fbpx
BJD SKY
BJD SKY
Browsing Category

Breaking News

(Video) ନିଜେ କାନ୍ଦି ସମସ୍ତଙ୍କୁ କନ୍ଦାଇଲେ ଏୟାରହୋଷ୍ଟେସ, ଜାଣନ୍ତୁ କାହିଁକି…

ଚଳନ୍ତା ଫ୍ଲାଇଟ ଭିତରେ କାନ୍ଦିଲେ ଏୟାର ହଷ୍ଟେସ । ଆପଣ ଭାବୁଥିବେ କାହିଁକି ? ଫ୍ଲାଇଟରେ ଗଲା ବେଳେ ତ ସମସ୍ତେ ଖୁସି ଥାଆନ୍ତି । ସମସ୍ତେ ଉଡ଼ାଣର ମଜା ବି ନିଅନ୍ତି । ହେଲେ ଏହି ଏୟାରହଷ୍ଟସ ଜଣକ କାନ୍ଦୁଛନ୍ତି…

(Video) ବରମାଳା ପିନ୍ଧାଇବା ବଦଳରେ କନ୍ୟା କଲେ ଏମିତି, ହତବାକ୍ ହୋଇଗଲେ ଦର୍ଶକ, ଦେଖନ୍ତୁ ଭାଇରାଲ ଭିଡିଓ…

ସୋସିଆଲ ମିଡିଆରେ ବିବାହ ସମୟର ମଜାଦାର ଭିଡିଓ ଦେଖିବାକୁ ଲୋକମାନେ ବେଶ୍ ପସନ୍ଦ କରିଥାନ୍ତି । ପସନ୍ଦ କରିବେନି ବା କେମିତି କାରଣ ବିବାହ ସମୟରେ ହିଁ ଅନେକ ମଜାଦାର ଘଟଣା ଦେଖିବାକୁ ମିଳିଥାଏ । କେତେବେଳେ ବରକୁ ନେଇ ତ’…

ସୁପର ଜିଆଣ୍ଟସକୁ ଝଟକା ଦେଲା RCB: ମ୍ୟାଚରେ ବିଜୟ କାହାଣୀ ଲେଖିଲେ ଚେନ୍ନାଇର ଦୁଇ ପୂର୍ବତନ ଖେଳାଳି

ମୁମ୍ବାଇ: ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଫେଲ ମାରିଲା ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଡୁପ୍ଲେସିସଙ୍କ ପ୍ଲାନ ଆଗରେ କାମ ଦେଲାନି ସୁପର ଜିଆଣ୍ଟସର ବ୍ୟାଟିଂ ଅର୍ଡର । ଫଳରେ ଏହି ମ୍ୟାଚରେ ବିଜୟ ହାସଲ କରି ନିଜ…

ଭାରତର ବିଦେଶ ନୀତିକୁ ଋଷର ପ୍ରଂଶସା: ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ କହିଲେ ପ୍ରକୃତ ଦେଶଭକ୍ତ

ଋଷ ବିଦେଶ ମନ୍ତ୍ରୀ ସରଗେ ଲାବରୋବ ଭାରତର ବିଦେଶ ନୀତିକୁ ଖୁବ୍ ପ୍ରଶଂସା କରିଛନ୍ତି । ଅନ୍ତରାଷ୍ଟ୍ରୀୟ ଚାପରେ ନଆସି ଭାରତ ନିଜର ବିଦେଶ ନୀତି ଉପରେ ନିଷ୍ପତ୍ତି ନେଇଥିବାକୁ ନେଇ ସରଗେ ଭାରତର ବିଦେଶ ମନ୍ତ୍ରୀ ଏସ…

ରାତିରେ ପାଣିରେ ଭିଜାଇ ରଖି ଖାଆନ୍ତୁ ଏହି ଜିନିଷ, ଦୂରରେ ରହିବ ଅନେକ ରୋଗ

ଆମ ଆଖ ପାଖରେ ଏଭଳି ବହୁତ ଜିନିଷ ରହିଛି ଯାହା ଆମ ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ । ଏହି ସବୁ ଜିନିଷ ଆମକୁ ଅନେକ ରୋଗରୁ ବଞ୍ଚାଇଥାଏ । କିଛି ଏଭଳି ଜିନିଷ ଅଛି ଯାହାକୁ ଆମେ ରାତିରେ ଭିଜାଇ ରଖିବା ଦ୍ୱାରା ଏହାର ଦୁଇଗୁଣ…

ହଠାତ ଫାଟିଲା ଟ୍ରାକ୍ଟର ଚକା: ଉଡିଗଲା ଗାଡି ଚାଳକଙ୍କ ପ୍ରାଣବାୟୁ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଘଟିଯାଇଛି ଏକ ବିରାଟ ଅଘଟଣ । ଟ୍ରାକ୍ଟର ଚକା ଫାଟିଯିବାରୁ ଗାଡି ଚାଳକଙ୍କର ମୃତ୍ୟୁ ହୋଇତିବା ସୂଚନା ମିଳିଛି । ଗାଡି ମରାମତି କରୁଥିବା ସମୟରେ ଏପରି ଅଘଟଣ ଘଟିଥିବା…

କରୋନା ପଜିଟିଭ ହୋଇଥିବା ଲୋକଙ୍କୁ ରହିଛି ଏହି ଗମ୍ଭୀର ରୋଗର ବିପଦ! ରିସର୍ଚ୍ଚରୁ ହେଲା ଖୁଲାସା

ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟାରେ ୧୨୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ରାଜଠାକରେଙ୍କ ଧମକର ପ୍ରଭାବ ! ମୁମ୍ବାଇର ୭୨ ପ୍ରତିଶତ ମସଜିଦ କମ କଲେ ଲାଉଡସ୍ପିକର ସାଉଣ୍ଡ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଲାଉଡ୍ ସ୍ପିକରକୁ ନେଇ ଜାରି ବିବାଦ ମଧ୍ୟରେ ମୁମ୍ବାଇରେ ଥିବା ୭୨ ପ୍ରତିଶତ ମସଜିଦ ଅଜାନ ସମୟରେ ଲାଉଡସ୍ପିକର ସାଉଣ୍ଡକୁ କମ କରିଛନ୍ତି। ଏହା ବ୍ୟତୀତ ଅନେକ ମସଜିଦ ସକାଳର ଅଜାନ ସମୟରେ…

ଏଲିୟନ ବି ଶୁଣୁଛନ୍ତି! କଥା ହେବା ପାଇଁ ବୈଜ୍ଞାନିକ କରୁଛନ୍ତି ଏହି ଯୋଜନା

ଏଲିୟନ ଅବସ୍ଥିତି ଏବେବି ବୈଜ୍ଞାନିକଙ୍କ ପାଇଁ ରହସ୍ୟ ପାଲଟିଛି । କିନ୍ତୁ ଅନେକ ସମୟରେ ଏଲିୟନ୍ସଙ୍କୁ ନେଇ ଏଭଳି ଘଟଣା ସମ୍ନାକୁ ଆସିଥାଏ ଯାହାକୁ ଶୁଣି ସେମାନଙ୍କ ବିଷୟରେ ଆହୁରି କୌତୁହଳ ସୃଷ୍ଟି ହୁଏ । ଅନେକ ସମୟରେ…

ବ୍ରିଜ ତଳୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ: ପୋଲିସର ତଦନ୍ତ ଜାରି

ଭଞ୍ଜନଗର: ବଡ଼ଗଡ଼ ଥାନା କଳାଖାଡ଼ି ଗାଁ ନିକଟରେ ଏକ ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ କୃଷିମିତ୍ର ଭାବରେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତିରେ…