CHARIDHAM
Browsing Category

Breaking News

ସମ୍ପର୍କ ସ୍ଥାପନାର ଆଶା ନଥିଲେ ହୋଇପାରିବ ଛାଡପତ୍ର: ବିବାହ ଉପରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ବିବାହ ସମ୍ପର୍କ ଏବଂ ଛାଡପତ୍ରକୁ ନେଇ ଏକ ବଡ ଘୋଷଣା କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କେଉଁ କାରଣରୁ ଛାଡପତ୍ରକୁ ମଞ୍ଜୁରୀ ମିଳିପାରିବ ସେ ନେଇ ରାୟ ଦେଇଛନ୍ତି କୋର୍ଟର ସମ୍ବିଧାନ ପୀଠ । ସେ କହିଛନ୍ତି…

ଯୁବକଙ୍କୁ ଗୁଳିମାଡ , ଘଟଣାସ୍ଥଳରେ ଟଳି ପଡିଲେ

ବଡବିଲ୍ : ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବଡବିଲ ଥାନା ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୱାଡ ନଂ ୬ ମନି ଟାୱାର ନିକଟରେ ଗୁଳି ମାଡ ହୋଇଛି । ଯୁବକଙ୍କ ଛାତିରେ ଗୁଳି ବାଜିଛି । ଘଟଣାସ୍ଥଳରେ…

୧୪ଟି ମୋବାଇଲ ଆପକୁ ବ୍ୟାନ କଲେ କେନ୍ଦ୍ର ସରାକାର, ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ଆସୁଥିଲା ପାକିସ୍ତାନରୁ ମେସେଜ

ଶ୍ରୀନଗର: ମୋବାଇଲ ଆପକୁ ନେଇ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସୁରକ୍ଷା ଏବଂ ଗୁପ୍ତଚର ଏଜେନ୍ସିର ସୁପାରିଶ ପରେ କେନ୍ଦ୍ର ସରକାର ଦେଶରେ ୧୪ ମେସେଞ୍ଜର ଆପକୁ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି ।…

ଟିଏମସି ବୈଠକ ସମୟରେ ପଡିଲା ବିଜୁଳୀ , ଜଣେ ଶ୍ରମିକଙ୍କର ମୃତ୍ୟୁ, ୪୩ ଜଣ ଆହତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଇନ୍ଦୁ ଅଞ୍ଚଳରେ ବଜ୍ରପାତରେ ଜଣେ ଟିଏମସି କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ପ୍ରାକୃତିକ ଅଘଟଣାରେ ଅନ୍ୟ ୪୩ ଜଣ ଗୁରୁତର ଆହତ ହୋଇଥିଲେ। କୁହାଯାଉଛି ଯେ ଏହି ଅଞ୍ଚଳରେ…

କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଶେଷକରେ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ପଢିବେ ବାଇବେଲର କିଛି ଅଂଶ, ଜାଣନ୍ତୁ କାହିଁକି

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ରୁଷି ସୁନକ ଦେଶର ହାଲିଆ ପରମ୍ପରାକୁ ଧ୍ୟାନରେ ରଖି ବେଷ୍ଟମିଷ୍ଟର ଅବେ ରେ ମେ ୬ ତାରିଖ ଦିନ ଏକ ବିଶେଷ କାର୍ଯ୍ୟ କରିବାକୁ ଯାଉଛନ୍ତି । ସୁନକ ମହାରାଜ ଚାର୍ଲସ ତୃତୀୟଙ୍କ…

ଦିଲ୍ଲୀ ପାଇଁ ଖୁସି ଖବର ! ଚଳିତ ବର୍ଷ ଜାନୁଆରୀ ରୁ ଏପ୍ରିଲରେ ବାୟୁର ଗୁଣବତ୍ତା ସର୍ବୋତ୍ତମ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସୀ ଖବର । ବଦଳିଛି ବାୟୁମଣ୍ଡଳ, ବଦଳିଛି ଲୋକଙ୍କ ଜୀବନଧାରା । ଅତ୍ୟଧିକମାତ୍ରାରେ ପ୍ରଦୂଷଣ ଏବଂ ଘପନକୁହୁଡି ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କରିଥିଲା । କିନ୍ତୁ ଗତ ସାତ ବର୍ଷର…

କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ, AIIMS ରେ ଭର୍ତ୍ତି

ନୂଆଦିଲ୍ଲୀ : କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ରବିବାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି ହୋଇଛନ୍ତି । ରାତି ପ୍ରାୟ ୧୦ଟା ୫୦ ମିନିଟ ରେ ବେଳେ…

ATM ଠାରୁ GST ପର୍ଯ୍ୟନ୍ତ ଆଜିଠାରୁ ବଦଳିଲା ସମସ୍ତ ନିୟମ, ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଆଜି ହେଉଛି ମେ ମାସର ପ୍ରଥମ ଦିନ। ଏପରି ପରିସ୍ଥିତିରେ, ପ୍ରତ୍ୟେକ ମାସ ଆରମ୍ଭରେ କିଛି ନିୟମ ପରିବର୍ତ୍ତନ ହୁଏ। ଏହା ସହିତ ଆଜିଠାରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ପ୍ରତ୍ୟକ୍ଷ ପ୍ରଭାବ…

ଶସ୍ତା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର, ଚେକ କରନ୍ତୁ କେଉଁ ରାଜ୍ୟରେ କେତେ ଅଛି ରେଟ

ନୂଆଦିଲ୍ଲୀ: ଶ୍ରମିକ ଦିବସ ତଥା ମେ’ ୧କୁ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । ଆଜି ଦିଲ୍ଲୀ ଠାରୁ କାନପୁର, ପାଟଣା, ରାଞ୍ଚି, ଚେନ୍ନାଇ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ୧୭୧.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଆଜି ହିଁ…

ଆଜିଠାରୁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ: ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ମନା

ରାଜନଗର: ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ଭିତରକନିକା ଅଭୟାରଣ୍ୟକୁ ବନ୍ଦ କରାଯାଇଛି । କୁମ୍ଭୀର ପ୍ରଜନନକୁ ଆଖି ଆଗରେ ରଖି ଏହି ଜାତୀୟ ଉଦ୍ୟାନକୁ ୩ ମାସ ପାଇଁ ବନ୍ଦ ହୋଇଛି । ମେ' ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ…