Browsing Category

Breaking News

ତହସିଲ କାର୍ଯ୍ୟାଳୟ ଆଗରେ ଦେହରେ ନିଆଁ ଲଗାଇଥିବା ଦିବ୍ୟାଙ୍ଗ ମୃତ

ନୂଆପଡ଼ା: ନୂଆପଡ଼ା ସଦର ତହସିଲ ଅଫିସ୍‌ରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଥିଲା । ଜଣେ ଦିବ୍ୟାଙ୍ଗ ଯୁବକ ଜମି ବିକ୍ରି କରିବାକୁ ଚାହୁଥିବା ବେଳେ ବିଭାଗୀୟ ବହୁ ହଇରାଣ କଲେ। ଏଥିରେ ଅତିଷ୍ଠ ହୋଇ ସଂପୃକ୍ତ ଯୁବକ ଜଣକ…

ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଲା BJD: ମିଳିଲା ସଭାପତି, ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ଏବେଠାରୁ ନିଜ ନିଜର ସଂଗଠନକୁ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ…

ମାଇକ୍ରୋସଫ୍ଟ କମ୍ପାନୀ ଆରମ୍ଭ କଲା ନୂଆ ଫିଚର, MS Office ରେ ଉପଯୋଗ କରିପାରିବେ GPT-4 ଟେକନିକ

ନୂଆଦିଲ୍ଲୀ: ଦୁନିଆର ବଡ ଟେକନିକ କମ୍ପାନୀ ମାଇକ୍ରୋସଫ୍ଟ କମ୍ପାନୀ ଗୁରୁବାର ଦିନ Microsoft 365 Copilot ର ଘୋଷଣା କରିଛି । ଯାହା କମ୍ପାନୀର ପ୍ରଡକ୍ଟିଭ୍ ଆପ ପାଇଁ AI-ସଂଚାଳିତ ଅପଗ୍ରେଟ ଅଟେ । ଏହାଦ୍ୱାରା…

ବିଷାକ୍ତ ବାୟୁ ମଣିଷର ଆୟୁଷ କମ୍ କରିଦେଉଛି, କେଶ ଶୀଘ୍ର ଝଡ଼ି ଯାଉଛି, ପଶୁପକ୍ଷୀ ବି ହେଉଛନ୍ତି ପ୍ରଭାବିତ- ରିସର୍ଚ୍ଚ

ନୂଆଦିଲ୍ଲୀ: ଦିନକୁ ବାୟୁ ପ୍ରଷୂଷଣ ବଢ଼ିବା ସାଙ୍ଗକୁ ଏହାର ଭୟଙ୍କର ପ୍ରଭାବ ମଣିଷ ଉପରେ ପଡ଼ୁଛି । ତେବେ ବାୟୁ ପ୍ରଦୂଷଣ ମଣିଷ ଶରୀରରେ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିବା ସହିତ ଲୋକଙ୍କର ଆୟୁଷକୁ ମଧ୍ୟ ହ୍ରାସ କରୁଛି ।…

Grain ATM:ରାଜ୍ୟରେ ସ୍ଥାପନ ହେଲା ଶସ୍ୟ ଏଟିଏମ୍, ଏଣିକି ରାସନକାର୍ଡଧାରୀ ମାନେ ଏଟିଏମରୁ ବାହାର କରିବେ ଚାଉଳ, ଗହମ

ନୂଆଦିଲ୍ଲୀ: ଆଗରୁ ଆପଣ ଜାଣିଥିବେ ଏଟିଏମରୁ କେବଳ ଟଙ୍କା ବାହାରେ। କିନ୍ତୁ ଏବେ ଏଟିଏମରୁ ଶସ୍ୟ ମଧ୍ୟ ବାହାରିଲାଣି। ଉତ୍ତରପ୍ରଦେଶର ନାଗରିକମାନଙ୍କୁ ଚାଉଳ ଏବଂ ଗହମ କିଣିବା ପାଇଁ ଆଉ କିରାଣି ଦୋକାନରେ ଲମ୍ବା ଧାଡିରେ…

ଓଡ଼ିଶାରେ ବିରଳ ଅସ୍ତ୍ରୋପଚାର: ୪ ବର୍ଷର ଶିଶୁ ହେଲା ସୁସ୍ଥ, ଡାକ୍ତରୀ ଟିମକୁ ଧନ୍ୟବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଲୋକମାନେ ନୂଆ ନୂଆ ରୋଗରେ ସଂକ୍ରମିତ ହେଉଛନ୍ତି । ବେଳେବେଳେ ଛୋଟ ପିଲାଙ୍କୁ ମଧ୍ୟ କିଛି ବିରଳ ରୋଗ ହୋଇଥାଏ । ଏପରି ସ୍ଥଳେ ରୋଗୀର ଜୀବନ ବଞ୍ଚାଇବା ଡାକ୍ତରଙ୍କ ପାଇଁ ଏକ କଡ଼ା…

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିଯୁକ୍ତି: LDC, UDC, ଆସିଷ୍ଟାଣ୍ଟ, PA, ଟାଇପିଷ୍ଟ, ଡ୍ରାଇଭର ପଦ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟି (CUO) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଡେପୁଟି ଲାଇବ୍ରେରିଆନ, ସିଷ୍ଟମ ଆନାଲିଷ୍ଟ, ହିନ୍ଦି…

ଆଜିଠାରୁ ବଦଳିବ ଏସବିଆଇ କ୍ରେଡିଟ୍ କାର୍ଡ ନିୟମ, ଏହା ଆପଣଙ୍କ ପକେଟରେ ପକାଇବ ସିଧା ପ୍ରଭାବ, ଜାଣନ୍ତୁ ନୂଆ ରୁଲ୍

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କର କୋଟୋକୋଟି ଗ୍ରାହକଙ୍କ ପାଇଁ ବଡ ଖବର ଆସି ପହଁଚିଛି । ଆପଣଙ୍କ ପାଖେ ଯଦି ଏସବିଆଇର କାର୍ଡ ଅଛି ତେବେ ବ୍ୟାଙ୍କ ଆପଣଙ୍କୁ ଏକ ବଡ ଝଟକା ଦେଇଛି । ଆଜିଠାରୁ ବ୍ୟାଙ୍କ…

ପିଲାଙ୍କ ପାଖରେ ଏଭଳି ସଙ୍କେତ ଦେଖୁଛନ୍ତି କି? ପିତାମାତା ଏଭଳି ଲକ୍ଷଣକୁ ସହଜରେ ନେବା ଆଦୌ ଉଚିତ ନୁହେଁ; ନଚେତ ଆପଣଙ୍କ ପିଲାକୁ ହେଇପାରେ..

ନୂଆଦିଲ୍ଲୀ: ଆମ ଶରୀର ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶରୀରରେ ଜଳର ଅଭାବ ଅନେକ ସମସ୍ୟା ସୃଷ୍ଟି କରିପାରେ। ପିଲାମାନଙ୍କର ଠାରେ ଜଳର ଅଭାବ ଅଧିକ ଦେଖା ଯାଏ କାରଣ ସେମାନେ ଠିକ ଭାବରେ ପାଣି ପିଅନ୍ତି ନାହିଁ ।…

UGC କରିବ ବଡ଼ ଘୋଷଣା: ଏଣିକି ବିଦେଶରେ ଖୋଲିବ ଭାରତୀୟ ୟୁନିଭରସିଟିର କ୍ୟାମ୍ପସ

ନୂଆଦିଲ୍ଲୀ: ଦେଶର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ସେହି କ୍ରମରେ ଖୁବଶୀଘ୍ର ୟୁଜିସି ଏକ ବଡ଼ ଘୋଷଣା…