fbpx
Browsing Category

Breaking News

୨୦୨୨ ମାର୍ଚ୍ଚରେ ଜିଏସ୍‌ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ, ମୋଟ୧.୪୨ କୋଟିର ଜିଏସ୍‍ଟି ସଂଗୃହୀତ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେଶରେ ମୋଟ ୧, ୪୨,୦୯୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି । ଏହା ଏକ ସର୍ବକାଳୀନ ରେକର୍ଡ । ସେଥିରୁ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୨୫, ୮୩୦ କୋଟି ଟଙ୍କା…

ଶ୍ରୀଲଙ୍କାରେ ଅବସ୍ଥା ଗମ୍ଭୀର: ରାଷ୍ଟ୍ରପତି ଘୋଷଣା କଲେ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ: ସ୍ୱାଧରନତା ପରଠାରୁ ପଡୋଶୀ ଦେଶ ଶ୍ରୀଲଙ୍କା ବର୍ତ୍ତମାନ ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଲଗାତାର ହେଉଥିବା ଆନ୍ଦୋଳନ ମଧ୍ୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି…

ପ୍ରଥମ ପତ୍ନୀକୁ ବାପଘରେ ଛାଡି ଦ୍ବିତୀୟ ବିବାହ କଲେ ରସିକିଆ ସ୍ୱାମୀ, ଅଭିଯୋଗ ପରେ ବାନ୍ଧିଲା ପୋଲିସ

ବାଲିପାଟଣା, (ଭାସ୍କର ନ୍ୟୁଜ୍‌) : ପ୍ରଥମ ସ୍ତ୍ରୀ ଏବଂ ଗୋଟିଏ ପିଲା ଥାଇ ଦ୍ୱିତୀୟ ବିବାହ କରିବା ରସିକିଆ ସ୍ୱାମୀଙ୍କୁ ପଡିଲା ମହଙ୍ଗା । ପ୍ରଥମ ସ୍ତ୍ରୀର ଅଭିଯୋଗ ପରେ ଥାନ କୁ ଟଣା ହେଲେ ରସିକିଆ ସ୍ୱାମୀ । ଗିରଫ୍…

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର: ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲର ବର୍ଦ୍ଧିତ ଦର ଯୋଗୁଁ ଲୋକମାନେ ଚିନ୍ତାରେ ପଡିଛନ୍ତି । ତେଲ ଦର କମିବାର ନାଁ ନେଉନାହିଁ । ଭାରତୀୟ ତୈଳ କମ୍ପାନୀଗୁଡ଼ିକ କେବଳ ୧ ଏପ୍ରିଲକୁ ବାଦ୍ ଦେଇ ଆଜି ପୁଣି ରେଟ୍…

ରାଶିଫଳ(ଶନିବାର,୦୨ ଏପ୍ରିଲ,୨୦୨୨)

ମେଷ : ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି । ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ ।…

ପ୍ରତିଦିନ ପିଅନ୍ତୁ ଏହି ଜୁସ୍, ହୃଦ୍‌ରୋଗ ଏବଂ ହାଇ ବ୍ଲଡପ୍ରେସରରୁ ରହିବେ ସୁରକ୍ଷିତ

ଅତ୍ୟଧିକ ଚାପଗ୍ରସ୍ତ ହୋଇ କାମ କରିବା ହେତୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି । ଏହା ସହ ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ହୋଇପାରେ  । ଆଜିକାଲି, ହୃଦ୍‌ରୋଗ ଏବଂ କୋଲେଷ୍ଟ୍ରଲ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କ ସଙ୍ଗୀନ ଅଭିଯୋଗ, ପଠାନକୋଟ ହମଲା ପରେ ସେନା ପଠାଇବା ପାଇଁ ସରକାର ମାଗିଥିଲେ ୭.୫ କୋଟି

ଚଣ୍ଡିଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପରେ ସଙ୍ଗୀନ ଆରୋପ ଲଗାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ସିଂହ ମାନ। ସେ କହିଛନ୍ତି ପଠାନକୋଟ ଆକ୍ରମଣ ସମୟରେ ସେନା ପଠାଇବା ବଦଳରେ କେନ୍ଦ୍ର ସରକାର ପଞ୍ଜାବ…

(Video) ମା’ର ଶବକୁ କାନ୍ଧ ଦେଲେ ୪ ଝିଅ: ଖଟିଆରେ ବୋହିନେଲେ ୫ କିଲୋମିଟର

ଶବକୁ ଅସମ୍ମାନର ଚିତ୍ର, ଯାହା ମାନବ ସମାଜକୁ ଲଜ୍ଜିତ କରିପକାଉଛି, ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛି ଏହି ହୃଦୟଫଟା ଦୃଶ୍ୟ ଦେଖିଲେ ଆପଣ ବି ବ୍ୟଥିତ ହେବେ । ମଧ୍ୟ ପ୍ରଦେଶ ରେୱା ଜିଲ୍ଲାର ଏହି ହୃଦୟ ବିଦାରକ ଦୃଶ୍ୟଟି…

ନିଜ କ୍ଷେତରେ କରନ୍ତୁ ଏହି ଚାଷ, କମ ସମୟରେ ହୋଇପାରିବେ ଲାଭବାନ

ଅମୃତଭଣ୍ଡା, ଏହି ଫଳରେ ଅଧିକ ପୋଷକ ତତ୍ତ୍ୱ ଏବଂ ଔଷଧୀୟ କାରଣରୁ ବ୍ୟବସାୟିକ ମହତ୍ୱ ରହିଛି । ଅମୃତଭଣ୍ଡା ଚାଷ ଦକ୍ଷିଣ ମେକ୍ସିକୋ ଏବଂ କୋଷ୍ଟାରିକାରେ ଆରମ୍ଭ ହୋଇଥିଲା । ବିଶ୍ୱରେ ୬ ମିଲିୟନ ଟନରୁ ଅଧିକ ଅମୃତଭଣ୍ଡା…

ମୁସ୍କିଲ ସମୟରେ ବି ଇମ୍ରାନ ଖାନଙ୍କୁ ତାତ୍ସଲ୍ୟ କଲେ ପୂର୍ବତନ ପତ୍ନୀ, କହିଲେ- ଖାନ ଇତିହାସ ହୋଇଗଲେ

ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂପ୍ରତି ବହୁତ ମୁସ୍କିଲ ସ୍ଥିତି ଦେଇ ଗତି କରୁଛନ୍ତି। ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିପାରେ । ଏମିତି ମୁସ୍କିଲ ସ୍ଥିତିରେ ତାଙ୍କ ପୂର୍ବତନ ପତ୍ନୀ…