Browsing Category

Breaking News

କାଳଭୈରବଙ୍କ କୃପାରୁ ତୁଟିବ ଗ୍ରହ ଦୋଷ, ଜାଣନ୍ତୁ କେବେ ପଡୁଛି ଯୋଗ ଆଉ କିଭଳି କରିବେ କାଳଭୈରବଙ୍କୁ ସନ୍ତୁଷ୍ଟ

ନୂଆଦିଲ୍ଲୀ: ହିନ୍ଦୁ କ୍ୟାଲେଣ୍ଡରର ଦ୍ୱିତୀୟ ମାସ ବୈଶାଖ ୭ ଏପ୍ରିଲରୁ ଆରମ୍ଭ ହୋଇଛି । ତେବେ ଏହି ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ମାସିକ କାଲାଷ୍ଟମୀ ଉପବାସ ପାଳନ କରାଯାଏ । ଏହି ଦିନ ରୁଦ୍ରବତାର କାଳଭୈରବଙ୍କୁ…

ପ୍ରକାଶ ପାଇଲା ଗଣଶିକ୍ଷା ବିଭାଗର ଶିକ୍ଷା କ୍ୟାଲେଣ୍ଡର: ଚଳିତ ବର୍ଷ ରହିଛି ଏତିକି ଦିନ ପାଠପଢ଼ା, ଆଉ ଏତିକି ଦିନ ଛୁଟି

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ଆରମ୍ଭ ହେଇଛି ସକାଳୁଆ ସ୍କୁଲ । ରାଜ୍ୟରେ ତାତି ବଡୁଥିବାରୁ ଏଭଳି ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ। ସେହିଭଳି ୨୦୨୩-୨୪ ଶିକ୍ଷାବର୍ଷ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ…

ମର୍ଣ୍ଣିଂ ୱାର୍କରେ ଯାଉଥିବା ବେଳେ ବିଜେପି ନେତାଙ୍କୁ ଭୁଜାଲି ଆକ୍ରମଣ, ରାଜନୈତିକ ଶତ୍ରୁତାରୁ…

ସୋର: ବାଲେଶ୍ୱର ଜିଲ୍ଲା ସୋର BJP ନଗର ଉପସଭାପତିଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ବିଜେପି ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ୱାମୀ ଲୋକନାଥ ରାଉତଙ୍କୁ ସୋର ଥାନା ନିକଟରେ…

ଭିଜିଲାନ୍ସ ଜାଲରେ ହିନ୍ଦୋଳ BEO ଶାନ୍ତନୁ ମଲ୍ଲିକ୍, ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ମାଡିବସିଲା ଟିମ୍

ଢ଼େଙ୍କାନାଳ: ରାଜ୍ୟରେ ଦିନକୁ ଦିନ ଦୁର୍ନିତି ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଦୁର୍ନିତିଖୋର ଅପରାଧି ଧରାପଡିବାରେ ଲାଗିଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ୍ ଏବେ…

ବିଜେଡିରୁ ବହିଷ୍କୃତ ହେଲେ ୨ ବରିଷ୍ଠ ନେତା; ଦଳବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା

ଭୁବନେଶ୍ୱର : ବିଜୁ ଜନତା ଦଳ ନିଜର ଦଳର ଉନ୍ନତି ପାଇଁ ଏବଂ ରାଜ୍ୟବାସୀଙ୍କ ସୁବିଧା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଥାଏ । ଦଳର ସୁପ୍ରିମୋ ଦୁର୍ନିତୀଖୋର ଏବଂ ନିଜର ଦାଇତ୍ୱ ସଠିକ୍ ଭାବରେ…

ପ୍ୟାନ କାର୍ଡରେ ଥିବା ୧୦ ଅଙ୍କ ବିଶିଷ୍ଟ ନମ୍ବରର ଅର୍ଥ ଜାଣନ୍ତି କି? ଏହି କଥାର ଦେଇଥାଏ ସଂକେତ

ନୂଆଦିଲ୍ଲୀ: ସାଧାରଣଃ ଆଜିକାଲି ପ୍ୟାନକାର୍ଡ ହେଉଛି ଆମ ପରିଚୟର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର । ଏହା ବିନା କୌଣସି ଅର୍ଥ ଦେବା ନେବା କାମ ସମ୍ଭବ ହୋଇନଥାଏ । ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଏହାର…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନରେ ଭାରତ ନିଜର ଶକ୍ତିକୁ ହୃଦୟଙ୍ଗମ କରିବା ସହ ଭାରତକୁ ଏକ ଗତିଶୀଳ ରାଷ୍ଟ୍ରରେ ପରିଣତ କରିପାରିଛି

ନୂଆଦିଲ୍ଲୀ: ଚଳିତ ଥର ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ହନୁମାନ ଜୟନ୍ତୀ ଦିନ ପଡ଼ିଲା। ଆଉ ଏହି ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦଳ ଆଉ ସଙ୍ଗଠନ କୁ ଯେଉଁ ଗୁରୁମନ୍ତ୍ର ବାଣ୍ଟି ଥିଲେ ସେଥିରେ ହନୁମାନଙ୍କ ଜୀବନରୁ ଅଗଣିତ…

ଦେଶରେ ପ୍ରଥମ: ୨୦ ରୁ ଆରମ୍ଭ ହେବ ଓଡ଼ିଶା ସ୍କିଲ୍ କନକ୍ଲେଭ୍, କେବଳ ଦେଶ ନୁହେଁ ବରଂ ବିଦେଶରେ ମିଳିବ ନିଯୁକ୍ତି

ଭୁବନେଶ୍ୱର: ‘ସ୍କିଲ୍-ଇନ୍-ଓଡିଶା’ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ଦେବା ପାଇଁ ଓଡିଶା ସରକାର ନୂତନ ଭାରତ ପାଇଁ ଦକ୍ଷତା…

Video: ସିଦ୍ଧାର୍ଥଙ୍କ ସ୍ମୃତିକୁ ଭୁଲି ପାରୁନାହାନ୍ତି ଶେହନାଜ ଗିଲ୍, ଆଗକୁ ବଢିବା ପାଇଁ ପରାମର୍ଶ ଦେଲେ ସଲମାନ ଖାନ

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ'ର ଟ୍ରେଲର ମୁକ୍ତିଲାଭ କରିଛି। ଏକ ବିଶାଳ ସମାରୋହରେ ଟ୍ରେଲର ଲଞ୍ଚ କରାଯାଇଥିଲା। ଏହି ସମୟରେ ସଲମାନ ଖାନ ତାଙ୍କ ଫିଲ୍ମର ପୁରା…

ଆଜି ସଚିନ ପାଇଲଟ ଅନଶନ: କଂଗ୍ରେସର ଲକ୍ଷ୍ମଣରେଖା ପାର କରିବେ କି ପାଇଲଟ ନା ଦଳ କଥାକୁ ସମ୍ମାନ ଦେବେ ?

ନୂଆଦିଲ୍ଲୀ:କଂଗ୍ରେସ ଭିତରେ ଥିବା ଦଳୀୟ କନ୍ଦଳ ଏବେ ବଢ଼ିବାରେ ଲାଗିଛି । ଫଳ ସ୍ୱରୁପ ଦଳ ଭିତରେ କର୍ମୀ ମାନଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳୁଛି । ତେବେ ଏହା ଭିତରେ ଆଜି ଏକ ଦିର ଅନଶନର ଡାକରା ଦେଇଛନ୍ତି ରାଜସ୍ଥାନର…