fbpx
Browsing Category

Breaking News

ରାଜ୍ୟରେ କମୁଛି ସଂକ୍ରମଣ: ଆଜି ଚିହ୍ନଟ ହେଲେ ୧୪୮୦ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

(Video)ଏହି ୨ଟି ଭୁଲ୍ ନକରିଥିଲେ ଅଜୟ ଓ ଲକି ପରି ଆଜିବି ବଞ୍ଚିଥାନ୍ତେ ସୌମ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ୍ ତଥା ଯୁବ ବ୍ୟବସାୟୀ ସୌମ୍ୟ ଆତ୍ମହତ୍ୟା ମାମଲା ଏବେ ଚର୍ଚ୍ଚାରେ ରହିଛି । ପୋଲିସ୍ ଏହି ମାମଲାରେ କଣ ପଦକ୍ଷେପ ନେବ ତାଉପରେ ଏବେ ସମସ୍ତଙ୍କ ନଜର । ସୌମ୍ୟ ଓ ସୋନାଲିଙ୍କ ମଧ୍ୟରେ…

ହାତେ ମାପି ଚାଖଣ୍ଡେ ଚାଲୁଛି ପୋଲିସ: ଜେରା ହେବେ ସୋନାଲି ଓ ତାଙ୍କ ମାଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜଧାନୀବାସୀଙ୍କ ମଧ୍ୟରେ ଖୁବ ଜୋରସୋରରେ ଚର୍ଚ୍ଚା ହେବାରେ ଲାଗିଛି ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣା । ସୌମ୍ୟ ତାଙ୍କର ପ୍ରେମିକା ସୋନାଲି…

୪୦ ଲକ୍ଷ ଫଲୋଅର୍ସ ସହିତ ଫୋର୍ବସ୍ ଅଣ୍ଡର୍ ୩୦ ତାଲିକାରେ ସାମିଲ ହେଲେ ଜନ୍ନତ୍ ଜୁବୈର୍

ମୁମ୍ବାଇ: ଟେଲି ଅଭିନେତ୍ରୀ ଜନ୍ନତ୍ ଜୁବେର୍ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ଖାସ୍ କରି ଇନଷ୍ଟାଗ୍ରାମରେ ସେ ବେଶ୍ ଆକ୍ଟିଭ୍ ରହିଥାନ୍ତି । ଅଳ୍ପ ବୟସରୁ ହିଁ ତାଙ୍କ ଫ୍ୟାନ୍ସ ଫଲୋଇଂ ଖୁବ୍ ଅଧିକ । ଏହି…

କିଏ ହେବ ଭୁବନେଶ୍ୱରର ପରବର୍ତ୍ତୀ ମେୟର: ବିଜେଡି, ବିଜେପି ଓ କଂଗ୍ରେସରେ ଏକାଧିକ ମହିଳା ଆଶାୟୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପାଇବ ମହିଳା ମେୟର । ଆଜି ଏନେଇ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିବା ବେଳେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ରାଜ୍ୟରେ ପଞ୍ଚାୟତ…

ପୌର ନିର୍ବାଚନ: ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା, ବଢ଼ିଲା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ…

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା: କୋହଲି ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ

ଦୁବାଇ: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ଆଇସିସି ଦିନିକିଆ ମାନ୍ୟତାରେ ପୂର୍ବପରି ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନ ବଜାୟ ରଖିପାରିଛନ୍ତି । ତେବେ…

ଭାରତୀୟ ବଜାରରେ ରେଡମି ନୋଟ୍‌ ୧୧ ଏବଂ ରେଡମି ନୋଟ୍‌ ୧୧ଏସ୍‌ ସ୍ମାର୍ଟଫୋନ୍‌ ଲଞ୍ଚ୍‌ , ଫେବୃଆରୀ ୧୧ରୁ ଆରମ୍ଭ ହେବ ବିକ୍ରି

ନୂଆଦିଲ୍ଲୀ: ଭାରତରେ ରେଡମି ନୋଟ୍‌ ୧୧ ଏବଂ ରେଡମି ନୋଟ୍‌ ୧୧ଏସ୍‌ ସ୍ମାର୍ଟଫୋନ୍‌ ଲଞ୍ଚ ହୋଇଛି । ଉଭୟ ଫୋନରେ ବହୁତ ସମାନ ନିର୍ଦ୍ଦିଷ୍ଟତା ଅଛି । ଏହି ଫୋନରେ ୯୦ ଏଚ୍‌ଜେଡ ଅମୋଲ୍ଡ ଡିସପ୍ଲେ ଏବଂ କ୍ୱାଡ୍‌ ରିୟର…

(Video)ବର୍ଷା-ଅନୁଭବ-ଜାଗୃତି ଝଡ଼: ବାନ୍ଧବୀଙ୍କ ଉପରେ ଆକ୍ରୋଶ ଝାଡ଼ିଲେ ୟୁଜର୍ସ, କହିଲେ ‘ତୁମେ ଅନୁଭବ ସହିତ ଆଫେୟାର୍ କରୁଛ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ତଥାକଥିତ ବାନ୍ଧବୀ ଜାଗୃତି ଶୁକ୍ଲା । ଏବେ ସୋସିଆଲ୍ ମିଡିଆ ୟୁଜର୍ସ ମାନେ…

ଭିଜିଲାନ୍ସ ଜାଲରେ ଡେପୁଟି ମ୍ୟାନେଜର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟର ଜଣେ ବଡ଼ବାବୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସମଲେଶ୍ୱରୀ ମିଲକ ୟୁନିୟନର ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ଆୟବହିର୍ଭୁତ ସମ୍ପତି ଠୁଳ…