Browsing Category
Breaking News
ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ମହାଦେବ : ଭିନ୍ନ ଭିନ୍ନ ନାରା ଦେଇ ଯାତ୍ରା କରୁଛନ୍ତି ଶ୍ରଦ୍ଧାଳୁ
ଜାମ୍ମୁ କାଶ୍ମୀର : ଆଜିଠାରୁ ଆରମ୍ଭ ହେବ କେଦାରନାଥ ଯାତ୍ରା । ବରଫ ଗୁମ୍ଫା ଭିତରେ ରହି ଦିବ୍ୟ ଦର୍ଶନ ଦେବେ ମହାଦେବ । ପ୍ରାତଃ ସମୟରୁ ବରଫର ଲିଙ୍ଗ ଦର୍ଶନ କରିବା ପାଇଁ ବିଭିନ୍ନ ବେସ୍ କ୍ୟାମ୍ପରେ ହଜାର ହଜାର…
ଟିମ୍ ଇଣ୍ଡିଆ ଜର୍ସିରେ Byjusର ସ୍ଥାନରେ ଦେଖିବାକୁ ମିଳିବ Dream11
ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ୱାଲ୍ଡକପ୍ ପୂର୍ବରୁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏକ ବଡ ପରିବର୍ତ୍ତନ କରି ଡ୍ରିମ୍ ୧୧ କୁ ଭାରତୀୟ କ୍ରିକେଟ୍ ଦଳର ନୂତନ ପ୍ରଯୋଜକ କରିଛି ।…
ଜୁଲାଇ ୪ ଓ ୧୧ରେ ଆସୁଛି ଦୁଇଟି ଲଘୁଚାପ ! ପାଣିପାଗ କେନ୍ଦ୍ରର ପୂର୍ବାନୁମାନ
ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ଥିବାରୁ ଜୁନ୍ ଶେଷ ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ…
୧୦ମ ଓ ଦ୍ୱାଦଶ ଉତ୍ତୀର୍ଣ୍ଣଙ୍କ ଲାଗି ସରକାରଙ୍କ ଏହି ବିଭାଗରେ ରହିଛି ବମ୍ପର ନିଯୁକ୍ତି ସୁଯୋଗ, ଜାଣି ନିଅନ୍ତୁ କେବେ ସୁଦ୍ଧା ଆବେଦନ କରିବାକୁ…
ନୂଆଦିଲ୍ଲୀ:ଯଦି ଆପଣ ୧୦ ମ କିମ୍ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ଓ ସରକାରୀ ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ଏବେ ଆପଣଙ୍କ ଲାଗି ଏକ ବଡ ସୁଯୋଗ ଆସିଛି । ଏବେ ୧୦ମ ଓ ଦ୍ୱାଦଶ ଉତ୍ତୀର୍ଣ୍ଣଙ୍କ ଲାଗି…
ଆଜି ହେଉଛି ଜାତୀୟ ଡାକ୍ତର ଦିବସ
ନୂଆଦିଲ୍ଲୀ: ଆଜି ହେଉଛି ଜାତୀୟ ଡାକ୍ତର ଦିବସ । ମାନବ ସମାଜରେ ଡାକ୍ତରଙ୍କ ଭୂମିକାକୁ ମନେପକାଇ ପ୍ରତିବର୍ଷ ଜୁଲାଇ ୧ ତାରିଖରେ ଏହି ଦିବସ ପାଳନ କରାଯାଏ । ଭାରତରତ୍ନ ପୁରସ୍କାରପ୍ରାପ୍ତ ଚିକିତ୍ସକ ତଥା ପଶ୍ଚିମବଙ୍ଗର…
ଆଜି ରାଜ୍ୟର ୩୦୭ଟି କେନ୍ଦ୍ରରେ ଚାଲିଛି OTET ପରୀକ୍ଷା
ଭୁବନେଶ୍ୱର: ଆଜି ରାଜ୍ୟର ୩୦୭ଟି କେନ୍ଦ୍ରରେ ପରୀକ୍ଷାର୍ଥୀ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଦେଉଛନ୍ତି । ପରୀକ୍ଷାର୍ଥୀ ଦୁଇଟି ପେପରରେ ପରୀକ୍ଷା ଦେବାକୁ ଥିବାବେଳେ ସକାଳ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୋଟିଏ ପେପର…
ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ: ରସଗୋଲା ଦେଇ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ମନାଇବେ ମହାପ୍ରଭୁ
ପୁରୀ: ଆଜି ଚତୁର୍ଦ୍ଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ନିଳାଦ୍ରୀ ବିଜେରେ ଶ୍ରୀବିଗ୍ରହମାନେ ତିନିରଥ ଉପରୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରକୁ ବିଜେ କରିବେ । ଅପରାହ୍ନ ପ୍ରାୟ ସାଢେ ୪ଟା ବେଳକୁ…
ସୀମା ଟପି ଗଲା ବର୍ବରତା; ହିନ୍ଦୁ ଯୁବତୀଙ୍କୁ ଚଳନ୍ତା କାର୍ ରେ ଗଣଦୁଷ୍କର୍ମ, ପାଣି ମାଗିବାରୁ ପିଆଇଲେ ପରିସ୍ରା
ଫତେହପୁର:ସବୁ ସୀମା ଟପି ଯାଇଛି ବର୍ବରତା । ଉତ୍ତର ପ୍ରଦେଶର ଫତେହପୁରରେ ଜଣେ ହିନ୍ଦୁ ଯୁବତୀଙ୍କୁ କାର୍ ମଧ୍ୟରେ ଗଣଦୁଷ୍କର୍ମ କରାଯାଇଥିବାର ଖବର ସାମ୍ନାକୁ ଆସିଛି । ପୀଡିତା ଯୁବତୀ କହିଛନ୍ତି ତାଙ୍କୁ ଆବାସ ଯୋଜନାର…
ପୁଣି ଇତିହାସ ରଚିଲେ ‘ଗୋଲଡେନ୍ ବଏ’ ନୀରଜ ଚୋପ୍ରା : ୮୭.୬୬ ମିଟର ଥ୍ରୋ ସହିତ ଜିତିଲେ ଡାଇମଣ୍ଡ ଲିଗ୍ ଟାଇଟଲ୍
ନୂଆଦିଲ୍ଲୀ: ‘ଗୋଲଡେନ୍ ବଏ' ନୀରଜ ଚୋପ୍ରା ପୁଣି ଥରେ ଇତିହାସ ରଚିଛନ୍ତି । ସେ ଲୁସାନେ ଡାଇମଣ୍ଡ ଲିଗ୍ ଟାଇଟଲ୍ ନିଜ ନାଁରେ କରିଛନ୍ତିି । ନୀରଜ ୮୭.୬୬ ମିଟର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ତେବେ 'ଗୋଲଡେନ୍…
ଭୟାନକ ବସ୍ ଦୁର୍ଘଟଣା,ଏସି ବସ୍ ରେ ଜଳିଗଲେ ୨୫ ଯାତ୍ରୀ
ପୁଣେ:ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ବିଳମ୍ବିତ ରାତ୍ରୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୁଲଢାଣା ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍ ୱେରେ ଏକ ଏସି ବସ୍ ଓଲଟ ପଡିବା ପରେ ଏଥିରେ ନିଆଁ ଲାଗିଯାଇଥିଲା । ଏହି…