fbpx
Browsing Category

Breaking News

ଏଣିକି ଆର୍ଯ୍ୟନ ଖାନ୍ ପ୍ରତି ସପ୍ତାହରେ ମୁମ୍ବାଇ NCB ଅଫିସରେ ହାଜର ହେବେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କ ଜାମିନ ସର୍ତ୍ତରେ ସଂଶୋଧନ କରିଛନ୍ତି । ଏଥିସହ ଆର୍ଯ୍ୟନ…

ସେକ୍ସ ୱର୍କରଙ୍କର ଶୀଘ୍ର କରାଯାଉ ଭୋଟ, ଆଧାର କାର୍ଡ; ରାସନର ମଧ୍ୟ ବ୍ୟବସ୍ଥା ତୁରନ୍ତ ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ ବୃତ୍ତି ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କୁ ମୌଳିକ ଅଧିକାର ପ୍ରଦାନ କରାଯାଇଥାଏ। ଏହା ସହିତ ଅଦାଲତ ପକ୍ଷରୁ କେନ୍ଦ୍ର, ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ…

ମୁଁ ଦିନିକିଆ ଦାୟିତ୍ୱ ନେବାକୁ ଇଚ୍ଛୁକ ଥିଲି, ମାତ୍ର ଚୟନକର୍ତ୍ତା ନିଜର ନିଷ୍ପତ୍ତି ନେଲେ: ନିରବତା ଭାଙ୍ଗି ବିରାଟ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦୁଇ ଟପ୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ପଦାରେ ପଡ଼ିଛି । ପୂର୍ବରୁ ବିରାଟ ଟି-୨୦ ଅଧିନାୟକ ପଦରୁ ଓହରିବା ପରେ ରୋହିତଙ୍କୁ ଏହି ଦାୟିତ୍ୱ…

ସୁନୀଲ ବଂଶଲ ହେବେ ନୂଆ DGP, ରାଜ୍ୟ ସରକାର କଲେ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନୀଲ ବଂଶଲ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶ (ଡିଜିପି) । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ବର୍ତ୍ତମାନ…

ଦୁନିଆର ସବୁଠାରୁ ପ୍ରଶଂସନୀୟ ଭାରତୀୟ ଖେଳାଳି ହେଲେ ସଚିନ, ଦେଶରେ ଆଗରେ ରହିଛନ୍ତି ଧୋନୀ; ୩ ନମ୍ବରରେ ବିରାଟ

ନୂଆଦିଲ୍ଲୀ: ଦୁନିଆର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେବାର ୮ ବର୍ଷ ହେଲାଣି, କିନ୍ତୁ ତାଙ୍କର ଲୋକପ୍ରିୟତା ଆଦୌ କମିନାହିଁ । ସେ ଆଜିବି ଦୁନିଆର ସବୁଠାରୁ ପ୍ରଶଂସନୀୟ ଭାରତୀୟ ଖେଳାଳି…

ଆଖି ବୁଜିଲେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ବରୁଣ ସିଂହଙ୍କ ପରଲୋକ ହୋଇଯାଇଛି । ତାମିଲନାଡ଼ୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ଥିବା ବରୁଣ ସିଂହଙ୍କ ଆଜି ଦେହାନ୍ତ ହୋଇଯାଇଛି ।…

କମିଶନରେଟ୍‌ ଅଞ୍ଚଳରେ ୩ଟି ନୂଆ ଥାନାକୁ ମିଳିଲା ମଞ୍ଜୁରୀ, ଟୁଇନ୍ ସିଟି ପାଇଁ ଖୋଲିବ ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ୩ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି…

ଇଣ୍ଡିଗୋ ପାସେଞ୍ଜର ଫ୍ଲାଇଟର କାର୍ଗୋ ଷ୍ଟାଫଙ୍କୁ ହଠାତ୍ ଆସିଲା ନିଦ, ପହଞ୍ଚିଗଲେ ଅନ୍ୟ ଏକ ଦେଶରେ…

ମୁମ୍ବାଇ : ଡିସେମ୍ବର ୧୨ ତାରିଖରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଅଜବ ଘଟଣା ଘଟିଯାଇଛି । ବିମାନ ବନ୍ଦରରେ ଇଣ୍ଡିଗୋର ମୁମ୍ବାଇ-ଆବୁଧାବି (ଇଣ୍ଡିଗୋ ଏୟାରଲାଇନ୍ସ) କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିଲା ।…

(See Video) ମାତାଲ୍ ASI ମହିଳାଙ୍କୁ ଏପରି କରୁଥିଲେ ଚେକିଂ, ଏବେ ଜେଲରେ ଘଣା ପେଲିବେ

ନୂଆଦିଲ୍ଲୀ: ମଦ୍ୟପ ଯୁବକଙ୍କୁ ଗିରଫ କରିବାକୁ ଯାଇ ନିଜେ ଜାଲରେ ପଡ଼ିଯାଇଛନ୍ତି ଜଣେ ପୋଲିସ ଏଏସଆଇ । କେତେ ଉକ୍ତ ପୋଲିସ ବାବୁ ଜଣଙ୍କ ମଦ ନିଶାରେ ଚୁର ହୋଇଥିବାରୁ ସ୍ଥାନୀୟ ଲୋକମାନେ ଏହାକୁ ଘୋର ବିରୋଧ କରିଥିଲେ ।…

କେନିୟାରେ ଭୟଙ୍କର ମରୁଡ଼ି! ସାମନାକୁ ଆସିଲା ବନ୍ୟଜୀବଙ୍କ ହୃଦୟଥରା ଫଟୋ

ନୂଆଦିଲ୍ଲୀ: କେନିୟା ବର୍ତ୍ତମାନ ମରୁଡ଼ିର ସ୍ଥିତି ଦେଇ ଗତି କରୁଛି । ଦେଶରେ ଜାରି ରହିଥିବା ମରୁଡ଼ିର ପ୍ରଭାବ ଏବେ ସେଠାକାର ଜିରାଫି ମାନଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଭୋକ-ଉପାସରେ ପ୍ରାଣ ହରାଇ ପଡ଼ିଥିବା…