Browsing Category

Breaking News

ବିଜେପି ନେତୃତ୍ୱଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଭର୍ତ୍ତୃହରି, ରାଜନୈତିକ ମହଲରେ ବଢିଲା ଚର୍ଚ୍ଚା

କଟକ: ବୈଠକରେ ଉଭୟ ଦଳର ନେତା ବସିବା କିଛି ବଡ କଥା ନୁହେଁ । ହେଲେ ଗତକାଲି କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେପି ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବା ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।…

ଟ୍ୱିଟର ହୋଇଗଲା ନୂଆ ୟୁଟ୍ୟୁବ୍, ଏବେ ୟୁଜର୍ସ ପୋଷ୍ଟ କରିପାରିବେ ସଂପୂର୍ଣ୍ଣ ଫିଲ୍ମ,ଏଲନ ମସ୍କ କହିଲେ ରୋଜଗାର କରିବାର ଭିନ୍ନ ଉପାୟ!

ନୂଆଦିଲ୍ଲୀ: ଟ୍ୱିଟର ଅଧିଗ୍ରହଣ ଏଲୋନ୍ ମସ୍କଙ୍କ ହାତକୁ ଆସିବା ପରେ ଟ୍ୱିଟରକୁ ନେଇ ଅନେକ ନିଷ୍ପତ୍ତି ନିଆଯାଉଛି। ଅନେକ ନୂତନ ବୈଶିଷ୍ଟ୍ୟ ବର୍ତ୍ତମାନ ଟ୍ୱିଟରରେ ଉପଲବ୍ଧ। ବର୍ତ୍ତମାନ, ଏକ ନୂତନ ଘୋଷଣା କରିବାବେଳେ,…

୧୦ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାନଦୀ ଟିମ୍: ଦ୍ୱିତୀୟ ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର: ଥମୁନି ମହାନଦୀ ଜଳ ବିବାଦ ମାମଲା । ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ୫୦ ଜଣିଆ ଟିମ୍ ଓଡିଶା ଗସ୍ତରେ ଆସୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଦିନ ଓଡିଶାରେ ରହି ମହାନଦୀର ସ୍ଥିତିକୁ ଅନୁଧ୍ୟାନ କରିବେ…

OPSC ନିଯୁକ୍ତି ୨୦୨୩: ଫରେଷ୍ଟ ରେଞ୍ଜର ଏବଂ ୧୭୬ ACF ପୋଷ୍ଟ ପାଇଁ ମେ’ ୨୯ରୁ ହେବ ଆବେଦନ

ଭୁବନେଶ୍ୱର: OPSC ଫରେଷ୍ଟ ରେଞ୍ଜର ଏବଂ ACF ନିଯୁକ୍ତି ୨୦୨୩ ପାଇଁ ଅଫିସିଆଲ ୱେବସାଇଟରେ ବିଜ୍ଞାପନ ପ୍ରକାଶ ପାଇଛି। ଏଥିରେ ଫରେଷ୍ଟ ରେଞ୍ଜର ଏବଂ ACF ୧୭୬ ଖାଲି ପଦବୀ ବିଷୟରେ ପ୍ରକାଶ କରିଛି। ତେବେ ଏଥିରେ ଆବେଦନ…

ବଦଳିଯିବ ମାଟ୍ରିକ ପରୀକ୍ଷାର ଢାଞ୍ଚା! ଲାଗୁ ହୋଇପାରେ ପୁରୁଣା ଫର୍ମାଟ

ଭୁବନେଶ୍ୱର: ପୁଣିଥରେ ବଦଳି ଯାଇପାରେ ମାଟ୍ରିକ ପିଲାଙ୍କ ପରୀକ୍ଷାର ଢାଞ୍ଚା । ଦଶମ ଶ୍ରେଣୀ ପରୀକ୍ଷା ପୁଣିଥରେ ପୁରୁଣା ଢାଞ୍ଚାରେ ହୋଇପାରେ ହୋଇପାରେ ବୋଲି କୁହାଯାଇଛି । ଏଣିକି ପିଲାଙ୍କ ମୁଣ୍ଡରୁ ହଟିବ ସମ୍ମେଟିଭ…

ASO ମେରିଟ ତାଲିକା ଖାରଜ: ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇକୋର୍ଟରେ ପହଞ୍ଚିଛି ଏଏସଓ ପରୀକ୍ଷାର ଅନିୟମିତତା ମାମଲା । ଏହି ମାମଲାରରେ ଶୁଣାଣି କରି ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଓପିଏସସିର ମେରିଟ ଲିଷ୍ଟକୁ ଖାରଜ କରିଛନ୍ତି ମାନ୍ୟବର ହାଇକୋର୍ଟ ।…

ସୁପ୍ରିମକୋର୍ଟକୁ ଆଜି ମିଳିବେ ୨ ନୂଆ ବିଚାରପତି: କେ.ଭି ବିଶ୍ୱନାଥନ-ଜଷ୍ଟିସ ପ୍ରଶାନ୍ତ ମିଶ୍ରା ନେବେ ଶପଥ

ନୂଆଦିଲ୍ଲୀ: ଆଜି ମାନ୍ୟବର ସୁପ୍ରିମକୋର୍ଟଙ୍କୁ ମିଳିବେ ଦୁଇ ନୂଆ ବିଚାରପତି । ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟଧୀଶ ନ୍ୟାୟମୂର୍ତ୍ତି ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ…

ଅଦ୍ଭୁତ ସଂଯୋଗ! କାଲି ଗିରଫ ହେଲା, ଆଜି ପ୍ରାଣ ହରାଇଲା ବାଣ ମାଲିକ ଭାନୁ

କଟକ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ମାମଲାରେ ଆସିଛି ଆଉ ଏକ ନୂଆ ଟ୍ୱିଷ୍ଟ । ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ବାଣ ମାଲିକ ଭାନୁ ବାଗର ମୃତ୍ୟୁ ହୋଇଥିବା ଜଣାଯାଇଛି । କଟକର ଏକ ଘରୋଇ ହସ୍ପିଟାଳରେ ଚିକିତ୍ସିତ…

ଖିମଜୀ ଜୁଏଲର୍ସର ‘ଶୁଭ ସାବିତ୍ରୀ ବ୍ରତ’ ଅଫର୍: ଗଢା ମୂଲ୍ୟ ଉପରେ ୩୦% ରିହାତି

ଭୁବନେଶ୍ୱର: ଓଡିଶାର ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡ୍, ଖିମଜୀ ଜୁଏଲର୍ସ ସମସ୍ତ ବିବାହିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ‘ଶୁଭ ସାବିତ୍ରୀ ବ୍ରତ' ଅଫର୍ର ଘୋଷଣା କରିଛି । ସାବିତ୍ରୀ ବ୍ରତ ହେଉଛି ଉତ୍ସବ ଏବଂ ଭକ୍ତିର ଦିନ ।…

ଜଳସମ୍ପଦ ବିଭାଗର ୩୫୨ ସବଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ଏହି ମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ ସରକାର ବିଭିନ୍ନ ପଦବୀରେ ନିଯୁକ୍ତି କରୁଛନ୍ତି । ଯେଉଁଥିପାଇଁ ବହୁ ସଂଖ୍ୟକ ଯୁବକ ସରକାରୀ ସେବା ପାଇଁ ସୁଯୋଗ ପାଇଛନ୍ତି । ଜଳ ସମ୍ପଦ ବିଭାଗ ମଧ୍ୟ ୩୫୨ ସବ୍-ଇଞ୍ଜିନିୟର ନିଯୁକ୍ତ କରିଛି । ଧମତରୀରେ…