Browsing Category

Breaking News

ତିନୋଟି ବିଭାଗ ସହିତ ଆରମ୍ଭ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ, ଗବେଷଣା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଚଳିତ ବର୍ଷ ଡିସେମ୍ବରରୁ କାର୍ଯ୍ୟକାରି ହେବାକୁ ଯାଉଛି। କିପରି ଚଳିତ ବର୍ଷ ଏହି ବିଶ୍ୱବିଦ୍ୟାଳୟ ଖୋଲିବ ଏହାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର…

ଲାଲୁଙ୍କ ଘରୁ ମିଳିଲା ୬୦୦ କୋଟିର ଅପରାଧ ଅର୍ଜିତ ସମ୍ପତ୍ତି: ବିଦେଶୀ ମୁଦ୍ରା, ଆପତ୍ତିଜନକ କାଗଜପତ୍ର, ନଗଦ କ୍ୟାଶ, ଅଳଙ୍କାର ଜବତ କଲା ED

ନୂଆଦିଲ୍ଲୀ: ଲ୍ୟାଣ୍ଡ ଫର ଜବ୍ ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଆଜି ରେଡ୍ ମାରିଛି । ଗୋଇନ୍ଦା ସୂଚନା ଆଧାରରେ ଲାଲୁଙ୍କର…

ଧରିତ୍ରୀ ବକ୍ଷରୁ ସମାପ୍ତ ହୋଇଯିବେ ପୁରୁଷ ଜାତି! ପୁରୁଷଙ୍କ Y ଗୁଣସୂତ୍ର କମିବାରେ ଲାଗିଛି- ରିସର୍ଚ୍ଚରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଆଜିର ସମୟରେ ମଣିଷ ଜୀବନ କ୍ରମଶଃ ବିପଦ ଆଡ଼କୁ ମୁହାଁଇବାରେ ଲାଗିଛି । ଗୋଟିଏ ପଟେ ବିଜ୍ଞାନର ଅଗ୍ରଗତି ମଣିଷର ଲାଇଫଷ୍ଟାଇଲକୁ ଆରାମଦାୟକ କରିଦେଉଥିବା ବେଳେ ମଣିଷ ପ୍ରକୃତିକୁ ପରୋକ୍ଷରେ ନଷ୍ଟ କରିବାରେ…

ଓଡ଼ିଶାରେ H3N2 ଆତଙ୍କ: ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ ରାଜ୍ୟ ସରକାର ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତ ସମେତ ଓଡ଼ିଶାରେ ଏଚ୩ଏନ୨ ଭାଇରସ୍ ବା ଇନଫ୍ଲୁଏଞ୍ଜାର ସଂକ୍ରମଣ ଆତଙ୍କ ଖଳାଇବାରେ ଲାଗିଛି । ଏହାକୁ ନେଇ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଥିରେ…

ଠିକା କର୍ମଚାରୀ ନିୟମିତ ହେବ ପାଇଁ ପ୍ରସ୍ତାବ ନାହିଁ, ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାର କିଛି ମାସ ପୂର୍ବେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ନୀତିକୁ ଉଚ୍ଛେଦ କରିଥିଲେ। ଏହାବାଦ ମଧ୍ୟ କିଛି ସରକାରୀ ଉଦ୍ୟୋଗରେ ଠିକା କର୍ମଚାରୀ ରହିଛନ୍ତି। ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି…

ଓଡ଼ିଶାରେ ଗୁପ୍ତଚର ପାରା ପଛରେ ଚୀନର ବଡ଼ ଷଡ଼ଯନ୍ତ୍ର: ୧୯୬୯ରେ ଡ୍ରାଗନ ଛାଡ଼ିଥିଲା ସିକ୍ରେଟ୍ ବେଲୁନ୍, ପୋଲିସ ଓ ଗୋଇନ୍ଦା ବିଭାଗର ଚିନ୍ତା ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶାନ୍ତି ସ୍ଥାପନ ପାଇଁ ଯେତେ ବୈଠକ ବସିଲେ ମଧ୍ୟ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଚୀନର ଭାରତ ବିରୋଧୀ କାର୍ଯ୍ୟକଳାପ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । ଦଶନ୍ଧି ଦଶନ୍ଧି ଧରି ଡ୍ରାଗନ ଭାରତ ବିରୋଧୀ…

ମଣିଷ ମସ୍ତିଷ୍କକୁ ଦୁର୍ବଳ କରିଥାଏ ଏହି ଖରାପ ଅଭ୍ୟାସ: ଜାଣନ୍ତୁ ସୁସ୍ଥ ରଖିବାର ଉପାୟ

ମଣିଷ ଶରୀରର ମସ୍ତିଷ୍କ ସବୁବେଳେ କାମ କରିଥାଏ । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ଆମର ମସ୍ତିଷ୍କ କ୍ରମାଗତ ଭାବରେ ସକ୍ରିୟ ରହିଥାଏ। ଲୋକ ଏହାକୁ ସୁସ୍ଥ ରଖିବା ଉପରେ ଧ୍ୟାନ ଦେବା ଉଚିତ୍। କିନ୍ତୁ ଏପରି କିଛି ଅଭ୍ୟାସ…

ସରିଯିବ ମାଗଣା ବିଜୁଳି ଯୁଗ! ଏପରି ନିର୍ଦ୍ଦେଶ ଦେଲେ LG ସରକାର

ନୂଆଦିଲ୍ଲୀ: ଯଦି ଆପଣ ଦେଶର ରାଜଧାନୀ ଦିଲ୍ଲୀରେ ରୁହନ୍ତି ଏବଂ ସରକାରଙ୍କ ମାଗଣା ବିଦ୍ୟୁତ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ ସକସେନା ମୁଖ୍ୟ…

Video: ବାହା ବେଦିରେ ଶୋଇପଡ଼ିଲା ମଦୁଆ ବର, ଆଉ ତା’ପରେ..

ନୂଆଦିଲ୍ଲୀ: କଥାରେ ଅଛି 'ଶୋଇଲା ପୁଅର ଭାଗ ନାହିଁ', ଆଉ ବାହା ବେଦିରେ ଶୋଇପଡିଲେ ଚଳିବ କେମିତି। ବିବାହ ପୂର୍ବରୁ ମଦ୍ୟପ ସ୍ୱାମୀର ଏଭଳି ଅବସ୍ଥା ଦେଖି ଯୁବତୀ ବାହା ବେଦୀରୁ ଉଠିଯାଇଥିଲେ। ଏଭଳି ଏକ ଘଟଣା ଘଟିଛି…

ବଡ଼ ଦୁଃଖ ଖବର: କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାଜନୈତିକ ଜଗତରୁ ଏକ ଦୁଃଖଦ ଖବର ଆସିଛି । ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ ଜଣେ ଟାଣୁଆ ନେତାଙ୍କୁ ହରାଇଛି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ପରଲୋକ ଘଯିଛି ।…