Browsing Category
Breaking News
ସାଧାରଣ ଲୋକଙ୍କ କଥା ଛାଡ଼: ଅଭିନେତ୍ରୀ ନଗମାଙ୍କଠାରୁ ୧ ଲକ୍ଷ ଲୁଟିନେଲେ ସାଇବର ଠବ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାଇବର ଫ୍ରଡ ଏବ ବଡ଼ ବିପଦ ଭାବେ ଉଭା ହୋଇଛି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଉଚ୍ଚ ଶ୍ରେଣୀର ଶିକ୍ଷିତ ଲୋକଙ୍କୁ ସାଇବର ଲୁଟେରାମାନେ ବୋକା ବନାଇ ଦେଉଛନ୍ତି । ତେବେ ଆଜି ସାଇବର…
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ
ନୂଆଦିଲ୍ଲୀ: ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି । ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପର୍ଯ୍ୟାୟ ଅଧିବେଶନରେ ୧୭ଟି କାର୍ଯ୍ୟକାରୀ ଦିବସ ରହିଛି । ଏହାର…
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର: ଖୁବଶୀଘ୍ର BJPରେ ଯୋଗଦେବାର ସମ୍ଭାବନା
ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ସହିତ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ନେଇ ସ୍ଥିର ହୋଇଛି । ତେଣୁ ନିର୍ବାଚନ ପୂର୍ବର ଏବେ ନେତାଙ୍କର ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ତେବେ ଆଜି ଜଣେ ପୂର୍ବତନ…
ଅଧିକ ଚା’ ପିଇଲେ ଭୋଗିପାରନ୍ତି ଏହି ସମସ୍ୟା, ମେଦବହୁଳତା ବଢି଼ଥାଏ
ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ଲୋକମାନେ ସକାଳୁ ସକାଳୁ ଚା ପିଇଥାନ୍ତି । ଦିନସାରା ଅନେକ କପ୍ ଚା ପିଇବାକୁ ଇଚ୍ଛା କରନ୍ତି । ଯେତେବେଳେ ଅଫିସରେ ଚା ପିଇବା ବିଷୟରେ ପଚରାଗଲା, ଏହାକୁ 'ନା' କେହି କହିପାନ୍ତି…
NISER ବୈଜ୍ଞାନିକଙ୍କ ବଡ଼ ସଫଳତା: ଓଡ଼ିଶାରୁ ଚିହ୍ନଟ ହେଲା ଏକ ନୂଆ ପ୍ରଜାତିର ବୁଢ଼ିଆଣୀ, ଭାରତରେ ପ୍ରଥମ ଘଟଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ମଣିଷ ସହିତ ବୃକ୍ଷଲତା, ଜୀବଜନ୍ତୁଙ୍କୁ ନେଇ ବୈଜ୍ଞାନିକମାନେ ଗବେଷଣା କରିଥାନ୍ତି । ଅନେକ ସମୟରେ କିଛି ନୂଆ ତଥ୍ୟ ଲୋକଲୋଚନକୁ ଆସିବା…
କର୍ଣ୍ଣାଟକର ହୁବାଲିଠାରେ ବିଶ୍ୱର ଦୀର୍ଘତମ ରେଲୱେ ପ୍ଲାଟଫର୍ମକୁ ଉଦଘାଟନ କଲେ PM ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ବାସୀଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । ରାଜ୍ୟର ହୁବାଲିଠାରେ ବିଶ୍ୱର ଦୀର୍ଘତମ ରେଲୱେ ପ୍ଲାଟଫର୍ମକୁ ଉଦଘାଟନ କରିଛନ୍ତି ପିଏମ୍ ମୋଦୀ । ଏହି…
ଇନଷ୍ଟାଣ୍ଟ ନୁଡୁଲ୍ସ ଖାଉଥିଲେ ସାବଧାନ ! ହୋଇପାରେ ହାର୍ଟ ଆଟାକ୍ ଓ କ୍ୟାନ୍ସର ଭଳି ରୋଗ, ରିସର୍ଚ୍ଚରୁ ଖୁଲାସା
ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ଇନଷ୍ଟାଣ୍ଟ ନୁଡୁଲ୍ସ ଖାଇବାକୁ ପସନ୍ଦ କରନ୍ତି । ସମୟର ଅଭାବ ଓ କାମ ବ୍ୟସ୍ତତା ଯୋଗୁଁ ଲୋକମାନେ ଏହାକୁ ବହୁଳ ଭାବରେ ଖାଇବାରେ ଲାଗିଛନ୍ତି । ଯଦିଓ ଆଜିର ବଜାରରେ ବିକ୍ରି ହେଉଥିବା…
COVID-19 in India : ଭାରତରେ ପୁଣି କରୋନା ସଂକ୍ରମଣରେ ବୃଦ୍ଧି, ୧୧୩ ଦିନ ପରେ ୫୦୦ରୁ ଅଧିକ ମାମଲା ଚିହ୍ନଟ
ନୂଆଦିଲ୍ଲୀ : କରୋନା ଭାଇରସ୍ କୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଭାରତରେ କରୋନା ଭାଇରସ୍ ଚିହ୍ନଟ କରାଯାଇଛି । ୧୧୩ ଦିନ ପାରେ ପ୍ରାୟ ଶହରୁ ଅଧିକ ରୋଗୀ ଚିହ୍ନଟ କରାଯାଇଛି ।…
ଏହି କାରଣ ଯୋଗୁଁ ବାହାଘର ପରେ ଚିଡ଼ଚିଡ଼ା ହୋଇଯାଆନ୍ତି ମହିଳା! ଜାଣନ୍ତୁ ଏହାର କାରଣ
ଦୁନିଆରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ ହେବା ସହ ସମ୍ବେଦନଶୀଳ ମଧ୍ୟ ହୋଇଥାଏ । ଏହା ଯେତିକି ସରଳ, ସେତିକି ଜଟିଳ ହୋଇଥାଏ । ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଏପରି ସମ୍ପର୍କ ଯେଉଁଠି ସେମାନେ ଗୋଟିଏ…
ରାଜ୍ୟରେ ବଢ଼ୁଛି H3N2 ଇନ୍ଫ୍ଲୁଏନ୍ଜା ସଂକ୍ରମଣ; ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବାକୁ ପରାମର୍ଶ
ଭୁବନେଶ୍ୱର: ଦେଶବ୍ୟାପୀ ଇନ୍ଫ୍ଲୁଏନ୍ଜା-ଏ ସମେତ ଏଡିନୋ ଭାଇରସ୍ ଦ୍ୱାରା ସୃଷ୍ଟି ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ସତର୍କ କରାଯାଇଛି । କେନ୍ଦ୍ର…