Browsing Category

Breaking News

ଲଗାତର ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ଦିଲ୍ଲୀରେ ମହିଳାଙ୍କ ମୃତ୍ୟୁ, ମୁମ୍ବାଇରେ ଭୁଷୁଡିିଲା କୋଠା, ହିମାଚଳ ପ୍ରଦେଶରେ ଭାସିଯାଇଛି ୮ରୁ ଅଧିକ…

ନୂଆଦିଲ୍ଲୀ:ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ବର୍ଷା ହେବା ପରେ ପ୍ରଚଣ୍ଡ ତାତିରୁ ତ୍ରାହି ମିଳିଛି । କିନ୍ତୁ ଅନ୍ୟପଟେ ୩/୪ ଦିନ ଧରି ଲଗାତର ବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି…

ଟାୟର ଫାଟିବା ପରେ ବନ୍ଦ ହେଲା ଉଡାଣ, ୧୧ ଜଣ ଯାତ୍ରୀ ଆହତ

ନୂଆଦିଲ୍ଲୀ: ହଙ୍କକଙ୍ଗ ଏୟାରଲାଇନ୍ସ କ୍ୟାଥେ ପାସିଫିକ୍ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଯାନ୍ତ୍ରିକ ସମସ୍ୟା ହେତୁ ଶନିବାର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଥିଲା। ଜରୁରୀକାଳୀନ…

ୱାଶିଂ ମେସିନ୍ ବି ଆପଣଙ୍କ ଜୀବନ ଲାଗି ଆଣିପାରେ ବିପଦ, ବ୍ୟବହାର ସମୟରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣି ନିଅନ୍ତୁ

ୱାଶିଂ ମେସିନ୍ ବ୍ୟବହାର କରିବା ବହୁତ ସହଜ । କିନ୍ତୁ ବହୁ ସମୟରେ ୱାଶିଂ ମେସିନ୍ ବ୍ୟବହାର କରିବା ସମୟରେ ଅସତର୍କତା କାରଣରୁ ଏହା ଆପଣଙ୍କ ଲାଗି ଭୟଙ୍କର ବିପଦ ବି ଆଣିପାରେ । ଲକ୍ଷ୍ନୌରେ ୱାଶିଂ ମେସିନ୍ ବ୍ୟବହାର…

ଜରୁରୀକାଳୀନ ବାର୍ଷିକୀ ଅବସରରେ ଇନ୍ଦିରାଙ୍କୁ ହିଟଲରଙ୍କ ସହିତ ତୁଳନା କଲା ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ: ଆର୍‌ଏସ୍‌ଏସ୍ ବିଚାରଧାର ଦ୍ୱାରା ଅନୁପ୍ରାଣିତ ସାପ୍ତାହିକ ପତ୍ରିକା 'ପଞ୍ଚଜନ୍ୟ' ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜରୁରୀକାଳୀନ ବାର୍ଷିକୀ ଅବସରରେ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ…

ଗଙ୍ଗାରେ ଏକ ସଙ୍ଗେ ଭାସୁଛି ୪ ଶବ, ଶ୍ମଶାନରେ ଭିଡ ଯୋଗୁ ଗରିବ ଲୋକମାନେ ଭସାଇ ଦେଉଛନ୍ତି ଶବ

ବକ୍ସର:କରୋନା ପରେ ପୁଣି ଥରେ ବିହାର ବକ୍ସର ଜିଲ୍ଲାର ଚୌସା ଶ୍ମଶାନ ଘାଟ ନିକଟରେ ଗଙ୍ଗା ନଦୀରେ ୪ ଶବ ଭାସୁଥିବାର ଦେଖିବାକୁ ମିଳିଛି । ଏହି ୪ ଶବ ମଧ୍ୟରୁ ଗୋଟିଏ ଗଙ୍ଗା ନଦୀ କୂଳରେ ପଡିଥିବା ବେଳେ କୁକୁର ତାହା…

ଭାଇମାନେ ମିଶି ଏକମାତ୍ର ଭଉଣୀର ନେଲେ ଜୀବନ: ହତ୍ୟା କରି ପୋଖରୀକୁ ଦେଲେ ଫୋପାଡି, ଜାଣନ୍ତୁ ସଂପୂର୍ଣ୍ଣ କାହାଣୀ

ଜୟପୁର: ରାଜସ୍ଥାନ ଢୋଲପୁର ଜିଲ୍ଲାର ଜଣେ ମହିଳାଙ୍କୁ ୩ ଭାଇ ମିଶି ଜୀବନରୁ ମାରିଦେଇଥିବା ଖବର ସାମ୍ନାକୁ ଆସିଛି । ଏହି ହତ୍ୟା ସଂପର୍କରେ ମୃତକଙ୍କ ଭାଉଜ ଥାନାରେ ରିପୋର୍ଟ ଦାଖଲ କରିଛନ୍ତି। ମହିଳାଙ୍କୁ ହତ୍ୟା ପରେ…

ବାସ୍ତୁଦୋଷ ଥିବାରୁ ବର୍ଷ ବର୍ଷ ଧରି ବନ୍ଦ ରହିଥିଲା ବିଧାନସଭାର ଦକ୍ଷିଣ ଦ୍ୱାର, ମୁଖ୍ୟମନ୍ତ୍ରୀ ଦ୍ୱାର ଖୋଲାଇବା ସହ ନିଜେ ପ୍ରଥମେ କଲେ ପ୍ରବେଶ

ବାଙ୍ଗାଲୁର:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗତ ଶନିବାର ନିଜ ଅଧିକାରୀଙ୍କ ସହ ବୈଠକ ଲାଗି ବିଧାନସଭାରେ ଥିବା ନିଜ କାର୍ଯ୍ୟାଳୟକୁ ଯାଉଥିଲେ । ଏହି ସମୟରେ ସେ ବିଧାନସଭାର ଦକ୍ଷିଣ ଦ୍ୱାର ବନ୍ଦ ଥିବାର ଦେଖିଥିଲେ…

ମୋଦୀ ହିଁ ଆମ ସମସ୍ତଙ୍କ ପାଳନ କର୍ତ୍ତା, ସମସ୍ତଙ୍କ ପାଇଁ କାମ କରି କରି ବୁଢା ହୋଇଗଲାଣି ମୋ ପୁଅ ବୋଲି କହିଲେ ଶତାୟୁ ମହିଳା

ରାଜଗଡ: ମଧ୍ୟପ୍ରଦେଶ ରାଜଗଡରେ ରହୁଥିବା ଜଣେ ଶତାୟୁ ମହିଳାଙ୍କ ଭିଡିଓ ଏବେ ଦ୍ରୁତ ଗତିରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ମହିଳା ଜଣକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରୁଥିବା ନଜର…

ଟଳିଲା ୱାଗନର୍ ସଙ୍କଟ, ସମସ୍ତ ପ୍ରତିବନ୍ଧକକୁ ହଟାଇଲା ଋଷ 

ମସ୍କୋ: ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନରର ଯୁଦ୍ଧ ଡାକରା ପରେ ରୁଷରେ ଗୃହଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ରୁଷରେ ମିଲିଟାରୀ ଶାସନ ଚାଲିଥିବାବେଳେ ଏହାକୁ ହଟାଇବା ପାଇଁ ୱାଗନର ଗ୍ରୁପ୍ ଅଭିଯାନ ଆରମ୍ଭ…

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।…