Browsing Category
Breaking News
(Video)କରୋନାରେ ମୃତ ବ୍ୟକ୍ତିଙ୍କ ସହ ଏଭଳି କରୁଛି ଚାଇନା,ଦେଖନ୍ତୁ ହୃଦୟ ଥରାଇ ଦେବା ଭଳି ଦୃଶ୍ୟ
ନୂଆଦିଲ୍ଲୀ:ଚାଇନାରେ କରୋନା କାରଣରୁ ଅବସ୍ଥା ଖରାପ ହେବାରେ ଲାଗିଛି। ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ ଏହା ଆଉ ନୂଆ କରୋନା ମାମଲା ବିଷୟରେ ସୂଚନା ଦେବ ନାହିଁ। ଦେଶର ସ୍ୱାସ୍ଥ୍ୟ ଏଜେନ୍ସି ଗତ ୩ ବର୍ଷ…
କୌଣସି ରାଜନୈତିକ ଟିପ୍ପଣୀ ଦିଅନ୍ତୁ ନାହିଁ: ଯବାନଙ୍କ ପାଇଁ CRPF ଜାରି କଲା ନୂଆ ସୋସିଆଲ ମିଡିଆ ନିୟମ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫ ଏହାର କର୍ମଚାରୀଙ୍କ ପାଇଁ ଏକ ନୂତନ ସାମାଜିକ ଗଣମାଧ୍ୟମ ନିର୍ଦ୍ଦେଶାବଳୀ ଜାରି କରିଛି। ନୂତନ ନିର୍ଦ୍ଦେଶାବଳୀରେ ସେମାନଙ୍କୁ ବିବାଦୀୟ କିମ୍ବା…
ଆସନ୍ତା ସପ୍ତାହରେ ୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ: ରିଜର୍ଭ ବ୍ୟାଙ୍କ ଦେଲା ବଡ଼ ସୂଚନା
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଯଦି ଆବଣଙ୍କ ବ୍ୟାଙ୍କ ସହ ଜଡ଼ିତ କିଛି କାମ ଅଛି ବା ବ୍ୟାଙ୍କ ଯିବାର ଯୋଜନା ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସୂଚନା…
ବନ୍ଧ୍ୟାକରଣ ଛାଡ଼ପତ୍ରର ଆଧାର ନୁହେଁ, ଏଥିପାଇଁ ପତ୍ନୀଙ୍କୁ ଛାଡ଼ିବା ମାନସିକ କ୍ରୁରତା: ହାଇକୋର୍ଟ
ନୂଆଦିଲ୍ଲୀ: ଛାଡ଼ପତ୍ର ମାମଲାରେ କଲିକତା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ମହିଳାଙ୍କ ବନ୍ଧ୍ୟାତ୍ୱ ଛାଡପତ୍ରର ଆଧାର ହୋଇପାରିବ ନାହିଁ । ଏହା ସହ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ,…
ଏ କଣ କଲା ମାଇକ୍ରୋସଫ୍ଟ ! ୨୧ବର୍ଷର କର୍ମଚାରୀଙ୍କୁ କଲା ବହିଷ୍କାର, ସୋସିଆଲ ମିଡ଼ିଆ ଭାଇରାଲ ହେଲା ପୋଷ୍ଟ
ନୂଆଦିଲ୍ଲୀ:ମାଇକ୍ରୋସଫ୍ଟ ନିକଟରେ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏହି ସଂଖ୍ୟା ଏହାର ମୋଟ କର୍ମଚାରୀଙ୍କ ପାଞ୍ଚ ପ୍ରତିଶତ ଅଟେ। ମାଇକ୍ରୋସଫ୍ଟର ସିଇଓ ସତ୍ୟ ନଡେଲା କର୍ମଚାରୀମାନଙ୍କୁ ଏକ…
ମହିଳାମାନେ କାହିଁକି ପିନ୍ଧନ୍ତି ପାଉଁଜି ? ଜାଣନ୍ତୁ ୧୬ ଶୃଙ୍ଗାର ସହ ଜଡ଼ିତ ଧାର୍ମିକ ଓ ବୈଜ୍ଞାନିକ କାରଣ
ହିନ୍ଦୁ ଧର୍ମରେ ବିବାହିତ ମହିଳାମାନଙ୍କର ଶୃଙ୍ଗାରର ବିଶେଷ ମହତ୍ତ୍ୱ ରହିଥାଏ । ହିନ୍ଦୁ ଧର୍ମରେ ମହିଳାଙ୍କ ୧୬ ଟି ଶୃଙ୍ଗାର ବିଷୟ ବିଷୟରେ କୁହାଯାଇଛି, ଯାହା ବିବାହ ପରେ ମହିଳାମାନଙ୍କ ଦନ୍ୱାରା କରାଯାଇଥାଏ । ଏଥିରେ…
OAS ସ୍ତରରେ ବଡ଼ଧରଣର ଅଦଳବଦଳ: ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧୀନରେ କାର୍ଯ୍ୟରତ ମୋଟ ୧୬୯ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଥିବାବେଳେ ୭୯ଟି ତହସିଲରେ ନୂଆ…
କମେଡି ସହିତ ସଙ୍ଗୀତର ତଡକା, ଆଜି ହସିବେ ଝୁମିବେ ଦର୍ଶକ
ଭୁବନେଶ୍ୱର:ଆଜି ହେଉଛି ଡଟ ଫେଷ୍ଟର ଷଷ୍ଠ ସନ୍ଧ୍ୟା । ଆଜି ଏଲ୍ ଓ ଏଲ୍ ଡଟ ଫେଷ୍ଟ ମଞ୍ଚରେ ଲୋକ ମାନଙ୍କୁ ହସରେ ବେଦମ କରାଇବେ ସୁନୀଲ ଗ୍ରୋଭର । ସୁନୀଲ ଗ୍ରୋଭରଙ୍କୁ ଟିଭି ପରଦାରେ ବହୁ ଲୋକ ପସନ୍ଦ କରନ୍ତି । ତାଙ୍କର…
ହାଇ ବିପି ରୋଗୀମାନେ ଭୁଲରେ କରନ୍ତୁ ନାହିଁ ଏହି ୱାର୍କଆଉଟ୍: ନଚେତ୍ ଚାଲିଯାଇପାରେ ଜୀବନ
ହାଇ ବ୍ଲଡ ପ୍ରେସର ରୋଗୀମାନଙ୍କଠାରେ ଭୁଲ ଏକ୍ସରସାଇଜ୍ କରିବା ଦ୍ୱାରା ଅନେକ ଗମ୍ଭୀର ସମସ୍ୟା ଦେଖାଦେଇପାରେ । ଯାହାଫଳରେ ଶରୀରରେ ବ୍ଲଡ ପ୍ରେସର ବଢ଼ିପାରେ । ତେବେ ହାଇ ବ୍ଲଡ ପ୍ରେସର ରୋଗୀ କେଉଁ କେଉଁ ୱାର୍କଆଉଟ୍…
ଚାକିରିରୁ ବାହାରିଲେ ୩ ପୋଲିସ କର୍ମଚାରୀ, ନିଲମ୍ବନ କଲେ ବୌଦ୍ଧ ଏସପି
ବୌଦ୍ଧ: ୩ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା କଥା ସାମ୍ନାକୁ ଆସିଛି । ଏହି କର୍ମଚାରୀଙ୍କୁ ବୌଦ୍ଧ ଏସପି ନିଲମ୍ବନ କରିଛନ୍ତି । ବାଘିଆପଡା ଫାଣ୍ଡି ଅଧିକାରୀ ଓ ୨ଜଣ କନେଷ୍ଟବଳ ନିଲମ୍ବିତ କରାଯାଇଥିବା…