fbpx
Browsing Category

Breaking News

ଏହିଦିନ ହେବ ଭିକି-କ୍ୟାଟଙ୍କ ରିସେପ୍ସନ୍ ପାର୍ଟି, ସଲମାନ ଖାନଙ୍କ ସମେତ ଏହି ଷ୍ଟାର୍ ମାନେ ହେବେ ସାମିଲ; ଜାଣନ୍ତୁ ତାରିଖ

ମୁମ୍ବାଇ: କାଟ୍ରିିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ପରେ ଦୁର୍ହେ ଲଗାତର ଭାବରେ ଖୁବ୍ ସୁନ୍ଦର ସୁନ୍ଦର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରୁଛନ୍ତି । ଦୁହେଁ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟରେ…

ଓମିକ୍ରନ୍ ଭାରିଆଣ୍ଟ୍ ଆଗରେ କମ୍ ପ୍ରଭାବୀ ହେଉଛି କୋଭିଡ୍ ଟିକା, ଡବ୍ଲୁଏଚଓ ଦେଲା ଚେତାବନୀ

ୱାଶିଂଟନ୍: ଓମିକ୍ରନ୍ ଭାରିଆଣ୍ଟ୍ କୁ ନେଇ ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ଯେ, ବର୍ତ୍ତମାନର କୋଭିଡ୍ ଭାକସିନ୍ ଓମିକ୍ରନ୍ ବିରୋଧରେ କମ୍ ପ୍ରଭାବୀ । ଡବ୍ଲୁଏଚଓ ପକ୍ଷରୁ ପ୍ରାଥମିକ ଯାଞ୍ଚରୁ…

ଡୋମିନିକନ୍ ରିପବ୍ଲିକରେ ପ୍ଲେନ୍ କ୍ରାସ୍, ୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଡୋମିନିକନ୍ ରିପବ୍ଲିକ୍ ରୁ ଦୁଃଖଦ ଖବର ସାମନାକୁ ଆସିଛି । ଏଠାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଯାଇଛି । ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ସେଥିରେ ଯାତ୍ରା କରୁଥିବା ୯ ଜଣଙ୍କର ମୃତ୍ୟୁ…

ମହିଳାଙ୍କ ସ୍ୱାମୀଙ୍କୁ ଦେଖି ପାଞ୍ଚ ମହଲା ତଳକୁ ଡେଇଁ ପଡ଼ିଲା ଲିଭ୍ ଇନ୍ ପାର୍ଟନର୍, ହୋଇଗଲା ମୃତ୍ୟୁ

ଜୟପୁର: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ତୃତୀୟ ବ୍ୟକ୍ତିଙ୍କୁ ନେଇ ସମସ୍ୟା ଦେଖାଦେଇଥାଏ । ଇତି ମଧ୍ୟରେ ଜଣେ ବ୍ୟକ୍ତି ଏକ ବିବାହିତାଙ୍କ ସହିତ ଲିଭ୍ ଇନ୍ ରେ ରହୁଥିଲେ । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଛି…

ଆଜି ଠାରୁ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ, ୩ ଦିନ ଯାଏ ହେବନି କୌଣସି କାମ

ନୂଆଦିଲ୍ଲୀ: ଯଦି ଆପଣ ଆଜି କୌଣସି କାମରେ ବ୍ୟାଙ୍କ୍ ଯିବାକୁ ବାହାରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ବାସ୍ତବରେ ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ଅର୍ଥାତ୍ ଏଠାରେ କାମ…

ଦେଶରେ ସେମିକଣ୍ଟକ୍ଟର ନିର୍ମାଣ ପାଇଁ ପ୍ରୋତ୍ସାହନକୁ କେନ୍ଦ୍ରର ମଞ୍ଜୁରୀ: ୬ ବର୍ଷରେ ଖର୍ଚ୍ଚ ହେବ ୭୬ ହଜାର କୋଟି

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଉତ୍ପାଦନ ହେବ ସେମିକଣ୍ଡକ୍ଟର । ଆଉ ଏମିତି ହେବା ଦ୍ୱାରା ସେମିକଣ୍ଡକର ପାଇଁ ଭାରତ ଚୀନ ଭଳି ଦେଶ ଉପରେ ନିର୍ଭର କରିବାକୁ ପଡ଼ିବନାହିଁ । ସାରା ବିଶ୍ୱରେ ସେମିକଣ୍ଡକର ଅଭାବ ପରିଲକ୍ଷିତ…

ତାମିଲନାଡୁ ଛୁଇଁଲା ଓମିକ୍ରନ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୯କୁ ବୃଦ୍ଧି

ତାମିଲନାଡୁରେ ପ୍ରଥମ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ । ନାଇଜେରିଆରୁ ଦୋହା ଦେଇ ଆସିଥିବା ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଚିହ୍ନଟ । ଏହାକୁ ମିଶାଇ ଦେଶରେ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯କୁ ବୃଦ୍ଧି…

ପାରିବାରିକ କଳହ ପାଇଁ ଚାଲିଯିବ କି ଡାକ୍ତର ସୁମିତଙ୍କ ସରକାରୀ ଚାକିରୀ? ଶୁଣନ୍ତୁ କ’ଣ କହୁଛନ୍ତି ସୁମିତଙ୍କ ସିନିୟର

ଗଞ୍ଜାମ: ସୁମିତ-ତପସ୍ୱିନୀ ପାରିବାରିକ କଳହ ମାମଲାକୁ ନେଇ ଚର୍ଚ୍ଚା ଲାଗିରହିଛି । ଶାଶୁ ଘରେ ନିଜର ହକ୍ ପାଇଁ ଧାରଣାରେ ବସିଥିବା ତପସ୍ୱିନୀଙ୍କ ମାମଲାରେ କୋର୍ଟ ଜାରି ରହିଛି ଶୁଣାଣି । କୋର୍ଟ ସୁମିତ ଏବଂ…

୭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ୬୪୦୨ ଜଣକୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ବୈଠକରେ ୭ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ଏହି ୭ ପ୍ରକଳ୍ପରେ ୫୧୧ କୋଟି ନିବେଶ କରାଯିବ ଏବଂ ଏଥିରେ ନିଯୁକ୍ତି…

ଏଫଡିଆଇକୁ ଅନୁମତି ମିଳିଲେ ଅଷ୍ଟ୍ରେଲିଆ ଭଳି ହୋଇଯିବ ଓଡ଼ିଶା: ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱରରେ ନୀତି ଆୟୋଗଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଶେଷ । ବୈଠକରେ ରାଜ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାକୁ ନୀତି ଆୟୋଗ ବୈଠକରେ ଦାବି କରିଛନ୍ତି…