଏକ ଆନନ୍ଦଦାୟକ ଏଂ ଗର୍ବ କରିବା ଭଳି ଖବର ସାମ୍ନାକୁ ଆସିଛି । ଏକ ସାନ ଭଉଣୀ ନିଜ ବଡ଼ ଭାଇକୁ କିଛି ନ ଭାବି, ନ ବିଚାର…