Browsing Category
Breaking News
ଭଡାଘର ବି ହୋଇପାରିବ ନିଜର: କେତେ ଦିନ ପରେ ମାଲିକାନା ଜାହିର କରିପାରିବେ ଭଡାଟିଆ?
ଭୁବନେଶ୍ୱର: ଛୋଟ ଘର ହେଉ କି ବଡ ଫ୍ଲାଟ, ବର୍ତ୍ତମାନ ସମୟରେ ଘରକୁ ଭଡା ଦେଇ ଟଙ୍କା ରୋଜଗାର କରିବା ଟ୍ରେଣ୍ଡରେ ରହିଛି । ବଙ୍ଗଳା ବା ଫ୍ଲାଟ କିଣି ଘରକୁ ଭଡାରେ ଲଗାଇ ଦେବା ସହ ସେଥିରୁ ଖୁବ ସହଜରେ ଭଲ ରୋଜଗାର ମଧ୍ୟ…
ପ୍ରକୃତିର ଭୀଷଣ ତାଣ୍ଡବ, ଭୂସ୍ଖଳନ ଓ ବନ୍ୟା ଯୋଗୁ ୩୦୦ରୁ ଅଧିକ ରାସ୍ତା ବନ୍ଦ, ୩ ଦିନ ଧରି ଫସି ରହିଛନ୍ତି ଶହ ଶହ ଯାତ୍ରୀ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଏବେ ପ୍ରକୃତିର ତାଣ୍ଡବ ଜାରି ରହିଛି । ଭୀଷଣ ବର୍ଷା କାରଣରୁ ଭୂସ୍ଖଳନ ଓ ବନ୍ୟା ପରି ପରିସ୍ଥିତି ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି । ଏବେ ହିମାଚଳ ପ୍ରଦେଶରେ ବହୁ ରାସ୍ତା ବନ୍ଦ ହୋଇ…
ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର, ୨ ଦିନ ତଳେ ଗିରଫ କରିଥିଲା ଭିଜିଲାନ୍ସ
ଭୁବନେଶ୍ୱର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବିଦା କରାଯାଇଛି । ତାଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟସରକାର । ଦୁଇ ଦିନ ତଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ବିପୁଳ ଆୟ…
କାହାକୁ ବି କୁହନ୍ତୁନି ଏହି ୪ଟି କଥା ଅନ୍ୟଥା ସାରା ଜୀବନ ପସ୍ତାଇବେ
ମାନବର ଉପଯୁକ୍ତ ଓ ଶୃଙ୍ଖଳିତ ଜୀବନଯାପନ ଲାଗି ଆଚାର୍ଯ୍ୟ ଚାଣକ୍ୟ ବହୁ ହିତୋପଦେଶ ଦେଇଛନ୍ତି ଯାହାକୁ ପାଳନ କଲେ ଜଣେ ବ୍ୟକ୍ତିର ଜୀବନ ସୁଖ ଶାନ୍ତିମୟ ହୋଇପାରିବ । ଏହି କ୍ରମରେ ଚାଣକ୍ୟ କହିଛନ୍ତି ଏପରି କିଛି କଥା…
୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତକା ଦେଖାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଶରେ ଏତିକି ହେଲା ସେମୀ ହାଇ ସ୍ପିଡ ଟ୍ରେନ
ନୂଆଦିଲ୍ଲୀ: ମଙ୍ଗଳବାର ପୂର୍ବାହ୍ନରେ ଭୋପାଲର ରାନୀ କମଳାପତି ରେଳ ଷ୍ଟେସନରୁ ପିଏମ ମୋଦୀ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତକା ଦେଖାଇଛନ୍ତି। ଏଥିମଧ୍ୟରୁ ମଧ୍ୟପ୍ରଦେଶକୁ ଦୁଇଟି ଟ୍ରେନ୍ ଉପହାର…
ମିଶନ ମଙ୍ଗଳ ଲାଗି ନାସାର ବଡ ଯୋଜନା, ୩୭୮ ଦିନ ଲାଗି ୪ ଜଣ ବ୍ୟକ୍ତି ଗୋଟିଏ ରୁମ୍ ରେ ବନ୍ଦ ହୋଇ ରହିବେ
ଟେକ୍ସାସ:ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଗତ ରବିବାର ଏହାର ୩୭୮ ଦିବସୀୟ ମିଶନ ଆରମ୍ଭ କରିଛି । ଏଥିରେ ୪ ଜଣିଆ ଏକ ଦଳକୁ ଟେକ୍ସାସ୍ ର ହୁଷ୍ଟନସ୍ଥିତ ଜନସନ୍ ସ୍ପେସ୍ ସେଣ୍ଟରରେ ମଙ୍ଗଳ ଗ୍ରହର ପୃଥିବୀ ଆଧାରିତ…
ପ୍ରତି ଏକର ଉପରେ ୫୦୦୦ ଦେଉଛନ୍ତି ସରକାର, ୭୦ ଲକ୍ଷ କୃଷକଙ୍କ ଖାତାକୁ ଆସିବ ଏତିକି ଟଙ୍କା
ନୂଆଦିଲ୍ଲୀ: ଅନେକ ଯୋଜନା ସରକାରଙ୍କ ଦ୍ୱାରା ପରିଚାଳିତ, ସେଥିମଧ୍ୟରୁ ଗୋଟିଏ ହେଉଛି ରାୟଥୁ ବନ୍ଧୁ ଯୋଜନା। ଏହି ଯୋଜନା ଅଧୀନରେ ସରକାର ପ୍ରତ୍ୟେକ ଋତୁକାଳୀନ ଫସଲ ସମୟରେ ଏକ ଏକର ଉପରେ ପାଞ୍ଚ ହଜାର ଟଙ୍କା ପ୍ରଦାନ…
ଦିନିକିଆ ବିଶ୍ୱକପର ଘୋଷଣା:ଏହିଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ: ଶେଷ ହୋଇଛି ଅପେକ୍ଷା । ଆଇସିସି ତରଫରୁ ଦିନିକିଆ ବିଶ୍ୱକପ ପାଇଁ ସୂଚୀ ଘୋଷଣା ହୋଇ ସାରିଛି । କ୍ରିକେଟର ଏହି ମହାକୁମ୍ଭକୁ ଆଉ ୧୦୦ ଦିନ ବାକି ଥିବା ବେଳେ ଆଇସିସି ଏଥିପାଇଁ ଟାଇମ ଟେବୁଲ ଘୋଷଣା କରିଛି ।…
‘ମିଶନ ଶକ୍ତି’ରେ କେତେ ହେଉଛି ରୋଜଗାର? ରାଜ୍ୟ ସରକାରଙ୍କ ଯୋଜନାରେ ମହିଳା କରୁଛନ୍ତି ବାର୍ଷିକ ୧୫ ହଜାର କୋଟିର ବ୍ୟବସାୟ
ଭୁବନେଶ୍ୱର: ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ‘ମିଶନ ଶକ୍ତି’ ଯୋଜନା ଖୁବ ସହାୟକ ହୋଇଛି । ଏହି ଯୋଜନା ପାଇଁ ଆଜି ରାଜ୍ୟର ବିଭିନ୍ନ ଗାଁ ଗହଳିର ମହିଳାମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି…
ଦିଗପହଣ୍ଡି ବସ୍ ଦୁର୍ଘଟଣା: ପୋଲିସ ନେଲା ବଡ କାର୍ଯ୍ୟାନୁଷ୍ଠାନ, ଡ୍ରାଇଭର ଗିରଫ
ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାରେ ସମ୍ପୃକ୍ତ ଓଏସଆରଟିସି ବସ୍ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଦୁର୍ଘଟଣା ପରେ ଡ୍ରାଇଭର ମାନସ…