Browsing Category

Breaking News

(Video) Cystic Hygroma ରୋଗରେ ଆକ୍ରାନ୍ତ ୯ ମାସର ଶିଶୁକନ୍ୟା: ବେକ ବାଟେ ଖାଉଛି, ଜିଭ ବାହାରକୁ ବାହାରି ଆସିଛି, କାନ୍ଦିକାନ୍ଦି ସାହାଯ୍ୟ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଛୁଆଟି ଜନ୍ମଲାଭ କରିବା ପରେ ପିତାମାତା ବହୁତ ଖୁସି ହୋଇଥାନ୍ତି । ମାତ୍ର ଅନେକ ସମୟରେ କିଛି ନବଜାତ ବାପା, ମାଆଙ୍କ ଦୁଃଖର କାରଣ ସାଜିଥାନ୍ତି । ବେଳେବେଳେ କିଛି ଶିଶୁ ନୂଆ…

ଓଡିଶାରେ ସକ୍ରିୟ ହେଉଛି ଆଉ ଏକ ପଶ୍ଚିମାଝଡ: ପ୍ରଭାବରେ ୪ ଦିନ ଭିଜିବ ସାରା ରାଜ୍ୟ

ଭୁବନେଶ୍ୱର: ଆସନ୍ତା ରବିବାର ଅର୍ଥାତ କାଲିଠୁ ସାରା ରାଜ୍ୟରେ ସକ୍ରିୟ ହେବ ଆଉ ଏକ ପଶ୍ଚିମାଝଡ । ଏହାର ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ବିଜୁଳି,…

ସ୍ୱପ୍ନ ଥିଲା ଓଡ଼ିଶା ପୋଲିସ ଚାକିରି: ଇଣ୍ଟରଭ୍ୟୁ ବେଳେ ଅଟକିଗଲା ଜୀବନ, ଶବ କହୁଛି ଦୁଃଖର କାହାଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତ୍ୟେକ ପିତାମାତା ସେମାନଙ୍କର ପିଲାମାନଙ୍କ ଭବିଷ୍ୟତ ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି । ପିଲାମାନେ ମଧ୍ୟ ନିଜର ସ୍ୱପ୍ନ ପୂରଣ କରିବା ପାଇଁ କମ୍ ବୟସରୁ ଜୀବନରେ ଅନେକ ସଂଘର୍ଷ…

(Video) ବଡି ନେହିଁ ଦମ୍ ଚାହିଏ: ୧୯୦ କେଜିର ଯୁବକ ଓ ୭୨ ବର୍ଷୀୟ ବୃଦ୍ଧଙ୍କ ମଧ୍ୟରେ ଫାଇଟ୍, କିଏ ଜିତିବ?

ନୂଆଦିଲ୍ଲୀ: ସାଧାରଣ ଭାବେ ଅଧିକ ଉଚ୍ଚତା, ମୋଟା, ସୁସ୍ଥ ସବଳ ଥିବା ଲୋକଙ୍କୁ ଆମେ ଶକ୍ତିଶାଳୀ ବୋଲି କହିଥାଉ । ଆକାର ଦୃଷ୍ଟିରୁ ଶକ୍ତିଶାଳୀ ଦେଖାଯାଉଥିବା ଲୋକମାନେ ପ୍ରତିପକ୍ଷଙ୍କ ଉପରେ ଭାରି ପଡ଼ିବେ ବୋଲି ସମସ୍ତେ…

ତିନି ବର୍ଷ ପରେ ପୁଣି କଡ଼ ଲେଉଟାଇଲା କରୋନା! ୨୪ ଘଣ୍ଟାରେ ବଢ଼ିଲା ସଂକ୍ରମଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୮ଟି ନିୟମ ମାନନ୍ତୁ

ନୂଆଦିଲ୍ଲୀ: ତିନି ବର୍ଷ ପରେ ପୁଣି ଥରେ କରୋନା ଭାଇରସ ଦେଶବାସୀଙ୍କୁ ଡରାଇବା ଆରମ୍ଭ କରିଦେଲାଣି । ସାରା ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ ପଜିଟିଭିଟି ରେଟ ବୃଦ୍ଧି ପାଇ ୧.୩୩…

ଆପଣଙ୍କୁ କୋଟିପତି କରିଦେଇପାରେ ଏଇ ଦୁର୍ଲଭ ଗ୍ରହାଣୁ: ରିପୋର୍ଟ

ମଙ୍ଗଳ ଓ ବୃହଷ୍ପତି ଗ୍ରହ ମଧ୍ୟରେ ଥିବା ‘୧୬ ସାଇକ୍’ ନାମରେ ଗୋଟାଏ ପ୍ରକାଣ୍ଡ ଧାତବ ଗ୍ରହାଣୁ ବିଶ୍ୱର ପ୍ରତ୍ୟେକ ଲୋକଙ୍କୁ କୋଟିପତି କରିଦେଇ ପାରେ ବୋଲି ‘ଫୋର୍ବସ୍’ ପତ୍ରିକାରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ।…

କରୋନା ପରେ ବୃଦ୍ଧି ପାଇଛି ଯକ୍ଷ୍ମା ରୋଗ: ରିପୋର୍ଟରୁ ଖୁଲାସା

କରୋନା ଆରମ୍ଭ ହେବା ପରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେତୁ ଫୁସଫୁସ ରୋଗ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ କରୋନା କାରଣରୁ ଯକ୍ଷ୍ମା ରୋଗ ଯଥେଷ୍ଟ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, କୋଭିଡ…

ଶେଷ ନିଦ୍ରାରେ ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ୱାମୀ: ଗାଧୁଆ ଘରେ ଅଜବ ପ୍ରକାର ମୃତ୍ୟୁ

ନୂଆଦିଲ୍ଲୀ: ଆଉ ନାହାନ୍ତି ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ୱାମୀ ହରମିନ୍ଦର ସିଂହ । ହଠାତ ସ୍ୱାମୀଙ୍କ ମୃତ୍ୟୁ ଜାଣି ଦୁଃଖରେ ଭାଙ୍ଗି ପଡିଛନ୍ତି ନିଲୁ । ତେବେ ଗାଧୁଆ ଘରେ ଗାଧେଇବା ସମୟରେ…

୯ ହଜାର ପଦ ଖାଲି: ଓଡ଼ିଶାର ପିଲାଙ୍କ ପାଇଁ ବଡ଼ ସୁଯୋଗ, ମାଟ୍ରିକ୍ ପାସ କରିଥିଲେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ପାଇଁ ଏକ ବଡ଼ ଖୁସି ଖବର । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ପକ୍ଷରୁ ୯ ହଜାରରୁ ଅଧିକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କନଷ୍ଟେବଳ ପଦରେ…

ସରକାରୀ କର୍ମଚାରୀଙ୍କୁ ଡବଲ ଗିଫ୍ଟ: ପୁଣି ବଢ଼ିଲା ମହଙ୍ଗା ଭତ୍ତା, କେନ୍ଦ୍ର ପରେ ଏବେ ରାଜ୍ୟ

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା କରିଥିଲେ । ଏହାଫଳରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ଡିଏ ୩୮ ପ୍ରତିଶତରୁ ବୃଦ୍ଧି ପାଇ ୪୨ ପ୍ରତିଶତରେ ପହଞ୍ଚି ଯାଇଥିଲା ।…