Browsing Category
Breaking News
BJP ପ୍ରତିଷ୍ଠା ଦିବସ: ଜନସଂଘରୁ ଭାଜପା ୭୨ ବର୍ଷର ଯାତ୍ରା, ୩ ସାଂସଦରୁ ୩୦୩, ଇତିହାସ ପୃଷ୍ଠାରୁ ଜାଣନ୍ତୁ ରାଜନୀତିର କାହାଣୀ
ନୂଆଦିଲ୍ଲୀ: ଆଜି ବିଜେପିର ୪୩ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଭାଜପା ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ମାନ୍ୟତା ଲାଭ…
ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ରାଜ୍ୟ ବୀମା ଯୋଜନା’: ରାଜ୍ୟର ଶିକ୍ଷାନୁଷ୍ଠାନରେ ସାମିଲ ହେବ ଇନସ୍ୟୁରାନ୍ସ ପାଠ୍ୟକ୍ରମ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖରେ ବୀମା ବା ଇନସ୍ୟୁରାନ୍ସ ନାହିଁ । ତେଣୁ ଅଧିକ ଲୋକ କିପରି ବୀମା କରିପାରିବେ ସେଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି…
୫ ଦିନ ପରେ ମଧ୍ୟ ଘରକୁ ଫେରିନି ଚିତା ‘ଓବାନ’, କଳା ହରିଣକୁ ଶିକାର କରି ମେଣ୍ଟାଇଲା ଭୋକ
ଭୋପାଲ: ମଧ୍ୟପ୍ରଦେଶର ସୋୟେପୁର ସ୍ଥିତ କୁନୋ ଜାତୀୟ ଉଦ୍ୟାନର ଖୋଲା ଜଙ୍ଗଲରେ ଛଡାଯାଇଥିବା ନାମ୍ବିଆରେ ୪ଟି ଚିତାରୁ ଏକ ଚିତା ଓବାନ, ପାଞ୍ଚ ଦିନ ପରେ ମଧ୍ୟ ଉଦ୍ୟାନକୁ ନ ଫେରିବା କଥା ସାମ୍ନାକୁ ଆସିଛି । ବନ ବିଭାଗକୁ…
ଫୋନରେ ପାଣି ପଶିଲେ ଏହାକୁ ଶୁଖିଲା ଚାଉଳର ବାକ୍ସରେ ରଖିବା କେତେ ଦୂର ଭଲ! ଏମିତି କରିବା ଦ୍ୱାରା ନଷ୍ଟ ହେବନି ତ ଆପଣଙ୍କ ସ୍ମାର୍ଟଫୋନ
ନୂଆଦିଲ୍ଲୀ: ଅନେକ ଥର ସୋସିଆଲ ମିଡିଆରେ ଏକ ଘଟଣା ଭାଇରାଲ ହେଉଥିବାର ଆପଣ ଦେଖିଥିବେ , ଯେଉଁଥିରେ ଦେଖିବାକୁମିଲେ ଯେ 'ମୋବାଇଲ୍ ଫୋନ୍ ଓଦା ହେବା ପରେ ଏହାକୁ ଏକ ଚାଉଳ ବାକ୍ସରେ ରଖନ୍ତୁ ସବୁ ସମାଧାନ ହେଇଯିବ। କାରଣ…
କଟକରେ ମର୍ମନ୍ତୁଦ ଦୁର୍ଘଟଣା, ୧ ମୃତ, ୨ ଗୁରୁତର
କଟକ: ଚହଟା ବିଡାନାସୀ ମଶାଣି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି । ଟ୍ରକଟି କାରକୁ ସାମ୍ନା ପଟୁ ପିଟିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଏନେଇ ଟ୍ରକକୁ…
ନିଜ ସନ୍ତାନଙ୍କ ସମ୍ପତ୍ତି ଉପରେ ପିତାମାତାଙ୍କ ଅଧିକାର ଅଛି କି ? ଜାଣନ୍ତୁ ସନ୍ତାନଙ୍କ ହଠାତ ବିୟୋଗ ପରେ କାହାକୁ ମିଳେ ତାଙ୍କ ସମ୍ପତ୍ତି
ନୂଆଦିଲ୍ଲୀ:ଆମେ ସବୁବେଳେ ପିତା ମାତାଙ୍କ ସମ୍ପତି ଉପରେ ପିଲା ମାନଙ୍କ ଅଧିକାର କଥା କହୁ କିନ୍ତୁ ଏକ ଶିଶୁର ସମ୍ପତ୍ତି ଉପରେ ପିତାମାତାଙ୍କ ଅଧିକାର ବିଷୟରେ ହୁଏତ ଆଲୋଚନା ବିଷୟରେ କମ ଶୁଣିଥିବେ । ଏକ ନିୟମ ଅନୁଯାୟୀ,…
ଚୀନ ହାରିଲା ଭାରତ ଜିତିଲା: ମିଳିତ ଜାତିସଂଘର ପରିସଂଖ୍ୟାନ ଆୟୋଗ ସଦସ୍ୟ ହେଲା ଭାରତ
ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଭାରତର ଲୋକପ୍ରିୟତା ଓ ପ୍ରଭାବ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦ, କୋଭିଡ୍ ଭ୍ୟାକ୍ସିନେସନ, ଶାନ୍ତି ସ୍ଥାପନ, ୟୁକ୍ରେନ-ଋଷ ଯୁଦ୍ଧ ଭଳି…
(Video)’ ମୁସଲମାନମାନଙ୍କୁ କିଛି ଦିଏ ନାହିଁ ବିଜେପି, କିନ୍ତୁ ଆପଣ ମୋତେ ଭୁଲ୍ ପ୍ରମାଣିତ କରିଛ’, ପ୍ରଧାନମନ୍ତ୍ରୀଙ୍କୁ ଏଭଳି…
ନୂଆଦିଲ୍ଲୀ: ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଗତ ଜାନୁଆରୀ ମାସ ୨୫ ତାରିଖରେ କେନ୍ଦ୍ର ସରକାର ପ୍ରତିଷ୍ଠିତ ପଦ୍ମ ପୁରସ୍କାର ଘୋଷଣା କରିଥିଲେ । ଚଳିତ ବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ନିମନ୍ତେ ଚୟନ କରାଯାଇଥିଲା ।…
MBBS ଛାତ୍ରଛାତ୍ରୀ ନିଜ ଇଚ୍ଛାରେ ରୋଗୀଙ୍କୁ ମେଡିସିନ ଦେଇ ପାରିବେ ନାହିଁ: ସମସ୍ତ ମେଡିକାଲ କଲେଜ ପାଇଁ NMCର ନିର୍ଦ୍ଦେଶନାମା
ନୂଆଦିଲ୍ଲୀ: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ମେଡିକାଲ ଆୟୋଗ (ଏନଏମସି) ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି । ସମସ୍ତ ମେଡିକାଲ କଲେଜର ଏମବିବିଏସ ଛାତ୍ରଛାତ୍ରୀମାନେ ରୋଗୀଙ୍କୁ ନିଜ ଇଚ୍ଛାରେ ମେଡିସିନ କି…
ଏପ୍ରିଲ ୧୦ ତାରିଖରୁ ଯୁକ୍ତଦୁଇ ଖାତାଦେଖା ଆରମ୍ଭ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୧ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ରାଜ୍ୟର ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟର ୧୧୪୫ଟି ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ଜଣ…