fbpx
Browsing Category

Breaking News

ଆଜି ଦ୍ୱିତୀୟ ଦିନିକିଆ, ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ବିଜୟ ପାଇଁ ସବୁ ଶକ୍ତି ଖଟାଇବ ୱେଷ୍ଟ ଇଣ୍ଡିଜ୍‌

ଅହମ୍ମଦାବାଦ : ଆଜି ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବ। ପ୍ରଥମ ମ୍ୟାଚ ଭଳ ପ୍ରଦର୍ଶନ ଯୋଗୁ ଏକତରଫା ଭାବେ ଜିତି ୧-୦ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ସିରିଜ କବଜା ଲକ୍ଷ୍ୟରେ ମଇଦାନକୁ…

ବଢ଼ିଚାଲିଛି ବେକାରୀ ସମସ୍ୟା: ରେଳପଥରେ ଖାଲି ପଡ଼ିଛି ୨.୬୫ ଲକ୍ଷ ପଦବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ରାଜ୍ୟ ତଥା ଦେଶରେ କୋଭିଡ୍ ମହାମାରୀ ଆସିବା ପରଠାରୁ ବେକାରୀ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଚାକିରୀ ନଥିବାରୁ ଲକ୍ଷ ଲକ୍ଷ ଯୁବକ/ଯୁବତୀ ବେକାର ହୋଇ ବୁଲୁଛନ୍ତି । କାହାର…

ଭୋଟ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ଦୈନିକ ମିଳିବ ୨୦୦ରୁ ୩୫୦ ଟଙ୍କା, ଅସ୍ଥାୟୀ ବୁଥ୍ ପାଇଁ ୩ ହଜାର ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ବର୍ତ୍ତମାନ ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି । ଏଥିମଧ୍ୟରେ କରୋନା କଟକଣାକୁ ଆଖିଆଗରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କୁ ଆଗକୁ ବଢ଼ାଯାଉଛି । ତେଣୁ ସ୍ୱତନ୍ତ୍ର…

ୟୁୁପିରେ ସରିଲା ପ୍ରଚାର: ୧୦ରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ୨.୨୭ କୋଟି ଭୋଟର ମତ ସାବ୍ୟସ୍ତ କରିବେ

ଲକ୍ଷ୍ନୌ : ୟୁପି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି । ବିଜେପି, ସମାଜବାଦୀ ପାର୍ଟି, କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି ସହ ତମାମ ରାଜନୈତିକ ଦଳ ମଙ୍ଗଳବାର ଜୋରଦାର ପ୍ରଚାର…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ(ଭାସ୍କର ନ୍ୟୁଜ୍): ଆଜି ମାଘ ମାସ ଶୁକ୍ଳପକ୍ଷ ନବମୀ ତିଥି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେବ । ଏଣୁ ଅପରାହ୍ନ…

ସକାଳ ସମୟରେ ଘନ କୁହୁଡ଼ି ଆଶଙ୍କା, ୨ ଦିନ ଯାଏଁ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଆଜଠୁ ବଦଳିବ ପାଗ। ରାଜ୍ୟର କିଛି ସ୍ଥାନରେ ପାଗ ଶୁଖିଲା ରହିବ। ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି-କାଲି ପଶ୍ଚିମା ଝଡ଼ର ପ୍ରଭାବ ରହିବ । ତେଣୁ ଏହି…

ମୋଦିଙ୍କ ଉପରେ ପାଲଟା ଆକ୍ରମଣ ରାହୁଲ ଗାନ୍ଧୀ, କହିଲେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଡରୁଛନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ସୋମବାର ଲୋକସଭାରେ ଏବଂ ମଙ୍ଗଳବାର ରାଜ୍ୟସଭାରେ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଚର୍ଚ୍ଚାର ଉତ୍ତର…

ଉଷୁନା ଚାଉଳ ଉଠାଇବା ପ୍ରସଙ୍ଗକୁ ନେଇ ପ୍ରତିବାଦ: କେନ୍ଦ୍ର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ରାଜ୍ୟରୁ ଉଷୁନା ଚାଉଳ ଉଠାଉନଥିବା ପ୍ରସଙ୍ଗକୁ ନେଇ ମଙ୍ଗଳବାର ଏଫସିଆଇ ଅଫିସ ଆଗରେ ଧାରଣା ଦେଇଛି ବିଜେଡି । ଏଫସିଆଇ କାର୍ୟ୍ୟାଳୟ ଆଗରେ ଗଣଧାରଣା ଦେଇ ପ୍ରତିବାଦ କାରିଛି …

ଆଇଡି ବିସ୍ଫୋରଣରେ ୪ ଯବାନ ଗୁରୁତର

ଛତିଶଗଡ଼ ବିଜାପୁରରେ ଆଇଡି ବିସ୍ଫୋରଣ । ବିସ୍ଫୋରଣରେ ୪ ସିଆରପିଏଫ୍ ଯବାନ ଗୁରୁତର ଆହତ । ୩ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ଏୟାରଲିଫ୍ଟ କରାଯାଇଛି । ଅନ୍ୟଜଣେ ଆହତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ…

ପପୁ ପମପମଙ୍କ ବିବାଦୀୟ ଫିଲ୍ମ ମି.କହ୍ନେୟା: ୧୫ ରେ ହେବ ଶୁଣାଣି

ହାଇକୋର୍ଟରେ ପପୁ ପମପମଙ୍କ ମି.କହ୍ନେୟା ଫିଲ୍ମ ବିବାଦ । ସେନସର ପ୍ରସଙ୍ଗରେ ଜବାବ ରଖିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ । ଆସନ୍ତା ୧୫ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ସୂଚନାଯୋଗ୍ୟ, ପପୁ ପମପମଙ୍କ…