Browsing Category

Breaking News

Blackboardରେ ‘ଜୟ ଶ୍ରୀରାମ’ ଲେଖିଦେଲେ ଛାତ୍ର: ବିନା କାରଣରେ ନିର୍ଦ୍ଧୁମ ପିଟିଲେ ଶିକ୍ଷକ, ଏବେ….

ନୂଆଦିଲ୍ଲୀ: ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ‘ସର୍ବଶିକ୍ଷା ଅଭଯାନ’ ସହ ‘ଦଣ୍ଡମୁକ୍ତ ଅଞ୍ଚଳ’କୁ ଗୁରୁତ୍ୱ ଦିଆଯାଉଛି । ପାଠ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ଛାତ୍ରଛାତ୍ରୀଙ୍କ ଉପରେ ଦଣ୍ଡବିଧାନ…

ଚନ୍ଦ୍ରଯାନର ସଫଳତାକୁ ମିଳିଲା ଜାତୀୟ ସମ୍ମାନ: ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ବର୍ତ୍ତମାନ ଚନ୍ଦ୍ରଯାନ-୩ର ସଫଳତା ଭାରତର ସମ୍ମାନକୁ ଆହୁରି ଉଚ୍ଚ ସ୍ତରରେ ପହଞ୍ଚାଇଛି । ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପାଦ ଥାପିବାରେ ସଫଳ ହୋଇଛି । କେବଳ ଲାଣ୍ଡର ବିକ୍ରମ…

ଆମେରିକାରେ ବର୍ଣ୍ଣବୈଷମ୍ୟତାକୁ ନେଇ ଗୁଳିମାଡ଼: ୩ ଜଣଙ୍କୁ ମାରିବା ପରେ ନିଜକୁ ହତ୍ୟା

ନୂଆଦିଲ୍ଲୀ: ଆମେରିକା ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବର୍ଣ୍ଣବୈଷମ୍ୟ ଭଳି ପ୍ରସଙ୍ଗକୁ ନେଇ ଘଟିଯାଇଛି ବିବେକହୀନ ଘଟଣା । ବର୍ଣ୍ଣବୈଷମ୍ୟତାକୁ ନେଇ ଅତର୍କିତ ଗୁଳିମାଡ଼ ହୋଇଥିବା…

ପାର୍ବଣ ଋତୁ ପୂର୍ବରୁ ପୁଣି ମହଙ୍ଗା ମାଡ଼: ୨ ଟଙ୍କା ବଢ଼ିଗଲା କ୍ଷୀରର ମୂଲ୍ୟ

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ସାଧାରଣ ଲୋକଙ୍କୁ ପୁଣି ଲାଗିଛି ମହଙ୍ଗା ମାଡ଼ । ମୁମ୍ବାଇରେ ମଇଁଷି କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ୧ ରୁ ମଇଁଷି କ୍ଷୀରର ମୂଲ୍ୟ…

ଅଗଷ୍ଟ ୨୮ରେ ରୋଜଗାର ମେଳା: ୫୧୦୦୦ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ସୂଚନା ଅନୁସାରେ ଅଗଷ୍ଟ ୨୮ରେ ଏଥିପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।…

ଜହ୍ନରେ ଅସଂଖ୍ୟ ଗାତ ରହିଛି ମାନେ ଏଥିରେ ଜଳ ରହିଛି!

ଓଡିଶା ଭାସ୍କର; ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ । ଚନ୍ଦ୍ରଯାନ-୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ରହିଛି ।…

IBSA Games: ଫାଇନାଲରେ ଲଢ଼େଇ କରି ହାରିଲା ଭାରତୀୟ ପୁରୁଷ ଦଳ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ସଫଳତା ପରେ ମହାକାଶରେ ଭାରତ ଇତିହାସ ରଚିଥିବା ବେଳେ ଏବେ ଖେଳରେ ମଧ୍ୟ ଇତିହାସ ରଚିଛି । ଗୋଟିଏ ପଟେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଦେଶରେ ପ୍ରସ୍ତୁତି…

ILS ପ୍ରସ୍ତୁତ କଲା ଚମତ୍କାରୀ ହଳଦୀ ବ୍ୟାଣ୍ଡେଜ୍: ଶରୀରର କ୍ଷତ, ଡାଇବେଟିସ୍ ରୋଗୀଙ୍କ କ୍ଷତ ଓ ପୋଡ଼ା ଘା’ ତୁରନ୍ତ ଶୁଖିଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ଶରୀର ପାଇଁ ହଳଦୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । ହଳଦୀ ଦ୍ୱାରା ଆମ ଶରୀରର ଅନେକ ରୋଗ ଦୂର ହୋଇଥାଏ । ହଳଦୀରେ ଥିବା ନାନୋ ପାର୍ଟିକିଲ କର୍କ୍ୟୁମିନରେ ଅନେକ ଔଷଧୀୟ ଗୁଣ ରହିଛି…

(Video) ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ଆଉ ପୃଥିବୀକୁ ଫେରିବେ ନାହିଁ…

ଓଡିଶା ଭାସ୍କର; ଲ୍ୟାଣ୍ଡର ଓ ପ୍ରଜ୍ଞାନ ଆଉ ଫେରିବେ ନା ନାହିଁ? ଚନ୍ଦ୍ରପୃଷ୍ଠରେ ସେମାନଙ୍କ ଆୟୁଷ କେତେ ଦିନ? ଇସ୍ରୋକୁ କେତେ ଦିନ ପର୍ଯ୍ୟନ୍ତ ସେମାନେ ତଥ୍ୟ ଦେଇପାରିବେ ? ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ନିହାତି ଆସୁଥିବ…

ନିଶା କଲା ବାଇ; ୧୫ ବର୍ଷର ନାବାଳିକାକୁ ଉପର ଘରକୁ ଟେକି ନେଇ ଗଣ ଦୁଷ୍କର୍ମ କଲେ ମଦ୍ୟପ ଯୁବକ

ଓଡିଶା ଭାସ୍କର; ଭାଇ ସାମ୍ନାରେ ୧୫ ବର୍ଷର ନାବାଳିକା ଭଉଣୀକୁ ଉପର ଘରକୁ ଟେକି ନେଇ ଗଣ ଦୁଷ୍କର୍ମ କଲେ ୩ ଜଣ ମଦ୍ୟପ ବ୍ୟକ୍ତି । ଏଭଳି ଏକ ଚାଞ୍ଚଲ୍ୟକର ଖବର ହାଇଦ୍ରାବାଦର ନନ୍ଦନାବନମ ଅଞ୍ଚଳରୁ ସାମ୍ନାକୁ ଆସିଛି ।…