fbpx
BJD SKY
BJD SKY
Browsing Category

Breaking News

ଖୁବଶୀଘ୍ର ପୌର ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ…

ଜାଗର ଦିନ ଶିବଲିଙ୍ଗରେ ଭୁଲରେ ବି ଚଢ଼ାନ୍ତୁ ନାହିଁ ଏହି ୫ ଜିନିଷ, ନଚେତ୍…

ଚଳିତବର୍ଷ ମହାଶିବରାତ୍ରୀ ବା ଜାଗର ପର୍ବ ୧ ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନ ପାଳନ କରାଯିବ । କୁହାଯାଏ କି, ମହାଶିବରାତ୍ରୀ ଦିନ ଶିବ-ପାର୍ବତୀଙ୍କ ବିବାହ ହୋଇଥିଲା । ମହାଶିବରାତ୍ରୀ ଦିନ ଭକ୍ତମାନେ ଶିବମନ୍ଦିର ଯାଇ…

ସମୁଦ୍ର କୂଳରେ ହଜାର ହଜାର ଲୋକ ମସ୍ତି କରୁଥିବା ବେଳେ ଆକାଶରୁ ଖସିପଡ଼ିଲା ହେଲିକପ୍ଟର, ଦେଖନ୍ତୁ Video

ଆମେରିକାର ପ୍ରସିଦ୍ଧ ମିଆମି ବିଚ୍ ନିକଟରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ସାମ୍ନାକୁ ଆସିଛି । ଏହି ସମୟରେ ହଜାର ହଜାର ଲୋକ ସମୁଦ୍ର କୂଳରେ ମସ୍ତି କରୁଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

ରାଜ୍ୟରେ ନିମ୍ନମୁଖୀ କୋଭିଡ୍ ସଂକ୍ରମଣ: ଆଜି ଚିହ୍ନଟ ହେଲେ ୩୪୨ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ବିଜେଡି କର୍ମୀଙ୍କୁ ହତ୍ୟା: ସନ୍ଦେହ ଘେରରେ ବିଜେପିର ଜଣେ ବରିଷ୍ଠ ନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନୀ ହିଂସା ଚରମସୀମାରେ ପହଞ୍ଚିଛି । ପୂର୍ବରୁ ଏକାଧିକ ସ୍ଥାନରେ ବୁଥ୍ ଜବରଦଖଲ, ପ୍ରାର୍ଥୀଙ୍କୁ ଅପହରଣ, ସାମ୍ବାଦିକଙ୍କୁ ଆକ୍ରମଣ, ମାରପିଟ୍ ଆଦି ଦେଖିବାକୁ…

ଯାତ୍ରୀଙ୍କ ପାଇଁ ବଡ଼ ଖବର: ରେଲୱେ ବାତିଲା କଲା ୩୩୬ ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ ବିକାଶ କାର୍ଯ୍ୟ, କୁହୁଡି ଓ ପାଣିପାଗ କାରଣରୁ ଶହ ଶହ ଟ୍ରେନ୍ ବାତିଲ କରାଯାଉଛି । ଏହାର ସୂଚନା ରେଲୱେର ଅଫିସିଆଲ ୱେବସାଇଟରେ ପ୍ରତିଦିନ ଜାରି ହେଉଛି । ସେହିପରି ଆଜି…

ଗୋପାଳଙ୍କୁ ଗୋଟିଏ ଗାଈ ପାଇଁ ପ୍ରତିମାସରେ ଦିଆଯିବ ୯୦୦ ଟଙ୍କା: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଲଖନଊ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୋଟ୍ ଦେବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି । ବିଜେପି ନିଜର ଆଧିପତ୍ୟ ବଜାୟ…

ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦାଖଲ କରି ଧରାପଡ଼ିଲେ ୨୮ ଜଣ ଛାତ୍ରଛାତ୍ରୀ, ସମସ୍ତଙ୍କର ନାମଲେଖା ବାତିଲ୍ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରି ଧରାପଡ଼ିଛନ୍ତି ୨୮ ଜଣ ଛାତ୍ରଛାତ୍ରୀ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନକଲି ସାର୍ଟିଫିକେଟରେ କିଛି ଛାତ୍ରଛାତ୍ରୀ ନାମ ଲେଖାଇଥିବା ଅଭିଯୋଗ…

ଅଗରକରଙ୍କୁ ବୋଲିଂ କୋଚ୍‌ କରିବା ପାଇଁ ସିନିୟର ଖେଳାଳିଙ୍କ ଇଚ୍ଛା, ବିସିସିଆଇର କରାଇଲେ ଦୃଷ୍ଟି ଆକର୍ଷଣ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପେସ୍‌ ବୋଲର ଅଜିତ ଅଗରକରଙ୍କୁ ବୋଲିଂ କୋଚ ନିଯୁକ୍ତ କରିବା ପାଇଁ ଭାରତୀୟ କ୍ରିକେଟ ଦଳର ସିନିୟର ଖେଳାଳି ମାନେ ଇଛା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ…

ମହିଳାଙ୍କ ଆଖିରୁ ଡାକ୍ତର ବାହାର କଲେ ତିନୋଟି ଜୀଅନ୍ତା ମାଛି

ନୂଆଦିଲ୍ଲୀ: ଆଜିକାଲିର ଦୈନନ୍ଦିନ ଜୀବନରେ ଦିନକୁ ଦିନ ନୂଆ ନୂଆ ଘଟଣା ସବୁ ଦେଖିବାକୁ ମିଳୁଛି । କିଏ ବାଲି ଖାଇ ବଞ୍ଚୁଛି ତ କାହାର ପେଟରୁ ଲୁହା କଣ୍ଟା ବାହାରିଲାଣି । ତେବେ ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା…